ସୁପରଷ୍ଟାର ସିଙ୍ଗର Faisal ଙ୍କ ମଧୁର ସଂଗୀତରେ Pyarelal Ji ହେଲେ ଆଶ୍ଚର୍ଯ୍ୟ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଭାରତ ର ଲୋକପ୍ରିୟ ହିନ୍ଦୀ ଚ୍ୟାନେଲ ଭାବେ ଜଣା ଶୁଣା ସୋନୀ ଚ୍ୟାନେଲ ରେ ଏବେ ପ୍ରସାରଣ ହୋଉଥିବା ସୁପର ଷ୍ଟାର ସିଙ୍ଗର କୁ ନେଇ ଏବେ ଜୋର ଦାର ଚର୍ଚ୍ଚା ଧରିଛି | ତେବେ ସୋନୀ ଟିଭି ପ୍ରସାରଣ କରୁଥିବା ଏହି ରିୟାଲିଟି ଶୋ ରେ ବଲିଉଡ଼ ରେ ନାମୀ ଦାମୀ ସିଙ୍ଗର ମାନେ ଜର୍ଜ ଭାବରେ କାର୍ଯ୍ୟ ଭାର ତୁଲାଇବା ସହିତ ସେଠାରେ ଆଉ ମଧ୍ୟ ଜୁରୀ ଜର୍ଜ ମାନେ ଉପସ୍ଥିତ ଥିଲେ | ତା ସହିତ ଅତିଥି ଭାବେ ଉପସ୍ଥିତ ଥିଲେ ପ୍ୟାରେଲାଲ ଜି, ଯିଏ କି ପୂର୍ଵ ରୁ ହିନ୍ଦୀଇଣ୍ଡଷ୍ଟ୍ରି ରେ ତାଙ୍କ ନା ଛାଡିଅଛନ୍ତି | ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଫେଜଲ ଖାନ ଗାଇଥିବା ଗୀତ ବିଷୟରେ ଆଲୋଚନା କରିଥିବା |

ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୋନୀ ଟିଭି ର ଏକ ରିୟାଲିଟି ଶୋ ଯାହାର ନା ସୁପର ଷ୍ଟାର ସିଙ୍ଗର | ତେବେ ସୂଚନା ଅନୁଯାୟୀ ସୋନୀ ଟିଭି ରେ ଚାଲିଥିବା ଏହି ରିୟାଲିଟି ଶୋ ରେ ଗାୟକ ମାନଙ୍କୁ ଭବିଷ୍ୟତ ଦେବା ସହିତ ସେମାନଙ୍କୁ ଭଲ କଳାକାର ଭାବରେ ଦେଖାଯାଏ | ତେବେ ଦେଖିବାକୁ ମିଳେ ଯେ ଏହି ରିୟାଲିଟି ଶୋ ରେ ବହୁତ କଳାକାର ଆସି ସେମାନଙ୍କ ର ସ୍ୱର ଯାଦୁ ଜର୍ଜ ମାନଙ୍କୁ ଦେଖାଇବା ସହିତ ସେମାନଙ୍କୁ ଖୁସି ମଧ୍ୟ କୋରାଇଥାନ୍ତି, ତେବେ ଏହି ମହାମଞ୍ଚ କୁ ବିଭିନ୍ନ କଳାକାର ଆସି ସାରିଥିଲେ ମଧ୍ୟ ଫେଜଲ ସବୁଠାରୁ ଶୀର୍ଷ ରେ ରହିବ ବୋଲି ଜଣା ପଡିଛି, ତାଙ୍କର ଗୀତ ଗାଇବା କୌଶଳ ଜର୍ଜ ମାନଙ୍କୁ ଆକର୍ଷିତ କରିଛି ବୋଲି ଜଣା ପଡିଛି | ତାଙ୍କର ସେଇ ସୁରିଲା କଣ୍ଠରୁ ଗୀତ ଟିଏ ଶୁଣି ଆପଣ ହେଲେ ବି ସେମିତି ଚକିତ ରହିଯିବେ ବୋଲି ଜଣା ପଡିଛି |

ତେବେ ସୋନୀ ଟିଭି ରିୟାଲିଟି ଶୋ ରେ ଫେଜଲ ଙ୍କ ସହିତ ଜଣେ ଜୁରୀ ଜର୍ଜ ମଧ୍ୟ ଗାଇବା ର ଦୁଶ୍ୟ ଦେଖିବାକୁ ମିଳିଥିଲା | ଏହି ଦୁଇ ଯୋଡି ସୁପର ଷ୍ଟାର ସିଙ୍ଗର ମଞ୍ଚକୁ ନିଜ ସ୍ୱର ର ଯାଦୁ ରେ ଯେମିତି ସମସ୍ତ ଙ୍କୁ ମୋହିତ କରିସାରିଥିଲେ ଫେଜଲ | ବୟସ ରେ ଛୋଟ ହେଲେ ବି ନିଜର କଳାମାଧ୍ୟମ ରେ ସମସ୍ତ ଙ୍କୁ ଚକିତ କରିଥିବା ଜଣା ପଡିଛି | ହେଲେ ଫେଜଲ ଗାଇଥିବା ଏହି ଗୀତ ରେ ଗୁରୁ ଭାବରେ ଜଣା ଶୁଣା ଓ ଅତିଥି ଭାବେ ଆସିଥିବା ପ୍ୟାରେଲାଲ ଜିଙ୍କୁ ଅତ୍ୟଧିକ ପ୍ରଭାବ ପକାଇଥିଲେ ବୋଲି ଜଣା ପଡିଛି | ଫେଜଲ ଙ୍କ ଗୀତ ସରିବା ପରେ ସେଠାରେ ଉପସ୍ଥିତ ଥିବା ଜର୍ଜ ଓ ଜୁରୀ ଜର୍ଜ ମାନେ ତା ସହିତ ଦର୍ଶକ ମାନେ ମଧ୍ୟ ଫେଜଲ ଙ୍କ ଗୀତ କୁ ସନ୍ନମାନ ଦେବା ସହିତ କର ତାଳି ରେ ମଞ୍ଚ ପୁରି ଉଠିଥିଲା ବୋଲି ଦେଖାଯାଇଛି |

ତାହାଲେ ବନ୍ଧୁଗଣ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହାକୁ ଦେଖି ଲୋକମାନେ ସୋନୀ ଟିଭି କୁ ପ୍ରଶଂସା କରିବା ସହିତ ଫେଜଲ ମଧ୍ୟ ଗୁଣଗାନ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment