ବନ୍ଧୁଗଣ ଅନେକ ସିଙ୍ଗର ମାନଙ୍କର ସୁନ୍ଦର୍ ସୁନ୍ଦର୍ ସଙ୍ଗୀତ ଆପଣ ଅନେକ ସମୟରେ ଶୁଣିବାକୁ ପାଉଥିବେ। ଯାହା ଆପଣଙ୍କୁ ଏକ ଭିନ୍ନ ଖୁସି ମଧ୍ୟ ଦେଉଥିବ। ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ସେହିପରି ଅନେକ ଗାୟିକା ରହିଛନ୍ତି ଯେଉଁ ମାନଙ୍କ ସଙ୍ଗୀତ ଦର୍ଶକଙ୍କୁ ତାଙ୍କ ଭଲପାଇବା ର ଡୋର ରେ ବାନ୍ଧିକି ରଖିଛି। ଦର୍ଶକ ସେମାନଙ୍କ ସ୍ୱରକୁ ଶୁଣିବାକୁ ବହୁତ୍ ଭଲ ପାଆନ୍ତି। ସେହିଭଳି ଜଣେ ଗାୟିକା ହେଉଛନ୍ତି ଆପଣଙ୍କ ପ୍ରିୟର ଗାୟିକା ଜ୍ୟୋତିର୍ମୟୀ। ତାଙ୍କର ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ୱରର ଭିନ୍ନ ଅନ୍ଦାଜ ସମସ୍ତଙ୍କୁ ଆକର୍ଷିତ କରିଥାଏ।ତେବେ ସଙ୍ଗୀତ ଆମ ଜୀବନର ଏକ ଏପରି ଅବଚ୍ଛେଦ୍ୟ ଅଙ୍ଗ ଅଟେ ଯାହା ବିନା ଜୀବନଟା ରସହୀନ ରଙ୍ଗ ହୀନ ଭଳି ଲାଗିଥାଏ।
ତେବେ ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।ବାସ୍ତବରେ କହିବାକୁ ଗଲେ ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଆମ ମନ ଭିତରେ ଏକ ନୂତନ ସଞ୍ଚାର ସୃଷ୍ଟି ହୁଏ ସଙ୍ଗୀତ ଶୁଣିବା ପରେ। ବିଭିନ୍ନ ପ୍ରକାର ହୃଦୟସ୍ପର୍ଶ ସଙ୍ଗୀତ ଆପଣ ତ ଶୁଣିଥିବେ।ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇ ଥାଏ। ସେହିପରି ଗାୟିକା ଜ୍ୟୋତିର୍ମୟୀ ଙ୍କ ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।
ବେଳେବେଳେ କିଛି ଏମିତି ସଙ୍ଗୀତ ସେ ଗାଇଥାନ୍ତି ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ତାଙ୍କର ଅନେକ ସଙ୍ଗୀତ କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ତାଙ୍କ କଣ୍ଠରେ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ଜ୍ୟୋତିର୍ମୟୀଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ ଟିମ୍ବର୍ ରହିଥାଏ।
ସେହିପରି ଏବେ ତାଙ୍କ କଣ୍ଠରେ ଏକ ରୋମାଣ୍ଟିକ ଲଭ୍ ର ସେଡ ସଙ୍ଗ ଏବେ ରେକର୍ଡ କରା ଯାଇଛି। ଯେଉଁ ଗୀତ ଟି ହେଉଛି, ତୁ ବି କାନ୍ଦିବୁ ଲୋ ସେମିତି। ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଏହି ଗୀତକୁ ଗାଉଛନ୍ତି ଥରେ ଶୁଣନ୍ତୁ।ସେ ଯେଉଁଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି।ଏହି ସଙ୍ଗୀତ ର ନିର୍ଦ୍ଦେଶନା ଏବଂ ଏହାକୁ ସ୍ଵରରେ ସଜାଇଛନ୍ତି ପ୍ରେମ ଦର୍ଶନ। ଏହାକୁ ଶୁଣି ଆପଣ ବି ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।