Swastik Tv News Odisha

ସୁପର ଷ୍ଟାର Salman Khan ତାଙ୍କ purana ଫ୍ରେଣ୍ଡ Ameesha Patel ଙ୍କୁ ସମସ୍ତଙ୍କ ସାମ୍ନାରେ କଲେ Tight Hugs… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0

ବନ୍ଧୁଗଣ ସୁପରଷ୍ଟାର ଅଭିନେତା ସଲମାନ୍ ଖାନ୍ ହିନ୍ଦି ସିନେମା ଜଗତର ଏମିତି ଜଣେ ଲୋକପ୍ରିୟ ଚେହେରା, ଯାହାଙ୍କୁ ଅଗଣିତ ସିନେପ୍ରେମୀ ଭଲ ପାଆନ୍ତି। ତାଙ୍କର ପ୍ରସଂଶକଙ୍କ ସଂଖ୍ୟା କହିଲେ ନସରେ। ସଲମାନ୍ ଖାନ୍ ଙ୍କ ଫିଲ୍ମ୍ ଆଜିବି ଲୋକେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି।ଏହି ବଲିଉଡ୍ ର ସୁପରଷ୍ଟାର ଜଣଙ୍କ ହିନ୍ଦି ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ପାଇଁ ଲୋକ ମାନଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି। ବିଗତ କିଛି ବର୍ଷ ଧରି ହିନ୍ଦି ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି।

ଫିଲ୍ମ୍ ରେ ତାଙ୍କର ଦମଦାର ଅଭିନୟର ଜଲୱା ତ ଆପଣ ଦେଖିଥିବେ। ତାଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ହୋଇଥାଏ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ଯ ଅଟେ।ତେବେ ଆପଣ ତ ଜାଣିଛନ୍ତି ଅଭିନେତା ସଲମାନ୍ ଖାନ୍ କିପରି ଦମଦାର ଅଭିନୟ ସବୁ କରିଥାନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁନ୍ଦର୍ ସୁନ୍ଦର୍ ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଏହି ଅଭିନେତା ଜଣଙ୍କ ବଲିଉଡ ର ହ୍ୟାଣ୍ଡସମ୍ ହିରୋ ଭାବରେ ପରିଗଣିତ ହୁଅନ୍ତି।

ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା।ଦୀର୍ଘ ଦିନ ଧରି ସିନେମା ଜଗତରେ ସେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି। ତେବେ ତାଙ୍କର ଅନେକ ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଏବେ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ ତାଙ୍କର ବନ୍ଧୁ ତଥା ନାୟିକା ଅମିଶା ପଟେଲ ଙ୍କ ସହିତ ନଜର ଆସିଛନ୍ତି। ଦୀର୍ଘଦିନ ପରେ ଏହା ହେଉଛି ଉଭୟଙ୍କ ଏକ ସୁନ୍ଦର୍ ସାକ୍ଷାତକାର। ଯାହାର ଏକ ସୁନ୍ଦର୍ ଦୃଶ୍ୟ ଏବେ ଆପଣ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେଉଥିବାର ଦେଖିବାକୁ ପାଇବେ। ଦେଖାହେବା ପରେ ଆମିଶା ପଟେଲ ସଲମାନ୍ ଖାନ୍ ଙ୍କୁ ଆସି ଆଲିଙ୍ଗନ କରୁଛନ୍ତି। ଉଭୟ ବନ୍ଧୁ ଦୀର୍ଘଦିନ ପରେ ଦେଖାହେବା ପରେ ବହୁତ୍ ଖୁସି ଜଣା ପଡୁଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଫିଲ୍ମ୍ ଧର୍ମାବୀର ଲଞ୍ଚ ହେବା ପରିପେକ୍ଷିରେ ଉଭୟ ଏଠାରେ ଉପସ୍ଥିତ ହୋଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.