ସୁପରଷ୍ଟାର ସିଙ୍ଗର Asima Panda & Arpita Choudhury ଗାଇଲେ ଏମିତି ଗୀତ ” ଆଲୋ କଳା ଶାରୀ “… ମାତ୍ର 4 ଘଣ୍ଟାରେ 1236k ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିଲେ ଓଡ଼ିଆ ଗୀତ ର ସ୍ୱର ନୂଆରା, ଆଉ ତାର ଭାବ ଆଉ ଭଙ୍ଗୀ ମଧ୍ୟ ନିଆରା ଅଟେ | ଆଉ ଏହି ନିଆରା ଆନ୍ଦାଜ ରେ ପ୍ରକାଶ ପାଇଥିବା ଏକ ନୂଆ ଓଡ଼ିଆ ଗୀତ ଟି ଦର୍ଶକ ମାନଙ୍କ ମନକୁ ବେଶ ଆକୃଷ୍ଟ କରେଇଛି | ଆଉ ଏହି ଗୀତ ଟି ଏତେ ସୁନ୍ଦର ଭାବରେ ଗାଇବାକୁ ଲାଗିଛନ୍ତି ଦୁଇଜଣ ଓଡିଶା ର ବେଶ ଜଣା ଶୁଣା କଣ୍ଠଶିଳ୍ପୀ ଯାହା ଓଡ଼ିଆ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛି ଆଉ ଭାବ ବିହ୍ଵଳ ହୋଇ ପଡିଛନ୍ତି ସମସ୍ତେ ଏହି ସଂଗୀତ ର ଯାଦୁ ରେ ତାହେଲେ ଆସନ୍ତୁ ସେହି ଗୀତ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଓଡ଼ିଶାରେ ନିଜର ସଂଗୀତ ର ଯାଦୁ ରେ ପ୍ରତେକ ଓଡ଼ିଆ ଙ୍କ ଘରେ ଘରେ ଓଡ଼ିଆ ମାନଙ୍କର ହୃଦୟରେ ଜାଗା ବନାଇବା ସହିତ ଓଡିଶା ବାହାରେ ମଧ୍ୟ ନିଜର ସ୍ବରର ପ୍ରତିଭା ଦେଖାଇ ସନସ୍ତଙ୍କ ର ମନକୁ ମୋହି ନେଉଥିବା ସୁନାମ ଧନ୍ୟା ଲୋକ ପ୍ରିୟ ସଂଗୀତ କଳାକାର , ବହୁତ ପ୍ରଶିକ୍ଷିତ ଅସୀମା ପଣ୍ଡା ଓ ଅର୍ପିତା ଚୌଧୁରୀ ଙ୍କ ବିଷୟରେ ଆପଣ ମାନେ ସମସ୍ତେ ତ ବେଶ ଭଲ ଭାବରେ ଜଣାଇଥିବେ | ତେବେ ସେହି ଦୁଇ ଜଣ ସିଙ୍ଗର ଙ୍କର ମିଳିତ ଭାବରେ ଏକ ମନ ଛୁଆଁ ଗୀତ ବର୍ତ୍ତମାନ ପ୍ରକାଶ ପାଇବାକୁ ଯାଉଛି |

ତେବେ ସିଦ୍ଧାର୍ଥ ଟିଭି ଏକ ନିଆରା ଢଙ୍ଗରେ ପ୍ରକାର କରୁଛି ଏକ ନୂଆ ମ୍ୟୁଜିକ ଟିକୁ ଆଉ ଯାହାର ନାଁ ହେଉଛି “ଆଲୋ କଳା ଶାରୀ ” ଆଉ ଯେଉଁ ଗୀତରେ ଦୁଇଜଣ ସିଙ୍ଗର ତାଙ୍କର ସ୍ୱର ଏ ଯାଦୁ ଦେଖାଇଛନ୍ତି | ଆଉ ତାଙ୍କର କଣ୍ଠ ରେ ଏମିତି ଯାଦୁ ରହିଛି କି ସେହି ଗୀତ କୁ ଯିଏ ବି ଶୁଣୁଛି ତାର ମନ ଖୁସି ହେଇଯାଉଛି |ତେବେ ଅସୀମା ପଣ୍ଡା ଙ୍କ ବିଷୟରେ ଆପଣ ମାନେ ତ ବହୁତ ଭଲ ଭାବରେ ଜାଣିଥିବେ କି ସେ ତାଙ୍କର କଣ୍ଠ ର ଯାଦୁ ରେ ସମସ୍ତଙ୍କୁ କିଭଳି ମୋହି ନିଅନ୍ତି |

ଠିକ ସେମିତି ଅର୍ପିତା ମଧ୍ୟ ତାଙ୍କର ସଂଗୀତ ର ଝଲକ ଦେଖାଇବାରେ ଲାଗିଛନ୍ତି ଏହି ଗୀତ ଟିରେ, ଆଉ ଯେଉଁ ଗୀତ ଟିରେ ଲିରିକ୍ସ ଦେଇଛନ୍ତି ସାରଦା ପ୍ରସନ୍ନ ନାୟକ, ଆଉ ଯାହାର ମ୍ୟୁଜିକ ଦେଇଛନ୍ତି ଅକ୍ଷୟ କୁମାର | ଆଉ ଅର୍ପିତା ଆଉ ଅସୀମା ଦୁଇଜଣ ଏହି ଗୀତ ଟିକୁ ଗାଇକି ଦର୍ଶକ ମାନଙ୍କର ହୃଦୟରେ ବେଶ ଭଲ ଜାଗା କରି ପାରିଛନ୍ତି | ଆଉ ସିଦ୍ଧାର୍ଥ ଟିଭି ର ଏହି ମ୍ୟୁଜିକ ଟି ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହିତ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment