Swastik Tv News Odisha

ସ୍କୁଲ ଛାତ୍ରୀଙ୍କ ପ୍ରେମ ପଦାରେ ପଡିଲା…ଦେଖନ୍ତୁ ଭିଡ଼ିଓ

0

ପ୍ରେମର ପ୍ରକୃତ ଅର୍ଥ ଜାଣିବା ପୂର୍ବରୁ ଆଜିର କିଛି ଯୁବପିଢି ଯେଉଁ ପ୍ରେମ କରି ବସୁଛନ୍ତି ତାହା ପ୍ରକୃତରେ ପ୍ରେମ ନା ଶାରିରୀକ ଆକର୍ଷଣ ତାହା ସେମାନେ ଜାଣି ପାରୁ ନାହାଁନ୍ତି।କୁହାଯାଏ ପ୍ରେମ ହେଉଛି ଶାଶ୍ଵତ ଏବଂ ପବିତ୍ର। ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ। ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ।

ଏମିତି ପ୍ରେମ ପାଇଁ ଅନେକ ଆଚମ୍ବିତ ଘଟଣା ଘଟିଥିବାର ତ ଆପଣ ଦେଖିବାକୁ ପାଇଥିବେ। ପ୍ରେମ କରୁଥିବା ଲୋକ ସେହିଭଳି ମାନସିକତା କୁ ନେଇ ପ୍ରେମ କରୁଥିବା ଆବଶ୍ୟକ। ତେବେ ଯାଇ ପ୍ରେମର ବାସ୍ତବ ସଂଜ୍ଞା କୁ ସେମାନେ ପୂରଣ କରି ପାରିବେ। କିନ୍ତୁ ଆଜିକାଲି ଅନେକାଂଶରେ ଯେଉଁ ପ୍ରେମ କାହାଣୀ ସବୁ ଦେଖିବାକୁ ମିଳୁଛି ସେସବୁ ଶାରୀରିକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ବାରେ ଲାଗିଛି। ଅନେକ ଜଣ ନିଜର ଖୁସି ମଜାକ ପାଇଁ କାହା ସହିତ ଟାଇମ୍ ପାସ୍ କଲାଭଳି ଲଭ୍ କରୁଛନ୍ତି। ଯେଉଁ ମାନଙ୍କ ପାଇଁ ପ୍ରେମର ପ୍ରକୃତ ସଂଜ୍ଞା କିଛି ନାହିଁ। ଏମାନଙ୍କ ପ୍ରେମରେ ନା ରହିଛି ତ୍ୟାଗ କରିବାର ମାନସିକତା ନା ରହିଛି ଅନ୍ୟକୁ ବୁଝିବା ଏବଂ ଭଲପାଇବା ର ଉଦାରତା।

କେବଳ ନିଜର ଶାରୀରିକ ସୁଖ ଏବଂ ସ୍ବାର୍ଥ ସାଧନ କରିବା ପାଇଁ ଏକ ତରିକା ଭଳି ସେମାନେ ଏହାକୁ ଭାବି ନେଇଛନ୍ତି। ଆଉ ଏଥିପାଇଁ ସେମାନେ ଅନେକାଂଶରେ କିଛି ଏମିତି ଘଟଣାର ସମ୍ମୁଖୀନ ହେଉଛନ୍ତି ତାହା ସେମାନଂକୁ ଲଜ୍ଜିତ କରୁଛି ସମାଜ ଆଗରେ।ସେହିପରି ଏକ ନିନ୍ଦନୀୟ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଏବଂ ସମସ୍ତଙ୍କୁ ଏହା ଭାବିବାକୁ ବାଧ୍ୟ କରି ଦେଇଛି ଯେ ପ୍ରେମ କଣ ଏମିତି ବି ହୋଇଥାଏ? ଯେଉଁଠି ଏକ ପ୍ରେମୀ ଯୁଗଳ ଯେଉଁ ମାନେ କି ସ୍କୁଲ୍ ପିଲା ଅଟନ୍ତି ସେମାନେ ଅପ୍ରୀତିକର କାମ କରୁଥିବା ସମୟରେ ଧରା ପଡିଛନ୍ତି।

ଏଠାରେ ଏକ ନିଛାଟିଆ ସ୍ଥାନରେ ଜଣେ ସ୍କୁଲ ଛାତ୍ରୀ ଜଣେ ସ୍କୁଲ ଯିବା ପାଇଁ ଆସି ସ୍କୁଲ୍ ନଯାଇ ସେ ଭଲପାଉଥିବା ଜଣେ ପୁଅଙ୍କ ସହ ଜଙ୍ଗଲ ଭିତରକୁ ଯାଇ କିଛି ନିନ୍ଦନୀୟ କାର୍ଯ୍ୟ କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ଵାରା ଧରା ପଡ଼ି ଯାଇଥିଲେ।ତେବେ ସେମାନେ ନିଛାଟିଆ ସ୍ଥାନରେ ବସିଥିବା ବେଳେ ଧରା ପଡ଼ି ଯାଇଛନ୍ତି। ଏହାପରେ ଗ୍ରାମବାସୀ ତାଙ୍କୁ ଅଟକ ରଖି କିଛି ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳୁଛି।କେହି ଜଣେ ଏହି ଘଟଣାକୁ ରେକର୍ଡ଼ କରି ପରେ ଭାଇରାଲ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.