ସ୍ମରଣଶକ୍ତି ( Brain Power ) ବଢେଇବେ କେମିତି ?| Dr. Soumya P Thomas

ହଁ ଦର୍ଶକ ବନ୍ଧୁ ଆଜି କାଲି ସ୍ମରଣ ଶକ୍ତି 2 ବୟସ ର ଲୋକଙ୍କ ଠାରେ ଅଧିକ ଦେଖା ଯାଇଥାଏ | ତବେ ଏହି ସ୍ମରଣ ଶକ୍ତି ପାଇଁ ଆମେ ଅନେକ ସମୟରେ ବିଭିନ୍ନ ଅସୁବିଧା ରେ ପଡିଥାଉ | କାରଣ ଆମେ ଗୋଟିଏ ଜିନଷ କୁ ଗୋଟିଏ ଜାଗାରେ ରଖି ଅନ୍ୟ ଜାଗାରେ ତାକୁ ଖୋଜିଥାଉ ଓ ଜଣେ କହିଥିବା କଥା କୁ ଆମେ କିଛି ସମୟ ପରେ ଭୁଲି ଯାଇଥାଉ | ଏହିପରି ହେବାକୁ ସ୍ମରଣ ଶକ୍ତି କମ ବୋଲି କୁହାଯାଏ | ତେବେ ଏମତି ଛୋଟ ଛୋଟ ଅସୁବିଧା ଏହା ଦିନ ବଡ ରେ ପରିଣତ ହେବ | କାରଣ ଏମିତି କଥା ଭୁଲି ଯିବା ଓ କୋଉଁଠି କଣ ରଖିଛନ୍ତି ସେ କଥା ମଧ୍ୟ ଭୁଲି ଯିବା ଏହା ଦିନେ ବଡ ଅସୁବିଧା ରେ ପରିଣତ ହେଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କେମିତି ଆପଣଙ୍କ ସ୍ମରଣ ଶକ୍ତି କୁ ବଢେଇବା ତାହାର ଘରେଇ ଉପଚାର ବିଷୟରେ ଜାଣିବା ଓ ଏହାର ପ୍ରସ୍ତୁତି ତା ସହିତ ଏହାକୁ କେମିତି ବ୍ୟବହାର କରିବେ ସେ ବିଷୟରେ ଜାଣିବା |

ତେବେ ସ୍ମରଣ ଶକ୍ତି କମ ସାଧାରଣତଃ 2 ଜଣଙ୍କ ଠାରେ ଅଧିକ ଦେଖିବାକୁ ମିଳେ 1 ରେ ଛୋଟ ଛୁଆ ଙ୍କ ଠାରେ,(2 ) ରେ 40 ଉର୍ଦ୍ଧ ବୁଦ୍ଧା ମାନଙ୍କ ଠାରେ | ଏହି ଦୁଇ ଜଣଙ୍କ ଠାରେ ଅଧିକ ସ୍ମରଣ ଶକ୍ତି କମ ଥିବାର ଦେଖା ଯାଏ | ତେଣୁ ଏମାନଙ୍କର ସ୍ମରଣ ଶକ୍ତି ବଢେଇବା ଅଜି ଜାଣିବା ଏହାର ଘରେଇ ଉପଚାର ବିଷୟରେ ଯାହାକୁ ଏକ ମାସ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି ଧୀରେ ଧୀରେ ବଢିବାକୁ ଲାଗିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସ୍ମରଣ ଶକ୍ତି ବଢେଇବା ପାଇଁ ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଚୂନ, ଗୁଆଘିଅ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ବନ୍ଧୁଗଣ ଏହି ଘରେଇ ଉପଚାର ଟି ପ୍ରସ୍ତୁତି କରିବା ପାଇଁ ଆପଣ ପ୍ରଥମେ ଖାଇବା ଚୂନ ନିୟନ୍ତୁ ଓ ଏକ ଗ୍ଲାସ ଉଷମ ପାଣି ରେ ଏକ ଗ୍ରାମ ଚୂନ କୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ 1 ମାସ ପର୍ଯ୍ୟନ୍ତ ଖାନ୍ତୁ ଦେଖିବେ ଆପଣଙ୍କ ସ୍ମରଣ ଶକ୍ତି ଧୀରେ ଧୀରେ ବଢିବାକୁ ଲାଗିବ | ତେବେ ଏହି ଘରେଇ ଉପଚାର ଟି 40 ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ପାଇଁ | ଛୋଟ ପିଲା ମାନେ ମଧ୍ୟ ଠିକ ଏମିତି କରି ଏକ ଗ୍ଲାସ ଉଷୁମ ପାଣି ରେ ଅଧା ଗ୍ରାମ ଖାଇବା ଚୂନ ମିଶାଇ ସକାଳେ ଖାଲି ପେଟରେ ଖାନ୍ତୁ | ଦେଖିବେ ସ୍ମରଣ ଶକ୍ତି ଧୀରେ ଧୀରେ ବଢିବାକୁ ଲାଗିବ | ତାହାଲେ ଦର୍ଶକ ଏହା ଥିଲା ପ୍ରଥମ ଉପଚାର ଓ ବ୍ୟବହାର | ଏବେ ଜାଣିବା ଏହାର ଦ୍ୱିତୀୟ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ପ୍ରସ୍ତୁତି ଓ ବ୍ୟବହାର :-

ଏହି ଉପଚାର ଟି ପ୍ରସ୍ତୁତ ପାଇଁ ଆପଣ ପ୍ରଥମ ଏକ ଗ୍ରାମର ଗୁଆଘିଅ କୁ ଗରମ କରି ଏକ ଡ୍ରପର ସାହାଯ୍ୟ ରେ ଆପଣଙ୍କ ନାକ ଫୁଡା ରେ ଦୁଇ ବୁନ୍ଦା ଶୋଇବା ପୂର୍ବରୁ ଛାଡି ଦିୟନ୍ତି ଏମିତି ଏକ ମାସ ପର୍ଯ୍ୟନ୍ତ କରନ୍ତୁ ଉଭୟ ବୃଦ୍ଧ ଓ ଛୋଟ ପିଲାମାନେ ଦେଖିବେ ଏକ ମାସ ରେ ଆପଣଙ୍କ ର ସ୍ମରଣ ଶକ୍ତି ରେ ସୁଧାର ଆସିଯିବ |

ତାହେଲେ ବନ୍ଧୁ ଗଣ ଏହା ଥିଲା ଆଜିର ସ୍ମରଣ ଶକ୍ତି ବଢାଇବା ର ଘରେଇ ଉପଚାର ଯାହା ଆପଣ ଅତି ସହଜ ରେ ଘରେ ପ୍ରସ୍ତୁତ କରିପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment