ସମସ୍ତ ଯନ୍ତ୍ରଣାର ( Chronic Body pain ) ଘରୋଇ ଉପଚାର…

ଦର୍ଶକ ବନ୍ଧୁ ଆଜିକାଲି ଆଜି କାଲି ରୋଗ ଯେତେବେଳେ ଆସେ ସେତେବେଳେ ସେ ଛୋଟ କି ବଡ଼ କିଛି ବାଛି ବିଚାର କରେ ନାହିଁ ତେଣୁ ଏହା ସମସ୍ତଙ୍କ ଠାରେ ଦେଖା ଯାଇଥାଏ ଆଉ ତାହା ହେଉଛି ଶରୀର ବିଭିନ୍ନ ସ୍ଥାନ ରେ ଯନ୍ତ୍ରଣା ହେବା | ତେବେ ଏହି ଯନ୍ତ୍ରଣା ରୁ ସବୁଦିନ ରକ୍ଷା ପାଇବା ପାଇ ଆମେ ଆଜି ଜାଣିବୁ କିଛି ଏମିତି ଘରେଇ ଉପଚାର ବିଷୟରେ ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ଶରୀର ର ସମସ୍ତ ଯନ୍ତ୍ରଣା ମାତ୍ର ଅଳ୍ପ ଦିନ ମଧ୍ୟରେ ଲୋପ ପାଇଯିବ | ହଁ ଆଜ୍ଞା କେବଳ 2 ଟି ଉପାୟ ଯାହା ଆପଣଙ୍କର ଶରୀର ସମସ୍ତ ଯନ୍ତ୍ରଣା ର ସମସ୍ୟା କୁ ଚୁଟିକି ଦୂର କରିବ | ତାହାଲେ ଆସନ୍ତୁ ବନ୍ଧୁ ଗଣ ଜାଣିବା ସେହି ଘରେଇ ଉପଚାର ବିଷୟରେ ଓ ଏହାକୁ କେମିତି ପ୍ରସ୍ତୁତି କରିବେ ଓ ଏହାକୁ କେମିତି ବ୍ୟବହାର କରିବେ ସେ ବିଷୟରେ ଜାଣିବା |

ତେବେ ଆମ ଶରୀରରେ ତ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଅନୁଭୂତ ହୋଇଥାଏ | ତେବେ ଆମ ଶରୀର ରେ ହେଉଥିବା ବିଭିନ୍ନ ଯନ୍ତ୍ରଣା ବିଷୟରେ ପ୍ରଥମେ ଜାଣିବା କେମିତି | ତେବେ ଆମେ ସାଧାରଣତଃ ଏହାକୁ ଜାଣିଥାଉ ଯେମିତିକି ଶରୀର ଯେକୌଣସି ସ୍ଥାନ ରେ ବ୍ୟଥା, ଶିରା ରେ ଶିରା ରେ ବ୍ୟଥା ହାଡ ରେ ବ୍ୟଥା ଦାନ୍ତ ଯନ୍ତ୍ରଣା ଏସମସ୍ତ ପ୍ରକାର ଯନ୍ତ୍ରଣା ଘରେଇ ଉପଚାର ବିଷୟରେ ଜାଣନ୍ତୁ | ଏହି ଯନ୍ତ୍ରଣା କୁ ରୋକିବା ଆବଶ୍ୟକ ସାମଗ୍ରୀ ଗୁଡିକ କଣ କଣ ରହିଛି ଏବଂ ଏହାକୁ କେମିତି ବ୍ୟବହାର କରିବେ | ଆସନ୍ତୁ ଜାଣିବା ସେ ସବୁ ବିଷୟରେ |

ଆବଶ୍ୟକୀୟ ଉପକରଣ :-

ଗଙ୍ଗଶିଉଳି ପତ୍ର, ଚୂନ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତି କରିବା ପାଇଁ ପ୍ରଥମେ ଆପଣଙ୍କୁ 5 ରୁ 6 ଟି ଗଙ୍ଗଶିଉଳି ପତ୍ର କୁ ନିୟନ୍ତୁ ଓ ଏହାକୁ ଭଲ ଭାବରେ ଧୋଇଦେଇ ଏହାକୁ ଚକୋଟି ଦିୟନ୍ତୁ | ଚକଟି ସାରିବା ପରେ ଗୋଟିଏ ଗ୍ଲାସ ପାଣି ନିୟନ୍ତୁ ଓ ଏହାକୁ ସେହି ପାଣି ରଖି ଗରମ ଗରମ କରିବା ଆରମ୍ଭ କରିବେ ଏହାକୁ ସେ ପର୍ଯ୍ୟନ୍ତ ଗରମ କରିବେ ଯେ ପର୍ଯ୍ୟନ୍ତ ଏହା ଗୋଟିଏ ଗ୍ଳାସ ପାଣି ଅଧା ଗ୍ଲାସ ନ ହେଇଛି | ଏବେ ଏହା ପ୍ରସ୍ତୁତ ହେଇଗଲା ଏବେ ଏହାକୁ ପ୍ରତ୍ୟେକ ଦିନ ସକାଳୁ ଉଠି ପାଣି ପିଇ ସାରିବା ପରେ ପିଇବେ ଏମିତି 7 ରୁ 90 ଦିନ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କ ଶରୀର ସମସ୍ତ ପ୍ରକାର ର ବ୍ୟଥା ଦୂର ହେଇଯିବ |

ଏବେ ଜାଣିବା ଦ୍ୱିତୀୟ ଉପଚାର ର ପ୍ରସ୍ତୁତି :-

ତେବେ ଆମର ଦ୍ୱିତୀୟ ଉପଚାର ଟି ହେଉଛି ଖାଇବା ଚୂନ ଏହାକୁ ଆପଣ ପ୍ରତ୍ୟକ ଦିନ ଆପଣଙ୍କ ଖାଇବା ସହିତ ମାତ୍ର ଏକ ଗ୍ରାମ ଲେଖାଏଁ ଦିନ କୁ ଥରେ ଭାତ ରେ ହେଉ କିମ୍ବା କୌଣସି ତରକାରୀ ରେ ମିକ୍ସ କରି ଖାନ୍ତୁ ଦେଖିବେ ଏହା ମ୍ୟାଜିକ ପରି କାର୍ଯ୍ୟ କରିବ | ଏହା କରିବା ଦ୍ୱାରା ଆପଣଙ୍କ ଶରୀର ସମସ୍ତ ପ୍ରକାର ର ବ୍ୟଥା ଯନ୍ତ୍ରଣା ଦୂର ହେଇଯିବ |

ତେବେ ଏହା ଥିଲା ଦୁଇଟି ସହଜ ଘରେଇ ଉପଚାର ଯାହାକୁ ବ୍ୟବହାର କରିକି ଆମ ଶରୀରରେ ସବୁ ପ୍ରକାରର ଯନ୍ତ୍ରଣା କୁ ଦୂର କରିପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment