ତେବେ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ ପ୍ରକାରର ନିୟମ ମାନ ରହିଛି | ଆଉ ଯାହାକୁ ମାନିକି ଆମେ ଆମର ଜୀବନରେ ଅନେକ ଆଗକୁ ମଧ୍ୟ ଯାଇଥାଉ | ତେବେ ସେହି ଶାସ୍ତ୍ର ରେ ସବୁଠୁ ଉପରେ ରହିଛି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ | ଆଉ ଯେଉଁ ସମ୍ପର୍କ ସବୁ ସମ୍ପର୍କ ଠୁ ଉପରେ ଥାଏ | ଆଉ ଯାହାକୁ କେହି ବି ଭାଙ୍ଗି ପାରିବେ ନାହିଁ ଯଦି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ସତ୍ୟ ଆଉ ନିରନ୍ତର ଥିବ | ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ କୁହାଯାଏ କି ସ୍ୱାମୀ ଙ୍କ ପାଦ ଧୂଳି ଜଣେ ସ୍ତ୍ରୀ ଙ୍କ ପାଇଁ ସବୁକିଛି ହୋଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ବିଷୟରେ କଣ କହିଛନ୍ତି ସତ୍ୟା ନନ୍ଦ ତାହା ଉପରେ ନଜର ପକାଇବା |
ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସତ୍ୟା ନନ୍ଦ ଅତ୍ରି ଆଉ ଅନୁସୟା ଙ୍କ ମଧ୍ୟରେ ଥିବା ପବିତ୍ର ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ର ଉଦାହରଣ ଦେଇକି ବହୁତ ସୁନ୍ଦର ଭାବରେ ବୁଝାଇ ଛନ୍ତି | ଆଉ ତାଙ୍କର କହିବା କଥା କି ଯଦି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବିଶ୍ୱାସ, ଭଲ ପାଇବା ଆଉ ଭରସା ଥାଏ ତାହେଲେ ସେମାନଙ୍କ ମଧ୍ୟରେ ସମ୍ପର୍କ କେବେ ହେଲେ ଭାଙ୍ଗି ନ ଥାଏ | ଆଉ ଯେଉଁଠି କୁହାଯାଇଛି କି ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଆଗରେ ଦେବ ଦେବତା ମଧ୍ୟ ହାର ମାନି ଥାଆନ୍ତି ବୋଲି |
ଆଉ ଯେଉଁଠି ପାଇଁ ତିନି ଦେବତା ବ୍ରହ୍ମ୍ନା, ବିଷ୍ଣୁ ଓ ମହେଶ୍ୱର ମିଶିକି ଯେତେବେଳେ ଯାଇଥିଲେ ଅନୁସୟା ଙ୍କ ଭଲ ପାଇବା ର ପରୀକ୍ଷା ନେବା ପାଇଁ ସେତେବେଳେ ଅନୁସୟା ଙ୍କ ସ୍ୱମୀ ଅତ୍ରି ଙ୍କ ପାଦ ଧୂଳି ତାଙ୍କୁ ସାହାଯ୍ୟ କରିଥିଲା ତାଙ୍କର ପତିତ୍ୱ ର ପରିଚୟ ଦେବା ପାଇଁ | ଆଉ ଯେଉଁଠି ତାଙ୍କ ସମ୍ମାନ ରକ୍ଷା କରିଥିଲା ତାଙ୍କର ସ୍ୱାମୀ ଙ୍କର ପାଦ ଧୂଳି | ସେଥିପାଇଁ କୁହାଯାଏ କି ଯଦି ଜଣେ ସ୍ୱାମୀ ଆଉ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଟି ଦୃଢ ଥାଏ ତାହେଲେ ଯିଏ ବୁ ଚାହିଁଲେ ତାଙ୍କର ସମ୍ପର୍କ କୁ ଭାଙ୍ଗି ପାରିବ ନାହିଁ |
ଆଉ ସ୍ୱାମୀ ଙ୍କର ପାଦ ଧୂଳି ରେ ଏମିତି କିଛି ଶକ୍ତି ରହିଥାଏ ଯାହା ସ୍ତ୍ରୀ ଙ୍କୁ ଶକ୍ତି ଦେଇଥାଏ ସମସ୍ତ କାର୍ଯ୍ୟ ରେ ଆଗକୁ ବଢିବା ପାଇଁ | ତାହା ସହିତ ସ୍ତ୍ରୀ ଜଣଙ୍କୁ କେବେ ହେଲେ ହରିବାକୁ ଦେଇ ନ ଥାଏ ସ୍ୱାମୀ ଙ୍କ ପାଦ ଧୂଳି | ଆଉ ଯଦି ସ୍ୱାମୀ ଙ୍କ ଉପରେ ଅପାର ଭକ୍ତି ଥିବ ତାହେଲେ ସେହି ପାଦ ଧୂଳିବ୍ରହ୍ମ୍ନା, ବିଷ୍ଣୁ ଓ ମହେଶ୍ୱର ହେଇକି ଆମକୁ ସାହାଯ୍ୟ କରେ ବୋଲି କୁହାଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
אני מאוד ממליץ על אתר הזה כנסו עכשיו ותהנו ממגוון רחב של בחורות ברמה מאוד גבוהה. רק באתר ישראל נייט לאדי https://romantik69.co.il/