Swastik Tv News Odisha

ସାରା ଓଡ଼ିଶାରେ Femous କିଶୋର ଭାଇନାଙ୍କ Mutton ଆଳୁ ଝୋଳ ର ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରଣାଳୀ…6 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଏମିତି କିଛି ଖାଦ୍ୟ ପଦାର୍ଥ ରହିଛି ଯେଉଁ ପାଇଁ ଲୋକଙ୍କ ସ୍ଵତନ୍ତ୍ର ଆଗ୍ରହ ରହିଥାଏ। ସେହିପରି ଏକ ଖାଦ୍ୟ ହେଉଛି ମଟନ ତରକାରୀ।ଏହା ମଟନ କଷା ହେଉ କି ମଟନ ଝୋଳ। ଯେତେବେଳେ ମଟନ ତରକାରୀ କଥା ମନକୁ ଆସେ ସେତେବେଳେ ପାଟିରୁ ଆପେ ଆପେ ଲାଳ ବାହାରି ଆସେ। ଯେଉଁମାନେ ଏହାକୁ ଅଧିକ ପସନ୍ଦ କରନ୍ତି, ଖାଇବାକୁ ଅଧିକ ଭଲ ପାଆନ୍ତି ସେମାନେ ଏଥିପାଇଁ ପାଗଳ ପ୍ରାୟ ହୋଇ ଯାଆନ୍ତି। ତେବେ ଏମିତି ମଟନ ପ୍ରେମୀଙ୍କ କ୍ଷେତ୍ରରେ ନିଶ୍ଚୟ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ମଟନ ରେସିପି ବିଷୟରେ ଜଣାଇବୁ। ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହୋଇଯିବେ।

ତେବେ ଆମେ ଆପଣଙ୍କୁ ଯେଉଁ ମଟନ ରେଶିପି ବିଷୟରେ କହିବାକୁ ଯାଉଛୁ ତାକୁ ଜଣେ ବ୍ୟକ୍ତି ଯାହାଙ୍କ ନାମ କିଶୋର,ସେ ଏହାକୁ ବନାଉଛନ୍ତି। ତାଙ୍କର ମଟନ ତରକାରୀ ବହୁତ୍ ଫେମସ। ଏହାକୁ ଖାଇବା ପରେ ଜଣେ ଏହାକୁ ଭୁଲି ପାରିବ ନାହିଁ। ଖଣ୍ଡ ମଣ୍ଡଳରେ କିଶୋର ଭାଇନାଙ୍କ ମଟନ କରୀ ର ଚାହିଦା ବେଶ୍ ଅଧିକ ରହିଛି। ତେବେ ଆମେ ଆଜି ଆପଣଙ୍କୁ କିଶୋର ଭାଇନା ଙ୍କ ମଟନ ବନାଇବାର ତରିକା ଜଣାଇବୁ। ଯାହାକୁ ଦେଖିଲେ ଆପଣ ମଧ୍ୟ ଏହିପରି ଭାବରେ ମଟନ କୁ ରାନ୍ଧି, ଖାଇ ପାରିବେ ଏବଂ ଏହାର ସ୍ୱାଦର ମଜା ମଧ୍ଯ ନେଇ ପାରିବେ। ତେବେ ଜାଣନ୍ତୁ କେମିତି ସେ ଏହି ତରକାରୀ କୁ ପ୍ରସ୍ତୁତ କରୁଛନ୍ତି।

ଏଥିପାଇଁ ଏଥିପାଇଁ ସେ କିଭଳି ପ୍ରସ୍ତୁତି ସବୁ କରୁଛନ୍ତି ତାହା ଆପଣ ଭଲ ଭାବରେ ଦେଖନ୍ତୁ। କାରଣ ଏହାକୁ ଭଲ ଭାବରେ ରାନ୍ଧି ନପାରିଲେ ଏହାର ସ୍ଵାଦ ସେମିତି ହୋଇ ପାରିବ ନାହିଁ। ତେବେ ପ୍ରଥମେ ତେଲକୁ ଗରମ କରନ୍ତୁ ଏବଂ ଏଥିରେ ପିଆଜ ପକାଇ ଏହା ଗୋଲଡେନ ବ୍ରାଉନ ହେବା ଯାଏଁ ପିଆଜ କୁ ଭାଜନ୍ତୁ। ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ, ହଳଦି ଏବଂ ଧନିଆ ପାଉଡର ପକାଇ ଭାଜି ଦିଅନ୍ତୁ।ଏହାପରେ ମଟନ ପକାଇ ଅଳ୍ପ କିଛି ପାଣି ଦେଇ ଦିଅନ୍ତୁ ଏବଂ ଫୁଟିବା ପାଇଁ ଏହାକୁ ଛାଡନ୍ତୁ। ଏହି ସମୟରେ ଆପଣ ଏହାର ଆଞ୍ଚକୁ ଧୀମା କରିଦିଅନ୍ତୁ।

ଧୀମା ଆଞ୍ଚରେ ଏହାକୁ ୨ ଘଣ୍ଟା ପର୍ଯ୍ୟନ୍ତ ସିଝିବାକୁ ଛାଡନ୍ତୁ। ତେବେ ଯେତେବେଳେ ଆପଣଙ୍କୁ ଲାଗିବ ଯେ ମଟନ୍‌ ନରମ ହୋଇ ଆସିଲାଣି ସେତେବେଳେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ।ଆଉ ଏହାପରେ ଏଥିରେ ଆପଣ ଧନିଆ ପତ୍ର ପକାଇ ୫ ମିନିଟ୍‌ ଆଉ ଥରେ ଆଞ୍ଚରେ ବସାଇ ଦିଅନ୍ତୁ। ଏହାପରେ ଏଥିରେ ପୋଦିନା ବତ୍ର ପକାଇ ଏହାକୁ ଗରମ ଗରମ ହିଁ ସର୍ଭ କରନ୍ତୁ। ତେବେ ଆପଣ ଯଦି ଏହିଭଳି ଭାବରେ ମଟନ ତରକାରୀ ରାନ୍ଧିବେ ତେବେ ଏହାକୁ ଆଙ୍ଗୁଳି ଚାଟି ଖାଇବେ। କିଶୋର ଭାଇନା ଙ୍କ ଏହି ମଟନ ତରକାରୀ ଆପଣଙ୍କୁ ବେଶ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.