ଦର୍ଶକ ବନ୍ଧୁ ଏହି କିଛି ଦିନ ହେବ ବହୁ ଚର୍ଚ୍ଚା ରେ ଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ |ଟୁଁଙ୍ଗୁରୁ ଓ ବର୍ଷା ଙ୍କ ପ୍ରେମ କାହାଣୀ ଯାହା ଏବେ ସାରା ଓଡିଶା ରେ ଘରେ ଘରେ ପରିଚିତ ହୋଇ ସାରିଲେଣି| ତେଣୁ ଭାଇରାଲ ବୟ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷା ଏବେ ପୁରା ସେଲିବ୍ରେଟି ପାଲଟିଯାଇଛନ୍ତି କହିଲେ କିଛି ଭୁଲ ହେବ ନାହିଁ|ଅଟୋ ଚାଳକ ଟୁଙ୍ଗୁରୁ ଭୋଳ, ଯିଏ ଏବେ ବର୍ଷାଙ୍କ ପ୍ରେମିକା ନା ରେ ବେଶ ଜଣାଶୁଣା, ତାଙ୍କର ଭଲ ପାଇବା ର କାହାଣୀ ଏବେ ସମସ୍ତ ଙ୍କୁ ଜଣା |ସେଥିପାଇଁ ଆଜି ତାଙ୍କ ନାଁରେ ତାଙ୍କ ଭଲ ପାଇବା ନାଁରେ ଏକ ସୁନ୍ଦର ଗୀତ ଟିଏ ଭାଇରାଲ ହେବାରେ ଲାଗିଛି ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ଭଲ ପାଇବା ବିଷୟରେ ଲେଖା ଯାଇଥିବା ଗୀତ ଟି ବିଷୟରେ ଜାଣିବା |
ଭାଇରଲ ହୋଉଥିବା ଟୁଙ୍ଗୁରୁ ଭୋଳ ଙ୍କ ର ଏହି ସୁନ୍ଦର ଗୀତ ଟିକୁ ସଜାଇଛନ୍ତି ଆର କେ ଚିକୁ ଓ ଅଭିନୟ ରେ ନିଜେ ଟୁଙ୍ଗୁରୁ | ଭାଇରଲ ଭିଡ଼ିଓ ରେ ଯାହା ଦେଖା ଯାଇଛି ଟୁଙ୍ଗୁରୁ ଭୋଳ ନିଜେ ଏକ ସୁଟିଂକୁ ଆସି ତାଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ |ସେଇ କାହାଣୀ ଟୁଙ୍ଗୁରୁ ଭୋଳ ବର୍ଷା ଙ୍କ ମଧ୍ୟ କିଛି କଥା ଆଲୋଚନା ଚାଲିଥାଏ ଓ ଟୁଙ୍ଗୁରୁ ଭୋଳ ବର୍ଷା ଙ୍କୁ ତାଙ୍କର ପ୍ରେମ ର ଭିକ୍ଷା ମାଗି ବାର ନଜର ଆସିଛନ୍ତି| ହେଲେ ବର୍ଷା ସିଧା ସିଧା ତାଙ୍କ ଭଲ ପାଇବାକୁ ପାଦ ରେ ଦୋଳି ଦେଇ ତାଙ୍କ ସହିତ କିଛି ସମ୍ପର୍କ ନାହିଁ କହି ତାଙ୍କୁ ଫୋନ କି କଲ କରିବା ପାଇଁ ସିଧା ମନା କରିଛନ୍ତି |
ଏହିପରି ଭାବରେ ତାପରେ ଆରମ୍ଭ ହେଉଛି ବର୍ଷା ଓ ଟୁଙ୍ଗୁରୁ ଙ୍କ ନାଁରେ ଏକ ସୁନ୍ଦର ଗୀତ ଟି ଯାହାର ଟାଇଟେଲ ରହିଛି ଟୁଙ୍ଗୁରୁ ଭୋଳ ଙ୍କ ପ୍ରେମ କାହାଣୀ 9 ଗୀତ ଟି ବହୁତ ସୁନ୍ଦର ଭାବରେ ଲେଖା ଯାଇଛି, ଗୀତ ଶୁଣିବାକୁ ବହୁତ ସୁନ୍ଦର ହେଇଛି ଆଶା କରାଯାଉଛି| ଟୁଙ୍ଗୁରୁ ଓ ବର୍ଷା ଙ୍କ ଏହି ପ୍ରେମ କାହାଣୀ କୁ ଆପଣ ମାନେ ଆପଣଙ୍କ ସପୋର୍ଟ ଦେବା ସହିତ ସେମାନଙ୍କୁ ବହୁତ ଭଲ ପାଇବା ଦିୟନ୍ତୁ, ଯେମିତି ସେମାନଙ୍କର ଏହି ଗୀତ ଟି ଭଳି ସେମାନଙ୍କ ଭଲ ପାଇବା ମଧ୍ୟ ଆଗକୁ ଯାଉ|
ତାହାଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ପ୍ରେମ କାହାଣୀ କୁ ନେଇ ବହୁତ ସୁନ୍ଦର ଭାବରେ ଗୀତ ଟିଏ ଲେଖା ଯାଇଛି ଓ ସେହି ଗୀତ ସାରା ଓଡିଶା ଲୋକ ଦେଖୁଛନ୍ତି ଓ ଟୁଁଙ୍ଗୁରୁ ଭୋଳ ପୁରା ଫେମସ ହୋଇଯାଇଛନ୍ତି |ଯାହା ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ଭାଇରଲ ହେବା ସହିତ ଲୋକମାନେ ଏହି ଗୀତ ଟି କୁ ଶୁଣି ବହୁତ ଭଲ ପାଇବା ଦେଉଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।