Swastik Tv News Odisha

ସାରା ଓଡିଶାରେ ଚହଳ ପକାଇଲା Humane Sagar & Arpita Choudhury ଙ୍କ ଏହି ଗୀତ… ଏବେ ସୁଦ୍ଧା 130 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ପୁଣି ସାମ୍ନାକୁ ଆସିଛି ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ରୋମାଣ୍ଟିକ ଗୀତ। ଯାହାକୁ ଗାଇଛନ୍ତି ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଗାୟକ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର ଏବଂ ଚୁଲବୁଲି ଗାୟିକା ଅର୍ପିତା ଚୌଧୁରୀ।ଆପଣ ମାନେ ଜାଣି ପାରୁଥିବେ ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ମାନେ।

ତେବେ ତିଆରି ହେଉଥିବା ଏହିସବୁ ନୂଆ ନୂଆ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ସଙ୍ଗୀତ ରଚନା ଏବଂ ସୁନ୍ଦର୍ ଭାବରେ ସ୍ଵରରେ ଏହାକୁ ଏପରି ସଜା ଯାଉଛି ଯେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଦିନକୁ ଦିନ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଆସୁଛି ଯାହା ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଅଟେ। ଆପଣ ଜାଣିଛନ୍ତି ସଙ୍ଗୀତ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଶୁଣିବାକୁ ଭଲ ପାଆନ୍ତି।

ଏହାଦ୍ୱାରା ସେମାନଂକୁ ଟିକିଏ ଖୁସି ହେବା ପାଇଁ ସୁଯୋଗ ମିଳିଯାଏ। ସେହିପରି ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍,ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।ଏଠାରେ ଏହି ଭିଡିଓ ରେ କିପରି ଭାବରେ ହ୍ୟୁମାନ ସାଗରଙ୍କ କଣ୍ଠରୁ ରୋମାଣ୍ଟିକ ସ୍ୱରର ଆବାଜ୍ ଶୁଣିବାକୁ ମିଳୁଛି ତାହା ଥରେ ଶୁଣନ୍ତୁ।ଏହି ଗୀତଟିର ଟାଇଟଲ ହେଉଛି ଇସ୍କ ହୁଆ।

ଏହି ଗୀତଟି ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହି ଗୀତର ନିର୍ଦ୍ଦେଶନା ଲୁବୁନ- ଟୁବୁନ ଦେଇଥିବା ବେଳେ ଏହାର ପ୍ରଯୋଜକ ହେଉଛନ୍ତି ଶଶିକାନ୍ତ ସାମଲ ।ଏହି ଗୀତକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଆଗଧାଡିର ଜଣାଶୁଣା ପ୍ରମୁଖ ଗାୟିକା ଅର୍ପିତା ଚୌଧୁରୀ।ଏହି ଗୀତର ଲିରିକ୍ସ ଦେଇଛନ୍ତି ପ୍ରଶାନ୍ତ ପତି।ଏହି ଗୀତଟି ବହୁତ୍ ଲୋକଙ୍କୁ ହୃହୟକୁ ଛୁଇଁଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ। ତେବେ ଏହି ଭିଡିଓ କୁ ଏବେ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ଲୋକ ୟୁ ଟ୍ୟୁବ୍ ରେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.