ସୁପର ଷ୍ଟାର କମେଡିଆନ Papu Pom Pom ଗାଇଲେ ଏମିତି ଗୀତ ” ମଦ କେବେ ମିଛ କହେନି “… ମାତ୍ର 4 ଘଣ୍ଟାରେ 4 Lakh ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ଜାଣିଛନ୍ତି କିପରି ସୁନ୍ଦର ସୁନ୍ଦର୍ ଲୋକପ୍ରିୟ ଓଡ଼ିଆ ଆଲବମ ସଙ୍ଗୀତ ସବୁ ଏବେ ପ୍ରସ୍ତୁତ ହେଉଛି। ସୁନ୍ଦର୍ ଲେଖା ସାଙ୍ଗକୁ ସଙ୍ଗୀତ ରଚନା ମଧ୍ୟ ମନଛୁଆଁ ହେଉଛି। ତେବେ ଅନେକ ସିଙ୍ଗର ଙ୍କ ଆକର୍ଷଣୀୟ ସଙ୍ଗୀତ ତ ଆପଣ ଶୁଣିଥିବେ। ସେହିପରି ଜଣେ ଗାୟକ ହେଉଛନ୍ତି ଆପଣ ସମାସ୍ତଙ୍କ ପ୍ରିୟ ପପୁ ପମପମ୍। ପପୁ ପମପମଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ଵରରେ ସତେ ଯେମିତି ଏକ ଭିନ୍ନ ଯାଦୁ ରହିଛି। ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଅନେକ ସଙ୍ଗୀତ ସେ ଓଡିଆ ଆଲବମ୍ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି। ତାଙ୍କ ଗୀତ ଗୁଡିକର ଚାହିଦା ସୋସିଆଲ ମିଡିଆରେ ବେଶ୍ ଅଧିକ।

ସେହିପରି ଏକ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ସଙ୍ଗୀତ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ତେବେ ଗାୟକ ପପୁ ପମପମ୍ ଙ୍କ କଣ୍ଠରୁ ଏହି ସୁନ୍ଦର୍ ଗୀତଟିଏ ରେକର୍ଡ କରା ଯାଇଛି। ଯାହାର ଷ୍ଟୁଡିଓ ଭର୍ସନ ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣି ବେଶ ମଜା ନେଉଛନ୍ତି ଏବଂ ଆନନ୍ଦିତ ହେଉଛନ୍ତି ଦର୍ଶକ। ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଓଡ଼ିଶାର ଲୋକପ୍ରିୟ ଚେହେରା ପପୁ ପମପମ୍ ଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।

ସେହିପରି ଏହି ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଶ୍ରୋତା ମାନେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି।ଲୋକଙ୍କ ହୃଦୟକୁ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ସଙ୍ଗୀତ ରଚନା ବହୁତ୍ ସୁନ୍ଦର ହେଉଛି।ଏହାଛଡା ଏତେ ସୁନ୍ଦର୍ ଭାବରେ ସ୍ଵରରେ ଏସବୁ ଗୀତକୁ ସଜା ଯାଉଛି ଯେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଦିନକୁ ଦିନ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଆସୁଛି ଯାହା ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଅଟେ।

ସେହିପରି ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଆପଣ ଏହି ଭାଇରାଲ ଗୀତକୁ ଶୁଣିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।ଏହି ଗୀତଟିର ଟାଇଟଲ ହେଉଛି ମଦ କେବେ ମିଛ କହେନି।ଏହି ଗୀତଟି ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।ଏହି ଗୀତକୁ ପପୁ ପମପମ୍ ଗାଇଥିବା ବେଳେ ଏହି ଗୀତର ଲିରିକ୍ସ ଦେଇଛନ୍ତି ସନ୍ତୋଷ ସେନାପତି ଏବଂ ମ୍ୟୁଜିକ ଦେଇଛନ୍ତି ଶ୍ରୀ ଏସ କେ।୫ ଲକ୍ଷ ଲୋକ ଏହି ଗୀତଟିକୁ ୟୁ ଟ୍ୟୁବ୍ ରେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment