କୁନି ପିଲା ମାନଙ୍କ ର ସ୍ଵରରେ ଏକ ଭିନ୍ନ ଚମକ ରହିଥାଏ। ସେମାନେ ତାଙ୍କର ସୁମଧୁର ସ୍ଵରରେ ଶ୍ରୋତା ମାନଙ୍କର ମନ କିଣି ନେଇଥାନ୍ତି। ସେମାନଙ୍କ ସ୍ୱର ଶୁଣି ଭିତରୁ ଯେତିକି ଖୁସି ଲାଗେ ସେତିକି ଆନନ୍ଦିତ ହୋଇ ଉଠେ ମନ। ତେବେ ଅନେକ କୁନି ପିଲା ମାନଙ୍କର ସଙ୍ଗୀତ ଆପଣ ଅନେକ ସମୟରେ ଶୁଣିବାକୁ ପାଉଥିବେ। ତେବେ ଯେତେବେଳେ ବି ଆମେ କୁନି ପିଲା ମାନଙ୍କ ମୁହଁରେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ଏମିତିରେ ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।
ଆମ ମନ ଭିତରେ ଏକ ନୂତନ ସଞ୍ଚାର ସୃଷ୍ଟି ହୁଏ ସଙ୍ଗୀତ ଶୁଣିବା ପରେ। ବିଭିନ୍ନ ପ୍ରକାର ହୃଦୟସ୍ପର୍ଶ ସଙ୍ଗୀତ ଆପଣ ତ ଶୁଣିଥିବେ।ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।
କାରଣ ଛୋଟ ଛୋଟ ପିଲା ମାନଙ୍କର କଣ୍ଠରେ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଜଣେ କୁନି ଝିଅଙ୍କ କଣ୍ଠରେ ଏକ ସୁନ୍ଦର୍ ଭଜନ ସଙ୍ଗୀତ ଏବେ ରେକର୍ଡ କରା ଯାଇଛି। ଯେଉଁ ଭଜନ ଟି ହେଉଛି, ସାଇ ବାବା ଭୋଳା ବାବା।
ଏହା ଏକ ଶିରିଡ଼ି ସାଇ ଭଜନ। ଝିଅଟି ତାର ସୁମଧୁର ସ୍ଵରରେ କିପରି ଭାବରେ ଏହି ଭଜନ ଟି ଗାଉଛନ୍ତି ଥରେ ଶୁଣନ୍ତୁ। ଏହି କୁନି ଝିଅର ନାମ ହେଉଛି ଶ୍ରିବାଲି ଦାସ୍।ଏହି ଗୀତର ମ୍ୟୁଜିକ ଦେଇଛନ୍ତି ଡ଼ା. ଅଭୟ ମାଲିଆ ଏବଂ ଏହାର ଲିରିକ୍ସ କରିଛନ୍ତି ନିଲତ ପୃଷ୍ଟି।ସେ ଯେଉଁଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି।ଏହାକୁ ଶୁଣି ସମସ୍ତେ ବହୁତ୍ ଖୁସି ହେବା ସହିତ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।