ବନ୍ଧୁଗଣ ଏବେ ଅନେକ ଗୁଡ଼ିଏ ମ୍ୟୁଜିକ ଭିଡିଓ ପ୍ରସ୍ତୁତ ହେଉଥିବା ଆପଣ ଦେଖିବାକୁ ପାଉଥିବେ। ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି ତାହା ତ ଆପଣ ମାନେ ଜାଣି ପାରୁଥିବେ।ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି।
ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି। ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି। ସୁନ୍ଦର୍ ନିର୍ଦ୍ଦେଶନା ସହ ସଂଯୋଜନା ସାଙ୍ଗକୁ ଅନେକ ଲୋକପ୍ରିୟ ଗୀତ ସବୁ ଏବେ ସାମ୍ନାକୁ ଆସୁଛି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।
ଆପଣ ଏହି ଗୀତଟି ଶୁଣିଲେ ଜାଣି ପାରିବେ ଯେ କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।ଏହି ଗୀତଟିକୁ ଗାଇଛନ୍ତି ଆପଣଙ୍କ ସମସ୍ତଙ୍କ ପ୍ରିୟ ଅଭିନେତା ତଥା ଗାୟକ ପପୁ ପମପମ୍। ଏହି ଗୀତଟିର ଟାଇଟଲ ହେଉଛି ଶାଶୁ ବସୁମତୀ ମାଇପ ଅଗାଡ଼ି। ଏହି ଗୀତଟି ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।ଏହା ଏକ ଭିନ୍ନ ସ୍ୱାଦର ସଙ୍ଗୀତ। ଆପଣ ତ ଜାଣିଛନ୍ତି ପପୁ ପମପମ୍ ଙ୍କ ଗୀତ ସବୁବେଳେ ଟିକେ ନିଆରା ଅନ୍ଦାଜ ର ଏବଂ ଭିନ୍ନ ଧରଣର ହୋଇଥାଏ ଯାହା ଦର୍ଶକଙ୍କୁ ଆକର୍ଷିତ କରିବା ଭଳି ଅଟେ। ସେହିଭଳି ଏହି ସଙ୍ଗୀତରେ ମଧ୍ୟ ହୋଇଛି ଯାହା ଶ୍ରୋତା ମାନଙ୍କୁ ବହୁତ୍ ଭଲ ଲାଗିବ।
ତେବେ ପପୁ ପମପମ୍ ଗାଇଥିବା ଏହି ଗୀତଟିର ଲିରିକ୍ସ ଦେଇଛନ୍ତି ସନ୍ତୋଷ ସେନାପତି ଏବଂ ଏହାର ପ୍ରଯୋଜକ ହେଉଛନ୍ତି ଅନିତା ସେନାପତି। ଏହାର ମ୍ୟୁଜିକ ଦେଇଛନ୍ତି ଶ୍ରି ଏସ କେ।ଏହି ଗୀତକୁ ଲୋକେ ବହୁତ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏହି ଗୀତଟି ବହୁତ୍ ଲୋକଙ୍କୁ ହୃହୟକୁ ଛୁଇଁଛି। ଆପଣ ବି ଏହି ଗୀତକୁ ଶୁଣିଲେ ନିଶ୍ଚୟ ଖୁସି ହେବେ। ପପୁ ପମପମ୍ ଙ୍କ ଅନ୍ୟ ଗୀତ ଭଳି ଏହି ଭିଡିଓ ଏବେ ବେଶ୍ ଲୋକପ୍ରିୟତାର ସହ ଆଗେଇ ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।