ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ନିଆରା ଅଟେ | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ନିଜର କଣ୍ଠ ସ୍ୱର ରେ ସମସ୍ତଙ୍କର ମନକୁ ମୋହି ନେଉଥିବା ସମସ୍ତଙ୍କର ଅତି ପ୍ରିୟ, ଅତି ଆପଣାର ଅର୍ପିତା | ଯିଏକି ଜଣେ ଜୋଜେସ ଭାବରେ ଯାଇଥିଲେ ସିଦ୍ଧାର୍ଥ ଟିଭି ରେ ପ୍ରଚଳିତ ବହୁତ ଲୋକ ପ୍ରିୟ ରିୟାଲିଟି ଶୋ “ମୁଁ ବି ନମିତା ଅଗ୍ରୱାଲ ହେବି ” ସିଜିନ 2 ରେ ଏକ ବହୁତ ସୁନ୍ଦର ଗୀତ ଟି ଗାଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ନିଜର ସ୍ୱର ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କୋରେଇଥିବା ଜଣେ ବହୁତ ଫେମସ କଳାକାର ଓ ଜଣେ ଭଲ କଣ୍ଠ ଶିଳ୍ପୀ ହେଉଛନ୍ତି ଅର୍ପିତା ଚୌଧୁରୀ | ଯିଏ କି ଓଡିଶା ର ଚଳଚ୍ଚିତ୍ର ଦୁନିଆରେ ନିଜର କଣ୍ଠ ସ୍ୱର ର ଯାଦୁ ପ୍ରଦାନ କରିକି ଅନେକ ଓଡ଼ିଆ ଙ୍କ ଘରେ ଘରେ ଓ ହୃଦୟରେ ଜାଗା ବନେଇ ପାରିଛନ୍ତି | ତେବେ ଅର୍ପିତା ବର୍ତ୍ତମାନ ଜୋର୍ଜ ଭାବରେ ଯାଇଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରଚଳିତ ହେଉଥିବା ସମସ୍ତଙ୍କର ପ୍ରିୟ ରିୟାଲିଟି ଶୋ” ମୁଁ ବି ନମିତା ଅଗ୍ରୱାଲ ହେବି ” ସିଜିନ 2 କୁ ଯାଇଥିଲେ |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅର୍ପିତା ଙ୍କୁ ସେହି ଶୋ ରେ ଗାଇବା ପାଇଁ କୁହା ଯାଇଥିଲା ଗୋଟିଏ ନୂଆ ଭଜନ ଗୀତ ଯାହାର ନାଁ ହେଉଛି “ଗୋଟେ ଅଙ୍ଗେ ରାଧା ତୁମେ ଗୋଟେ ଅଙ୍ଗେ ଶ୍ୟାମ ” ଆଉ ଯେଉଁ ଗୀତ ଟି କୁ ଏପରି ଗାଇଥିଲେ ଯାହା ଉପସ୍ଥିତ ଥିବା ସମସ୍ତ ଦର୍ଶକ ଙ୍କ ମନକୁ ବେଶ ଭଲ ଭାବରେ ଛୁଇଁ ଥିଲା | ଆଉ ଏହି ଶୋ ରେ ଜୋର୍ଜ ଭାବରେ ଆସନ ଗ୍ରହଣ କରିଥିବା ନିଜେ ନମିତା ମ୍ୟାମ, ଗୀତା ମ୍ୟାମ, ସିକୁଣି ଭାଇନା ଓ ମନ୍ମଥ ମିଶ୍ର ମଧ୍ୟ ଖୁସି ହୋଇ ଯାଇଥିଲେ |
ଆଉ ଯେଉଁଠି ସମସ୍ତେ ଅର୍ପିତା ଙ୍କର ବହୁତ ପ୍ରସଂଶା ମଧ୍ୟ କରିବାକୁ ଲାଗିଥିଲେ | ତେବେ ଏତେ ସୁନ୍ଦର ଭାବରେ ଭଜନ କୁ ପରିବେଷଣ କରିଥିଲେ କି ଯେଉଁ ଗୀତ କୁ ଶୁଣିବା ମାତ୍ରକେ ସମସ୍ତଙ୍କ ମନ ବେଶ ଆନନ୍ଦିତ ହୋଇଯାଇଥିଲା |ତେବେ ଅର୍ପିତା ଖାଲି ଭଜନ ନୁହନ୍ତୁ ସମସ୍ତ ପ୍ରକାରର ଗୀତ କୁ ବହୁତ ସୁନ୍ଦର ଭାବରେ ଗାଇଥାନ୍ତି, ତାହା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଜିଣିଥାନ୍ତି | ତେବେ ଅର୍ପିତା ଙ୍କର ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।