ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ସୁନ୍ଦର୍ ମନଛୁଆଁ ସଙ୍ଗୀତ, ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଖୁସି ହେବେ।ଭଗବାନଙ୍କ ଭଜନ ଶୁଣିଲେ ସତେ ଯେମିତି ମନ ଭିତର ଟା ପୂରି ଉଠିଥାଏ। ଆପଣ ତ ସଙ୍ଗୀତର ଅନେକ ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ଗୀତ ଶୁନିଥିବେ। ଯେହେତୁ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ଏହାଛଡା ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ। ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।
ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ଆପଣ ତ ଅନେକ ଗୀତିକାର ଏବଂ ସଙ୍ଗୀତ ଶୁଣିଥିବେ। କିନ୍ତୁ ଯେତେବେଳେ ଆପଣ ଭଜନ ଶୁଣିବାକୁ ପାଆନ୍ତି ସେତେବେଳେ ଅଧିକ ଭାବ ବିହ୍ୱଳ ହୋଇ ଯାଆନ୍ତି, ପ୍ରଭୁଙ୍କ ସରଣରେ ନିଜକୁ ସମର୍ପିତ କରି ଦେବାକୁ ଇଛା ହୁଏ।ବେଳେବେଳେ କିଛି ଏମିତି ଗାୟିକିର ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସିଙ୍ଗର ମାନଙ୍କର ଭଜନ ଗାଇବା ର ଅନେକ ଭଜନ ସଙ୍ଗୀତ କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।
ଆଉ ସେସବୁ କୁ ଦେଖି, ଶୁଣି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଭଜନ ଗାଉଥିବା ଗୀତିକାର ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଭଜନ ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ସହ ଭାବ ଦେଖିବାକୁ ମିଳିଥାଏ। ତେଣୁ ଏଭଳି ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ସେହିପରି ଜଣେ ଗାୟିକା ଯିଏକି ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି, ଯାହାଙ୍କ ନାମ ହେଉଛି ମାନସୀ ପାତ୍ର।ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଏକ ହୃଦୟସ୍ପର୍ଶୀ ଜଗନ୍ନାଥଙ୍କ ଭଜନ ଗୀତ ଟିଏ ଗାଉଛନ୍ତି ଥରେ ଶୁଣନ୍ତୁ।
ଏହି ଗୀତଟି ହେଉଛି, ତୁମ ନାଲି ଓଠେ ମିଠା ମିଠା ହସ, ମୋ ଆଖି ଢାଲଇ ଲୁହ।ଏହି ଭାବପୂର୍ଣ୍ଣ ମହାପ୍ରଭୁ ଜଗନ୍ନାଥଙ୍କ ସଙ୍ଗୀତର ମ୍ୟୁଜିକ କରିଛନ୍ତି ଜ୍ଞାନେନ୍ଦ୍ର ଦାସ୍ ଏବଂ ଏହାର ଲିରିକ୍ସ କରିଛନ୍ତି ମଧୁସୂଦନ ବାରିକ।ଏହି ଗୀତର ଲେଖା ଏବଂ ସ୍ଵର ସଂଯୋଜନା ଏତେ ହୃଦୟସ୍ପର୍ଶୀ ଯେ ଆପଣ ଏହାକୁ ଶୁଣିଲେ ଭଗବାନଙ୍କ ଭକ୍ତିରେ ନିଜକୁ ସମର୍ପିତ କରିବେ।ଏହି ସୁନ୍ଦର୍ ଭଜନ ସଙ୍ଗୀତ କୁ ଏବେ ସୁଦ୍ଧା ୪ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ୟୁ ଟ୍ୟୁବ୍ ରେ ଶୁଣି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।