ତେବେ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ଆମ ଓଡିଶା ରେ ଏମିତି ବହୁତ ସିଙ୍ଗର ମାନେ ଅଛନ୍ତି, ଯେଉଁ ମାନେ କି ସେମାନଙ୍କର ସ୍ୱର ର ଯାଦୁ ରେ ସମସ୍ତଙ୍କୁ ମୁଗ୍ଧ କରି ପାରୁଛନ୍ତି | ତାହା ସହିତ ତାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକର୍ଷିତ କରିଛି | ତେବେ ସେହି ଭଳି ଏକା ନୂଆ ମ୍ୟୁଜିକ ବର୍ତ୍ତମାନ ପ୍ରକାଶ ପାଇବାରେ ଲାଗିଛି | ଆଉ ଯେଉଁଠି ଦେଖା ଯାଉଛି କି ଏହି ଗୀତ ଟି ବର୍ତ୍ତମାନ ସମ୍ବଲପୁରୀ ଭାଷାରେ ରିଲିଜ ହୋଇଛି | ଆଉ ଯାହାକୁ ଦେଖିଲେ ଆପଣ ମାନଙ୍କର ମନ ମଧ୍ୟ ଖୁସି ହେଇଯିବ | ତାହେଲେ ଆସନ୍ତୁ ସେହି ଭଳି ଏକା ଗୀତ ବିଷୟରେ ଆଲୋଚନା କରିବା |
ତେବେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ ହ୍ୱିଉମାନ ସାଗର ଙ୍କୁ, ଆଉ ଯିଏକି ତାଙ୍କର ସ୍ୱର ଯୋଗୁଁ ସମଗ୍ର ଓଡ଼ିଶାରେ ବେଶ ଖ୍ୟାତି ମଧ୍ୟ ଅର୍ଜନ କରିଛି | ଆଉ ବହୁତ ଗୀତ ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇ ଗାଇଛନ୍ତି ଗୀତ | ଆଉ ଯେଉଁ ଗୀତ ସମସ୍ତ ଦର୍ଶକ ମାନଙ୍କ ମନକୁ ମଧ୍ୟ ବେଶ ଆକର୍ଷିତ କରିଛି | ଆଉ ଓଡ଼ିଆ ଇଣ୍ଡୋଷ୍ଟି ପାଇ ତାଙ୍କର ମଧ୍ୟ ବେଶ ଅବଦାନ ରହିଛି | ଠିକ ସେମିତି ଆପଣ ମାନେ ଅସୀମା ପଣ୍ଡା ଙ୍କ ବିଷୟରେ ଜାଣିଥିବେ ଯିଏ କି ଆମ ଓଡ଼ିଆ ଇଣ୍ଡୋଷ୍ଟି ପାଇ ଜଣେ ଜଣା ଶୁଣା କଣ୍ଠଶିଳ୍ପୀ ଆଉ ଯାହା ଙ୍କର ଗୀତ ପ୍ରତି ଓଡ଼ିଆ ଙ୍କ ହୃଦୟକୁ ଛୁଇଁଛି |
ତେବେ ସେହି ହ୍ୱିଉମାନ ସାଗର ଓ ଅସୀମା ପଣ୍ଡା ଦୁଇଜଣଙ୍କ ର ମିଳିତ ସମ୍ବଲପୁରୀ ଗୀତ ଗୋଟିଏ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁ ଗୀତ ଟିର ନାଁ ହେଉଛି ସୁରୁଜ ମୁଖି | ଆଉ ବହୁତ ସୁନ୍ଦର ଭାବରେ ଗୀତଟି କୁ ଗାଇଛନ୍ତି ହ୍ୱିଉମାନ ସାଗର ଓ ଅସୀମା ପଣ୍ଡା |. ଆଉ ସେହି ଗୀତ ଟିର ଝଲକ ଏତେ ଅଧିକ ଥିଲା କି ତାହା ପ୍ରତେକ ଙ୍କ ହୃଦୟକୁ ବେଶ ଆକୃଷ୍ଟ ମଧ୍ୟ କରିଛି |
ତେବେ ଏହି ସମ୍ବଲପୁରୀ ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି, ଆଉ ଯାହା ଦେଖା ଯାଉଛି କି ଦର୍ଶକ ମାନେ ମଧ୍ୟ ଏହି ଗୀତ ଟିକୁ ବେଶ ଆଗ୍ରହ ର ସହିତ ଗ୍ରହଣ କରିଛନ୍ତି | ତେବେ ଆପଣ ମାନେ ଜାଣିଥିବେ କି ଗୀତ ଏମିତି ଗୋଟେ ଜିନିଷ ଯାହା ସମସ୍ତଙ୍କର ହୃଦୟକୁ ଶାନ୍ତି ଯୋଗାଇ ଥାଏ | ଆଉ ସେହି ଗୀତ ମାଧ୍ୟମରେ ସମସ୍ତେ ମନର ଦୁଃଖକୁ ମଧ୍ୟ ଦୂର କରି ପାରିଥାନ୍ତି | ତେବେ ଏହି “ହଳଦୀମୁଖୀ ” ଗୀତଟି ବର୍ତ୍ତମାନ ସାରା ଓଡିଶା ରେ ଫେମସ ହେବାରେ ଲାଗିଛି, ଆଉ ଯାହାକୁ ଶୁଣିବା ପରେ ଲୋକ ମାନଙ୍କର ଭଲ ଭଲ କମେଣ୍ଟ ମଧ୍ୟ ଆସିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।