Swastik Tv News Odisha

ସ୍ୱାମୀଙ୍କ ଅନୁପସ୍ଥିତି ରେ ପ୍ରେମିକ ସହ ସ୍ତ୍ରୀ କରୁଥିଲେ ରାସଲୀଳା, ଧରିନେଲେ ଘର ଲୋକେ, ଆଉ ତାପରେ….ଦେଖନ୍ତୁ ଭିଡ଼ିଓ

0

ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ଆଉ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ଵାଭାବିକ କଥା। ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ସତରେ କଣ ସମୟ ସ୍ରୋତରେ ଜୀବନର ଧାରା ଏତେ ମାତ୍ରାରେ ପରିବର୍ତ୍ତନ ହୋଇ ଯାଇ ପାରେ ଏବଂ ମଣିଷ ନିଜର ନୈତିକତା କୁ ଭୁଲି ଏତେ ତଳକୁ ଖସି ଯାଇ ପାରେ। ଆପଣ ତ ନିଶ୍ଚିତ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଅନେକ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ଭିନ୍ନ ସଂକେତ ଦେବା ସହ ଭିନ୍ନ ଧରଣର ହୋଇଥାଏ।

ତେବେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। କେତେବେଳେ ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ରେ ଅନ୍ଧ ହୋଇ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ। ଆଉ ସମୟକ୍ରମେ ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ମଧ୍ୟ ଅଟେ। ଏଥିପାଇଁ କିଛି ମାତ୍ରାରେ ମଣିଷର ପାରିପାର୍ଶ୍ବିକ ଅବସ୍ଥା, ସଂସ୍କାର ଦାୟୀ ରହୁଛି ବୋଲି କୁହା ଯାଉଛି।

ଯେମିତି ଏହି ଘଟଣାରେ ଜଣେ ମହିଳା ତାଙ୍କ ସ୍ବାମୀ ଙ୍କ ଅନୁପସ୍ଥିତି ରେ ତାଙ୍କ ପ୍ରେମିକକୁ ଡାକିଥିଲେ। ପରେ ସେମାନେ ରାସଲୀଳା କରୁଥିବା ସମୟରେ ପରିବାର ଲୋକ ଧରି ପକାଇଥିଲେ ଏବଂ ଗାଆଁ ଲୋକଙ୍କୁ ଡାକିଥିଲେ ଆଉ ଏ ବିଷୟରେ ଜଣାଇଥିଲେ। ତେବେ ଏହାପରେ ମହିଳା ଜଣଙ୍କ କହିଥିଲେ ମୁଁ ତାଙ୍କୁ ପ୍ରେମ କରୁଛି, ତୁମେ ମୋର ଯାହା କରିବା କଥା କରିପାର। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।ପରେ ଉପସ୍ଥିତ ବ୍ୟକ୍ତି ରେକର୍ଡ଼ କରିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.