ବନ୍ଧୁଗଣ ଆପଣ ଅନେକ ପ୍ରକାର ଡାନ୍ସ ଭିଡିଓକୁ ସମୟକ୍ରମେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। କାରଣ ସବୁ ଡାନ୍ସ ର ଏକ ଭିନ୍ନ ଭିନ୍ନ ଷ୍ଟାଇଲ ରହିଥାଏ। ଆପଣ ତ ଅନୁଭବ କରିଥିବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏଭଳି ସବୁ ଡାନ୍ସର ଭିଡିଓ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।
ତେବେ ଡାନ୍ସ ଭିଡିଓ କୁ ଦେଖି ଦର୍ଶକଙ୍କୁ ମନୋରଂଜନ ହେବାକୁ, ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ନୃତ୍ୟ ଏପରି ମନୋରଞ୍ଜନର ସୁରାକ ଯୋଗାଇଥାଏ ଯେ ଏହାକୁ ଦେଖି ନିଜକୁ ଅଟକାଇ ହୁଏନାହିଁ।ସେହିପରି ଏକ ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି କିଛି ମହିଳା ଏକ ବାହାଘର ପାର୍ଟିରେ ଜବରଦସ୍ତ ଡାନ୍ସ ଦେଖାଉଛନ୍ତି। ତେବେ ଏହି ମହିଳା ମାନେ ଯେଉଁମାନେ କି ସୁନ୍ଦର୍ ଭାବରେ ନିଜକୁ ସଜାଇ ସାଙ୍ଗ ହୋଇ ତାଙ୍କର ଜବରଦସ୍ତ ଡାନ୍ସ ଦେଖାଉ ଅଛନ୍ତି। ସେମାନେ ସୁନ୍ଦର୍ ଭାବରେ ତାଳ ଦେଇ ନାଚୁଛନ୍ତି। ତେବେ ଏହି ମହିଳା ମାନେ ମାଲାୟାଲାମ ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି।
ତେବେ ଏହା କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଠାରେ ମହିଳା ମାନଙ୍କର ଡାନ୍ସ ବେଶ୍ ଆକର୍ଷଣୀୟ ଲାଗୁଛି। ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ ଏଠାରେ ମହିଳା ମାନେ କିପରି ପ୍ରଫେସନାଲ ଡାନ୍ସର ମାନଙ୍କ ଭଳି ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି। ଭିନ୍ନ ଭିନ୍ନ ଷ୍ଟାଇଲ ରେ ଡାନ୍ସ ପୋଜ୍ ଦେଖାଇ ସୁନ୍ଦର୍ ଭାବରେ ଅଙ୍ଗ ଭଙ୍ଗୀ ଦେଖାଇ ସେମାନେ ଏହି ନାଚକୁ ଦେଖାଉଛନ୍ତି। ଆପଣ ଏଭଳି ଡାନ୍ସ ଷ୍ଟାଇଲ କୁ ହୁଏତ କେଉଁଠି ଆଗରୁ ଦେଖିବାକୁ ପାଇ ନଥିବେ। ଯଦିଓ ଡାନ୍ସ ର ଭିନ୍ନ ଭିନ୍ନ ଷ୍ଟାଇଲ ସବୁ ରହିଛି।
କିନ୍ତୁ ଏହି ଷ୍ଟାଇଲ ର ଡାନ୍ସ ଅଧିକ ପସନ୍ଦ ଆସୁଛି ଦର୍ଶକ ମାନଙ୍କୁ। ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ତେବେ ମାଲାୟାଲାମ ଗୀତରେ ମହିଳା ମାନଙ୍କର ଏହିଭଳି ଡାନ୍ସ ର ଭିଡିଓ କୁ ଅନେକ ସଂଖ୍ୟାରେ ଲୋକେ ଦେଖି ପସନ୍ଦ କରୁଛନ୍ତି ଏବଂ ଏହିଭଳି ଡାନ୍ସ କୁ ପାର୍ଟିରେ ଉପସ୍ଥିତ ଥିବା ଅନେକ ଲୋକ ଦେଖି ଖୁସି ହେଉଛନ୍ତି। ଆପଣଙ୍କୁ ବି ଏହି ଭିଡିଓ ନିଶ୍ଚିତ ଭଲ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।