ବନ୍ଧୁଗଣ ଗାୟିକା ଅମ୍ରିତା ନାୟକ ଙ୍କୁ ଆପଣ ତ ନିଶ୍ଚୟ ଜାଣିଥିବେ ଏବଂ ତାଂକର ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଶୁଣିଥିବେ। ଯିଏକି ଏବେ ତାଙ୍କ ଭିନ୍ନ ଅନ୍ଦାଜ ର ସ୍ୱରର ଯାଦୁରେ ସମସ୍ତ ଙ୍କୁ ଦିବାନା କରିଥାନ୍ତି। ସେ ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ଏବଂ ଆଗଧାଡିର ଗାୟିକା। ତାଙ୍କ ସ୍ଵର ଯିଏ ଶୁଣିଛି ସିଏ ଜାଣିଛି ତାଙ୍କ ସ୍ୱରର ଚମକ ଏବଂ ତାଙ୍କ ସ୍ୱରର ଆକର୍ଷଣ କେତେ ହୃଦୟସ୍ପର୍ଶୀ ଅଟେ। ତେବେ ଗାୟିକା ଅମ୍ରିତା ତାଙ୍କର ସ୍ୱରର ଯାଦୁରେ ସେ ଅନେକଙ୍କ ହୃଦୟକୁ ଛୁଇଁ ଥାଆନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅମ୍ରିତା ନାୟକ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।
ତେବେ ଆପଣମାନେ ଜାଣିଛନ୍ତି ଏହି ଚୁଲବୁଲି ଗାୟିକା ଜଣଙ୍କ ଯିଏକି ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ଏବେ ସେ ଘରେ ଘରେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କର ଅନେକ ଗୀତ ଆପଣ ଶୁଣିବାକୁ ପାଉଥିବେ।ଲୋକପ୍ରିୟ ଗାୟିକା ଭାବରେ ଅମ୍ରିତା କିଛି ଏମିତି ଗୀତ ଗାଇଛନ୍ତି ଯାହାକୁ ଯାହାକୁ ସବୁବେଳେ ଗୁଣୁଗୁଣୁ ହୁଅନ୍ତି ସଙ୍ଗୀତ ପ୍ରେମୀ ମାନେ।ଚୁଲବୁଲି ଗାୟିକା ଅମ୍ରିତାଙ୍କୁ ତାଙ୍କର ସ୍ୱରର ଜଲୱା ପାଇଁ ତ ଆପଣ ଭଲଭାବରେ ଜାଣିଥିବେ।ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଓଡ଼ିଶାର ଅଗଣିତ ଶ୍ରୋତା ଙ୍କ ମନ କିଣି ପାରିଛନ୍ତି।
ଏହାଛଡା ଗାୟିକା ଅମ୍ରିତା ଅନେକ ସୀଙ୍ଗିଙ୍ଗ ଶୋ ରେ ଗେଷ୍ଟ ହୋଇ ମଧ୍ୟ ଯାଇଥାନ୍ତି। ତେବେ ଅନେକ ପ୍ରକାରର ଗୀତ, ରୋମାଣ୍ଟିକ, ସେଡ୍ ସଙ୍ଗ ଆଦିକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ଏବେ ପୁଣି ତାଙ୍କର ଏକ ଗୀତ ସାମ୍ନାକୁ ଆସିଛି। ଯେଉଁ ଗିତଟି ଏକ ରୋମାଣ୍ଟିକ ପ୍ରେମ ସଙ୍ଗୀତ। ପ୍ରେମ ପ୍ରତାରଣା କୁ ନେଇ ସୁନ୍ଦର୍ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଗୀତଟି ଥରେ ଆପଣ ଶୁଣିଲେ ଜାଣି ପାରିବେ ଏଥିରେ କେଉଁଭଳି ସ୍ୱର ଦେଇଛନ୍ତି ଅମ୍ରିତା ନାୟକ। ଏହି ଗୀତଟି ହେଉଛି, କେମିତି ଭୁଲିବି ସେ ଅଭୁଲା ଦିନ, ମୋ ପ୍ରେମରେ ପାଗଳ ଦିନେ ଥିଲା ତୋ ମନ।
ଏହି ଗୀତକୁ ଗାୟିକା ଅମ୍ରିତା ନାୟକ ଗାଇଥିବା ବେଳେ ଏହାର ଲିରିକ୍ସ କରିଛନ୍ତି ସୁନିଲ ମହାରଣା ଏବଂ ଏହି ସୁନ୍ଦର୍ ସଙ୍ଗୀତର ମ୍ୟୁଜିକ ନିର୍ଦ୍ଦେଶନା କରିଛନ୍ତି ମାନସ କୁମାର। ଏତେ ସୁନ୍ଦର ଭାବରେ ସଙ୍ଗୀତ ର ରଚନା ଏହି ଗୀତରେ ହୋଇଛି ଏବଂ ଏହାକୁ ମ୍ୟୁଜିକ ରେ ସଜା ଯାଇଛି ଯେ ଆପଣ ଏହାକୁ ଶୁଣିଲେ ନିଶ୍ଚିତ ଭାବରେ ଖୁସି ହୋଇଯିବେ ଏବଂ ଭାବ ବିହ୍ୱଳ ହୋଇଯିବେ।ତେବେ ଏହି ସଙ୍ଗୀତଟିକୁ ଲୋକଙ୍କ ଅନେକ ସାରା ଭଲ ପାଇବା ମିଳୁଥିବା ଦେଖିବାକୁ ମିଳୁଛି। ୭ କୋଟି ରୁ ଅଧିକ ଭିଉ ରହିଚି ଏହି ସଙ୍ଗୀତର।ଆପଣ ବି ଏହି ଗୀତକୁ ଶୁଣିଲେ ନିଶ୍ଚୟ ପସନ୍ଦ କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।