Swastik Tv News Odisha

ସାମାନ୍ୟ ୭ ବର୍ଷ ର କୁନି ପୁଅ ର ବୁଦ୍ଧି ପାଇଁ ଆଜି ବଞ୍ଚିଗଲା ଶହ ଶହ ଲୋକଙ୍କ ଜୀବନ, Video ଦେଖିଲେ ହୋସ ଉଡିଯିବ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଥାଏ। ସମାଜରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ,ଯାହାକି ଶୁଣିବା ମାତ୍ରେ ବହୁତ ଖୁସି ଲାଗିଥାଏ। ଦୁନିଆଁରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ବା ବୁଦ୍ଧି ଦେଇ ଥାଆନ୍ତି। ବିଶେଷ କରି ବଡ଼ ଲୋକ ମାନଙ୍କ ପାଖରୁ ଛୋଟ ପିଲା ମାନଙ୍କ ପାଖରେ ଅଧିକ ମାତ୍ରାରେ ଭଲ ଗୁଣ ବା ବୁଦ୍ଧି ରହିଥାଏ। ଦୁନିଆଁରେ ଏଭଳି ପିଲା ମଧ୍ୟ ଅଛନ୍ତି ଯେ ତାଙ୍କ ବୁଦ୍ଧି ବଳରେ ଏଭଳି କିଛି କାର୍ଯ୍ୟ କରି ଥାଆନ୍ତି, ଯାହାକି ସେମାନଙ୍କ ପାଇଁ ସହ ସହ ଲୋକ ମାନଙ୍କର ଜୀବନ ବଂଚି ଯାଇଥାଏ। ଯାହା ଫଳରେ କି ସେମାନେ ଚର୍ଚ୍ଚାରେ ରହି ଥାଆନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ୭ ବର୍ଷର ଛୋଟ ଛୁଆ ପାଇଁ ସହ ସହ ଲୋକ ମାନଙ୍କର ଜୀବନ ବଂଚି ଯାଇଛି ବୋଲି ସୂଚନା ମିଳିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, କଲିକତାର ସହରର ସିଆଲଦା ମୁକୁନ୍ଦପୁରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମର ଦୀପ ନାମକ ଜଣେ ଛୋଟ ଛୁଆ ଓ ବୟସ ମାତ୍ର ୭ ବର୍ଷ ଅଟେ ଏବଂ ସେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁ ଥାଏ। ଛୋଟ ଛୁଆଟି ଯେଉଁଠି ତାଙ୍କ ସାଙ୍ଗ ମାନଙ୍କ ସହ ଖେଳୁଥିଲା, ସେହି ସ୍ଥାନ ଦେଇ ରେଳ ଧାରଣା ଯାଇଛି ଏବଂ ହଠାତ ରେଳ ଧାରଣା ଉପରେ ତାଙ୍କର ନଜର ପଡି ଯାଇଥିଲା ଓ ସେ ଦେଖିଲା କି ଏହି ଧାରଣା ଉପରେ କିଛି ଭୁଲ ହୋଇ ଯାଇଛି। ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ତେବେ ସେହି ଛୋଟ ଛୁଆଟି ଏଭଳି ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ ତାଙ୍କ ମାଆ ସୋନାଳୀଙ୍କୁ ଯାଇ କହିଥିଲେ।

ତେବେ ଏହା ଶୁଣି ମହିଳା ଜଣଙ୍କ ତାଙ୍କ ପାଖ ପଡ଼ୋଶୀ ସମସ୍ତଙ୍କୁ ଡାକି ରେଳ ଧାରଣା ନିକଟକୁ ଯାଇଥିଲେ, ସେଠି ପଂହଛି ଦେଖନ୍ତି ଯେ ସେହି ରେଳ ଧାରଣାରେ ଏକ ବଡ଼ ଧରଣର ଗାତଟିଏ ହୋଇଛି। ଟ୍ରେନକୁ ଅଟକାଇବା ପାଇଁ ସେ ଏକ ନାଲି ରଙ୍ଗର କପଡ଼ା ଆଣି ଛିଡା ହୋଇଥିଲେ ଓ କିଛି ସମୟ ପରେ ଟ୍ରେନଟି ଆସିଲା, ଟ୍ରେନ ଇଂଜିନିୟରିଂ ବିପଦ ଅଛି ବୋଲି ଜାଣି ପାରି ଟ୍ରେନକୁ ଅଟକାଇ ଦେଇଥିଲେ। ଏଭଳି ଘଟଣା ବିଷୟରେ ରେଳବାହୀଙ୍କୁ ଖବର ଦିଆ ଯାଇଥିଲା ଓ ତାଙ୍କ ଟିମ ଆସି ରେଳ ଲାଇନକୁ ସଜାଡି ଥିଲେ ତାଙ୍କୁ ସଜାଡି ବାକୁ ପ୍ରାୟ ୪୦ ମିନିଟ ସମୟ ଲାଗିଥିଲା। ସେଠାରେ ଥିବା ସମସ୍ତ ଲୋକ ମାନେ ସେହି କୁନି ଛୁଆଟିକୁ ବହୁତ ମାତ୍ରାରେ ପ୍ରଶଂସା କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.