ସ୍କୁଲ ପ୍ରେମରେ ଟୁଙ୍ଗୁରୁ ଦଳ… କରିବେ ଖେଳ… ମାତ୍ର 4 ଘଣ୍ଟାରେ 1635k ଲୋକ ଦେଖି ସାରିଲେଣି….

ବନ୍ଧୁଗଣ ଆସନ୍ତୁ ଏକ ମଜାଦାର ଭିଡିଓ ବିଷୟରେ ଜାଣିବା।ଆପଣ ଅନେକ ସୁନ୍ଦର୍ ସୁନ୍ଦର୍ ସର୍ଟ ଷ୍ଟୋରୀ ର ମଜାଦାର ଭିଡିଓ ସବୁ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। କାରଣ ଅଳ୍ପ ସମୟର ଏହି ଭିଡିଓ ଗୁଡିକର କାହାଣୀ ବେଶ ମନୋରଂଜନ ପୂର୍ଣ୍ଣ ହୋଇଥାଏ। ଆପଣ ତ ଅନୁଭବ କରିଥିବେ ଏସବୁ ଭିଡିଓ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।

ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଏହାଛଡା ଏଭଳି ଭିଡିଓ ଦେଖି ସେମାନଙ୍କୁ ମନୋରଞ୍ଜନର ସୁରାକ ମଧ୍ଯ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ର ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାଦ୍ୱାରା ଲୋକେ ମନୋରଂଜନ ହୁଅନ୍ତି ଏବଂ କ୍ରିଏଟର ମାନେ ମଧ୍ୟ ଏପରି କରି ୟୁ ଟ୍ୟୁବ୍ ରୁ ଟଙ୍କା ରୋଜଗାର କରି ପାରିଥାନ୍ତି। ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।

ଅନେକ ଦର୍ଶକ ଅନେକ ଲୋକ ଏପରି ରହିଛନ୍ତି ଯେଉଁମାନେ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ତେବେ ଆପଣ ତ ଏଭଳି ଭିଡିଓ ଦେଖିବାକୁ ନିଶ୍ଚୟ ଭଲ ପାଉଥିବେ। ଏଭଳି ସର୍ଟ ଷ୍ଟୋରୀ ଭିଡିଓ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି ମନୋରଂଜନ ମଧ୍ୟ ସେମାନଙ୍କର ହୋଇଯାଏ। ଯେହେତୁ ମନୋରଂଜନ ହେଉଛି ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ। ତେଣୁ ଯେତେବେଳେ ବି ଆମେ ସୁନ୍ଦର୍ କାହାଣୀର ଏପରି ବିଷୟବସ୍ତୁ ଥିବା ଭିଡିଓକୁ ଦେଖୁ ଆମକୁ ବହୁତ୍ ଖୁସି ଲାଗେ।ଏହିଭଳି ଭାବରେ ଅନେକ ସୁନ୍ଦର୍ କାହାଣୀ ଉପରେ ଆଧାରିତ ଅନେକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।

ସେହିପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି କୁନି ପିଲା ମାନେ ଏକ ମଜାଦାର ଢଙ୍ଗରେ କମେଡିକୁ ଦେଖାଇଛନ୍ତି। ସେମାନଙ୍କ ଅଭିନୟ, ସେମାନଙ୍କ କଥା କହିବାର ଶୈଳୀ ଏବଂ ସେମାନଙ୍କ ଅଭିନୟର ଅନ୍ଦାଜ ଦେଖିଲେ ଆପଣ ଖୁସି ହେବା ସହିତ ନିଶ୍ଚିତ ଏହାକୁ ପ୍ରଶଂସା କରିବେ।ଏହି ଭିଡିଓ ର ଟାଇଟଲ ରହିଛି ଟୁଙ୍ଗୁରୁ ଦଳ କରିବେ ଖେଳ। ସ୍କୁଲ୍ ପିଲା ମାନଙ୍କ ର ଏହିଭଳି କମେଡି ର ଭିଡିଓ କୁ ଅନେକ ଦେଖି ଏହାର ମଜା ନେବା ସହିତ ସେମାନଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି। ଆପଣଙ୍କୁ ବି ଏହା ବହୁତ୍ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment