ସୁପରଷ୍ଟାର ସିଙ୍ଗର Arpita Choudhry ଗାଇଲେ ଏମିତି ଗୀତ ” ଟିକ ଟିକ ଟିକ ଟିକ ହୁଏ ମୋ ଛାତି “… ମାତ୍ର 4 ଘଣ୍ଟାରେ 2257k ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଗାୟିକା ଅର୍ପିତା ଚୌଧୁରୀ ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ସେ ଏବେ ଜଣେ ଜଣାଶୁଣା ପରିଚିତ ଚେହେରା ପାଲଟିଛନ୍ତି।ତାଙ୍କ ସ୍ୱରର ଭିନ୍ନ ଅନ୍ଦାଜ ଲୋକଙ୍କୁ ବେଶ ପସନ୍ଦ ଆସିଥାଏ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣ ମାନେ ଜାଣିଛନ୍ତି ଯେ ସେ ଅନେକ ଆଲବମ ଗୀତରେ ତାଙ୍କର ଚମତ୍କାର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକ ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଛନ୍ତି।

ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ତାଙ୍କର ଗାୟିକି କୁ ଦେଖାଇ ସମସ୍ତଙ୍କୁ ମନୋରଂଜନ କରାଇଛନ୍ତି। ଅନେକ ଶୋ ରେ ମଧ୍ୟ ସେ ବିଚାରକ ଦାୟିତ୍ଵ ତୁଲାଇଛନ୍ତି। ତେବେ ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତେବେ ଅନେକ ସମୟରେ ସେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଏକ ଗୀତକୁ ନେଇ ସେ ଏବେ ଲୋକ ଲୋଚନକୁ ଆସିଛନ୍ତି।ଏହି ଗୀତଟି ହେଉଛି ଟିକ୍ ଟିକି ଟିକ ଟିକି ହୁଏ ମୋ ଛାତି, କିଏସେ ଭରିଛି ମୋ ଦେହେ ତାତି ହାଏରେ।

ଏକ ନିଆରା ଅନ୍ଦାଜ ରେ ଅର୍ପିତା ଏହି ଗୀତକୁ ଗାଉ ଥିବାର ନଜର ଆସିଛନ୍ତି। ତେବେ ଏହି ଗୀତକୁ ସ୍ଵରରେ ସଜାଇଛନ୍ତି ଏବଂ ଏହାର ସଙ୍ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କର।ଏହି ଗୀତଟି କୁ ଶୁଣିଲେ ଆପଣଙ୍କୁ ବି ଏକ ନୂଆ ଅନୁଭବ ଆସିବ। ଆପଣ ତ ଅର୍ପିତା ଚୌଧୁରୀ ଙ୍କ ଅନେକ ଗୀତକୁ ଶୁଣିଥିବେ।ଏହି ଗୀତକୁ ଶୁଣିଲେ ଆପଣ ଜାଣି ପାରିବେ ଯେ ଏହା କେତେ ମଜାଦାର ଏବଂ ଭିନ୍ନ ସ୍ୱାଦର ସଙ୍ଗୀତ ଅଟେ। ଅର୍ପିତା ଙ୍କ କଣ୍ଠରେ ଏହି ଗୀତଟି ବେଶ ସୁନ୍ଦର୍ ଲାଗୁଛି ଶୁଣିବା ପାଇଁ।ଏହି ଗୀତଟି ଯଦିଓ ଏକ ପୁରୁଣା ଗୀତ ଏବଂ ଏହି ଗୀତର ଚାହିଦା ଏବେବି ରହିଛି।

ଏହି ଗୀତଟି ହେଉଛି ବଳିଦାନ ଫିଲ୍ମ୍ ର ଗୀତ। ଆଉ ଏହି ଗୀତଟିର ଅରିଯିନାଲ ସିଙ୍ଗର ହେଉଛନ୍ତି ବାଣୀ ଜୟରାମ।ସେ ଏହି ଏହି ଗୀତ ଟିକୁ ଗାଇଛନ୍ତି। ଏବେ ଗାୟିକା ଅର୍ପିତା ଚୌଧୁରୀ ଏହି ଗୀତକୁ ସେହି ସ୍ଵରରେ ଏକ ଭିନ୍ନ ଅନ୍ଦାଜ ରେ ଖୁସି ମୁଡ଼ ରେ ଗାଇଛନ୍ତି। ଆପଣ ବି ଅର୍ପିତା ଙ୍କ ଏହି ଗୀତକୁ ଶୁଣିଲେ ନିଶ୍ଚିତ ଖୁସି ହେବେ ଏବଂ ଏହାକୁ ଶୁଣି ଆପଣ ବି ଗୀତର ତାଳରେ ଝୁମି ଉଠିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment