ସୁନ୍ଦରୀ ମହିଳା ଗାଇଲେ ଏମିତି ଗୀତ ସାରା ଓଡ଼ିଶାରେ ନିଆଁ ଭଳି ଭାଇରାଲ….

ବନ୍ଧୁଗଣ ଏକ ଭାଇରାଲ ଭିଡିଓ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ, ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ତ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ।ବେଳେବେଳେ ଏଠାରେ କିଛି ଏମିତି ଦୃଶ୍ୟ ଆପଣ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଆଉ ବେଳେବେଳେ କିଛି ଏମିତି ଭିଡିଓ, ଏମିତି ଘଟଣା ଦେଖିବାକୁ ପାଉଥିବେ ଯାହା ଆପଣଙ୍କୁ ବେଶ୍ ପସନ୍ଦ ଆସୁଥିବ ଏବଂ ଆପଣ ଏହାକୁ ଦେଖି ବହୁତ୍ ଖୁସି ହୋଇ ଯାଉଥିବେ।ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ସବୁ ସମୟକ୍ରମେ ଆପଣ ଦେଖିବାକୁ ପାଉଥିବେ।

ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଲୋକେ ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ବହୁତ୍ ଖୁସି ହୋଇଯାଉ। କାରଣ ଏହି ଭିଡିଓ ଗୁଡିକ ସେତିକି ମଜାଦାର ଏବଂ ଭିନ୍ନ ପ୍ରକାରର ହୋଇଥାଏ।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ ଜଣେ ମହିଳା ଗୀତ ଗାଉଥିବାର ଭିଡିଓ ଦେଖିବାକୁ ମିଳିଛି।ଯାହାକୁ ଦେଖି ଲୋକେ ବହୁତ୍ ଖୁସି ହେବା ସହ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।

ତେବେ ଏହି ଭିଡିଓ ରେ ସେ ଯେଉଁ ଭଳି ଭାବରେ ଗୀତ ଗାଉଛନ୍ତି ତାହା ଶୁଣି ଆପଣ ବି ହସି ହସି ଗଡି ଯିବେ। ତେବେ ଏଠାରେ ମହିଳାଙ୍କ ଗୀତ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ ଯାହାକୁ ଆପଣ ଦେଖିଲେ ଅନୁଭବ କରି ପାରିବେ।ଏହା ଏମିତି ଏକ ଭିଡିଓ ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ ଏହିପରି ଭାବରେ ଅନେକ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଏଭଳି ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।

ସେହିଭଳି ଏଠାରେ ଏହି ମହିଳା ଜଣଙ୍କ ଏପରି କଣ ଗାଉଛନ୍ତିି ଯେ ଯାହା ସମସ୍ତ ଙ୍କୁ ହସିବାକୁ ବାଧ୍ୟ କରୁଛି।ଏଠାରେ ମହିଳା ଜଣଙ୍କ ଏକ ସୁନ୍ଦର୍ ଗୀତର ସ୍ୱରକୁ ନେଇ ମଜାଦାର ଢଙ୍ଗରେ ଏକ ଗୀତକୁ ପ୍ରସ୍ତୁତ କରି ଗାଉଛନ୍ତି।ସେ ଗାଉଛନ୍ତି, ରୁଟି ଖିଆ ରାତି ଭାତ ଖିଆ ଦିନ, କ୍ଷୀରି ପୁରି ଆଉ ରୁଚେନା, ମମୋ ନାହିଁ ସାଥେ ଗୁପୁଚୂପୁ ନାହିଁ, ଚୁଡ଼ା ଚିନି ଭଲ ଲାଗେନା। ଏହିଭଳି ଭାବରେ ସୁନ୍ଦର୍ ସ୍ଵରରେ ସେ ଗାଉଥିବା ତାଙ୍କର ଏହି ଗୀତକୁ ଶୁଣି ସମସ୍ତେ ବେଶ୍ ଆନନ୍ଦିତ ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment