ତେବେ ବନ୍ଧୁଗଣ ସେସିଆଲ ମିଡିଆରେ ଏପରି ଏକ ଭିଡିଓ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ | ତେବେ ଆପଣ ଅନେକ ପ୍ରକାରର ସମ୍ପର୍କ ଦେଖିଥିବେ | କିନ୍ତୁ ଏହି ସମ୍ପର୍କଟି ଟିକିଏ ନିଆରା, ଆଉ ଏହି ସମ୍ପର୍କ କୁ ଆପଣ ମଧ୍ୟ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ | ଆଜି କାଲି ସମସ୍ତେ ଯିଏ ଜାର କାମରେ ବ୍ୟସ୍ତ ଆଉ ନିଜ ପାଇଁ ମଧ୍ୟ ଟିକିଏ ସମୟ ଦେଇ ପାରୁନାହିଁ ଆଜିର ମଣିଷ | ତେବେ ଏପରି ସ୍ଥଳରେ ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖା ଯାଉଛି କି ଗୋଟିଏ ମାଙ୍କଡ ସହିତ ନିବିଡ ଭାବରେ ବନ୍ଧୁତା ରହିଛି ଜଣେ ମହିଳା ଙ୍କର ଯେମିତି ମାଆ ସହିତ ତାର ସନ୍ତାନ ର ସମ୍ପର୍କ ଥାଏ ସେମିତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଭିଡ଼ିଓ ଉପରେ ଟିକିଏ ନଜର ପକାଇବା |
କୁହାଯାଏ ଯେଉଁଠି ସ୍ନେହ ଆଉ ଭଲ ପାଇବା ଥାଏ ସେଇଠି ସମ୍ପର୍କ ର ସୂତା ଟି ଆହୁରି ନିବିଡ ହୋଇଯାଇଥାଏ | ତେବେ ସେହି ସମ୍ପର୍କ ଦୁନିଆରେ ସବୁ ସମ୍ପର୍କ ଠାରୁ ନିବିଡ଼ ହୋଇଥାଏ | ଆଉ ସେହି ସମ୍ପର୍କ ର ଡରି ଏତେ ନିଆରା ହୋଇଥାଏ କି ସେହି ସମ୍ପର୍କ ବିଷୟରେ ଯେତେ କହିଲେ ବି ସରି ନ ଥାଏ |ତେବେ ସେହି ଭଳି ଏକ ସମ୍ପର୍କ ବିଷୟରେ ମୁଁ ଆଜି ଆପଣ ମାନ ଙ୍କୁ କହିବା ପାଇଁ ଯାଉଛି ତାହା ହେଉଛି ଗୋଟିଏ ମାଙ୍କଡ ସହିତ ମହିଳା ଙ୍କ ମଧ୍ୟରେ ଥିବା ସମ୍ପର୍କ |
ତେବେ ସେହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଇଛି କି ମହିଳା ଜଣ ଙ୍କ ମାଙ୍କଡ ସହିତ ଅଛନ୍ତି ଆଉ ଯେମିତି ସନ୍ତାନ ମାନେ ମାଆ ଙ୍କ ପାଖରେ ଦୁଷ୍ଟ ହୁଅନ୍ତି ସେହିଭଳି ମାଙ୍କଡ ମଧ୍ୟ ଦୁଷ୍ଟ ହେଉଛି | ତାହା ସହିତ ମାଆ ଯେମିତି ପୁଅ ଦୁଷ୍ଟାମୀ କରିଲେ କୋଳେଇ ନେଇକି ପାଖରେ ଶୁଆଇ ଦିଅନ୍ତି, ନାନା ପ୍ରକାରର ଗୀତ ଗାଇ ନିଜ ଛୁଆ କୁ ଶୁଆଇ ଦେଇଥାନ୍ତି | ଠିକ ସେହି ଭଳି ମହିଳା ଜଣଙ୍କ ମଧ୍ୟ ମାଙ୍କଡ ଟିକୁ ନିଜ ବାହୁରେ କୋଳେଇ ଧାଇଛନ୍ତି |
ଆଉ ଶୁଆଇ ଦେବା ବେଳେ ସେମିତି ମାଆ ଛୁଆ କୁ ନାନା ଗୀତ ଗାଇଥାଏ ଆଉ ଗେଲ୍ହା ମଧ୍ୟ କରେଇଥାଏ | ଠିକ ସେହିଭଳି ମହିଳା ଜଣଙ୍କ ମଧ୍ୟ କରୁଛନ୍ତି | ଆଉ ଯେଉଁ ଭିଡ଼ିଓ କୁ ଦେଖିକି ଲାଗୁଛି ମାଙ୍କଡ଼ ଟି ସତେ ଯେମିତି ସେହି ମହିଳା ଜଣଙ୍କର କୁନି ଛୁଆ, ଆଉ ଏହି ସମ୍ପର୍କ ଏତେ ନିବିଡ କି ଯାହା ଆପଣ ମାନେ ନିଜେ ଦେଖିଲେ ଏହି ଭିଡ଼ିଓ ଟିକୁ ଜାଣି ପାରିବେ | ତେବେ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହା କୁ ଦେଖିଲା ପରେ ଲୋକ ମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।