Swastik Tv News Odisha

ସର୍ବଶେଷରେ ଐଶ୍ୱର୍ଯ୍ୟ ରାୟ ନିଜ ମୋବାଇଲ କଭରରେ ଲେଖିଲେ କିଛି ଏପରି କି ଯିଏ ବି Zoom କରିକି ଦେଖିଲା ହୋଇଗଲା ଆଶ୍ଚର୍ଯ୍ୟ,ଆପଣ ବି ଦେଖନ୍ତୁ

0

ବର୍ତ୍ତମାନ ର ସମୟରେ ପ୍ରତ୍ୟେକ ପିଲାମାନଙ୍କର କିଛି ନା କିଛି ପ୍ରିୟ ଜିନିଷ ରହିଥାଏ , ଯାହା ସେମାନେ ନିଜ ଜୀବନ ଅପେକ୍ଷା ତାହାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କର ପ୍ରିୟ ଜିନିଷ ହେଉଛି ମୋବାଇଲ ଫୋନ । ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଠାର ମୋବାଇଲ ଫୋନ ଦେଖିବାକୁ ମିଳିଛି । ନିଜର କ୍ୟାରିଅର ବା ପାଠ ଅପେକ୍ଷା ମୋବାଇଲକୁ ଅଧିକ ଧ୍ୟାନ ଦେଇଥାନ୍ତି । ମୋବାଇଲ ଟିକିଏ ଖରାପ ହୋଇଗଲେ , ସେମାନେ ବ୍ୟସ୍ତ ହୋଇ ପଡିଥାନ୍ତି ଏବଂ ନିଜ ଶରୀର ଅପେକ୍ଷା ଫୋନର ଅଧିକ ଯତ୍ନ ନେଇଥାନ୍ତି ।

ମୋବାଇଲ ସୁନ୍ଦର ଦେଖାଯିବା ପାଇଁ ସେମାନେ ବିଭିନ୍ନ ଡିଜାଇନ ର କଭର ମଧ୍ୟ ଲଗାଇଥାନ୍ତି । ବର୍ତ୍ତମାନ ସମୟରେ ସମସ୍ତଙ୍କ ଠାରେ ମୋବାଇଲ ଫୋନ ରହିଛି , ହୁଏତ କାହା ପାଖରେ ଅଧିକ ଦାମ ର ଫୋନ ତ ଆଉ କାହା ପାଖରେ କମ ଦାମ ର ଫୋନ ନିଶ୍ଚୟ ରହିଛି । ଏହା ସାଧାରଣ ଲୋକମାନଙ୍କ କ୍ଷେତ୍ରରେ ହୋଇ ନଥାଏ , ବରଂ ସେଲିବ୍ରେଟୀ ମାନେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ବଲିଉଡ ର କୁଇନ ଐଶ୍ୱର୍ଯ୍ୟା ରାୟ ବଚନ ନିଜର କିଛି ବ୍ୟକ୍ତିଗତ ଜିନିଷକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଐଶ୍ୱର୍ଯ୍ୟା ରାୟ ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ , ଯିଏକି 1994 ମସିହାରେ ମିଡ ୱାର୍ଲଡ ର ମୁକୁଟ ଜିତିଥିଲେ । ଏହା ପରେ ଧୀରେ ଧୀରେ ଜୀବନରେ ଟ୍ୱିଷ୍ଟ ଆସିଥିଲା , ପାଠ ପଢାରେ ମଧ୍ୟ ବ୍ୟସ୍ତ ରହିଥିଲେ । ନିଜର ପାଠ ପଢା ସାରିବା ପରେ ସେ ଡାକ୍ତର ହେବାକୁ ଚାହୁଁଥିଲେ , ମାତ୍ର ନିଜର ସୁନ୍ଦରତା ପାଇଁ ଏବଂ ମିସ ୱାର୍ଲଡ ଜିତିବା ପରେ ତାଙ୍କୁ ଅନେକ ଆଡୁ ଆଫର ଆସିଥିଲା । ବଲିଉଡର ଜଣେ ନାମୀ ଦାମୀ ହିରୋଇନ ହିସାବରେ ସେ ପ୍ରାୟତଃ 50 ରୁ ଅଧିକ ଫିଲ୍ମୀ କରି ସାଲିଲେଣି । ଅଗଣିତ ଦର୍ଶକମାନେ ମଧ୍ୟ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କ ସୁନ୍ଦରତା କୁ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଫୋଟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେକିବାକୁ ମିଳିଛି ଯେ ସେ ତାଙ୍କ ନିଜ ଝିଅ ସହିତ ଏକ ଏୟାରପୋର୍ଟ ବେଙ୍ଗାଲୁରୁ ଯାଉଥିଲେ । ସେହି ସମୟରେ ମିଡିଆ ବାଲା ମାନେ ତାଙ୍କର ଫୋଟ ଉଠାଇଥିଲେ , ସେହି ସମୟରେ ଐଶ୍ୱର୍ଯ୍ୟାଙ୍କ ହାତରେ ଥିବା ଫୋନ ମଧ୍ୟ ଉଠି ଯାଇଥିଲା । ଫୋଟଟିକୁ ଜୁମ କରିବା ପରେ ତାଙ୍କ ଫୋନ କଭର ଉପରେ ଏକ ଲେଖା ଦେଖାଯାଇଥିଲା । ଯେଉଁଥିରେ ଲେଖାଥିଲା କି ଏ ଆର ବି , ଅର୍ଥାତ୍ ଐଶ୍ୱର୍ଯ୍ୟା ରାୟ ବଚନ । ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.