Swastik Tv News Odisha

ସ୍ୱାମୀ ଅସୁସ୍ଥ ଥିବାରୁ ଭଗବାନଙ୍କୁ ଖୁସି କରିବା ବାହାନାରେ ମହିଳାଙ୍କୁ ଡାକି ରେପ୍ କରୁଥିଲା ଭଣ୍ଡ ବାବା, ମହିଳାଙ୍କୁ କହୁଥିଲା ତମେ ଯେତେ…

0

ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି। ଆଜିର ଦୁନିଆର କିଛି କାମାନ୍ଧ ଅସାଧୁ ପୁରୁଷ ଯେଉଁ ଭଳି ଭାବରେ ତାଙ୍କର ଯୌନ ପିପାସୁ କୁ ମେଣ୍ଟାଇବା ପାଇଁ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ। ଲୋକଙ୍କ ସରଲତାର ଫାଇଦା ଉଠାଇ ସେମାନେ ଲୋକଙ୍କ ଧାର୍ମିକ ବିଶ୍ୱାସ ସହ ଖେଳିବାକୁ ବି ପଛାଉ ନାହାଁନ୍ତି। ଆମେ ଆପଣଙ୍କୁ କହୁଛୁ ଭଣ୍ଡ ବାବା ମାନଂକର ଭାଣ୍ଡାମି ର କଥା।ଦିନକୁ ଦିନ ସେମାନଙ୍କର ପ୍ରାଦୁର୍ଭାବ ସମାଜରେ ବଢି ବଢି ଚାଲିଛି।

ଲୋକଙ୍କ ସରଳତା ଏବଂ ଧାର୍ମିକ ବିଶ୍ୱାସ ର ଫାଇଦା ଉଠାଇ ସେମାନେ ଯାହା କରୁଛନ୍ତି ତାହା ବାସ୍ତବରେ ନିନ୍ଦନୀୟ ଏବଂ ଲାଜ୍ୟାଜନକ ବିଷୟ। ଏହିପରି ଭାବରେ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ମଧ୍ଯ ବଢ଼ିବାରେ ଲାଗିଛି। ଆଉ ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ବି କରୁଛି।ତେବେ ଅକ୍ଷମଣୀୟ ଅପରାଧ ସଦୃଶ ଏହିଭଳି କଳା କାରନାମା ପାଇଁ ସେହିଭଳି ଶକ୍ତ ଆଇନ୍ କାନୁନ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ନିୟାମକ ନଥିବାରୁ ଅପରାଧୀ ଆଜି ଲଗାମ ଛଡ଼ା ହୋଇ ବୁଲୁଛି।

ଆଜିର ସମାଜରେ ଅନେକ ଏମିତି ଅନେକ ଭଣ୍ଡ ବାବା ରହିଛନ୍ତି ଯେଉଁମାନେ ନୈତିକତା ଓ ନିଜର ମାନବିକତା ଭୁଲି ଅନେକ ନିନ୍ଦନୀୟ କାର୍ଯ୍ଯ କରି ବସୁଛନ୍ତି। ତେବେ ସେହିଭଳି ଏକ ନିନ୍ଦନୀୟ ଲଜ୍ୟା କର ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ନଇଁ ଯିବ ନିଶ୍ଚିତ।ଏହି ଘଟଣାଟି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଘଟିଛି। ଏଠାରେ କିଛି ଶ୍ରମିକଙ୍କ ଅଭିଯୋଗ ଅନୁସାରେ ଏହି ବାବା ଜଣଙ୍କ ନିଜ ପାଖରେ ଈଶ୍ବରଙ୍କ ସତ୍ତା ଅଛି ବୋଲି କହି ଈଶ୍ୱରଙ୍କୁ ପ୍ରସନ୍ନ କରିବା କଥା କହି ରାତିରେ ବଳି ଦେଇ ବଳାତ୍କାର କରୁଥିଲେ।

ଆଉ ଜଣେ ୬୦ ବର୍ଷୀୟ ମହିଳାଙ୍କ ସାନ ଭଉଣୀଙ୍କ ଝିଅର ସନ୍ତାନ ସନ୍ତତି ପାଇଁ ପାଳି କରି ରାତିରେ ତାଙ୍କ ସହିତ ସମୟ ଅତିବାହିତ କରିବା ବାହାନାରେ ବଳାତ୍କାର କରୁଥିଲେ। ଏଥିରେ ତାଙ୍କୁ କିଛି ଜଣ ସହଯୋଗ କରୁଥିଲେ ଏବଂ ବଳାତ୍କାର ର ଭିଡିଓ ସୁଟ କରି ସେମାନଂକୁ ବ୍ଲାକ ମେଲ୍ ବି କରୁଥିଲେ। ପରେ ମହିଳା ମାନେ ବାବାଙ୍କ ଭାଣ୍ଡାମିି ବିଷୟରେ ଜାଣିବା ପରେ ଯେତେବେଳେ ତାଙ୍କ ପାଖକୁ ଯିବା ବନ୍ଦ କରିଦେଲେ ସେତେବେଳେ ଏହି କାମାନ୍ଧ ବାବା ସେମାନଙ୍କ ଅଶ୍ଳୀଳ ଭିଡିଓ କୁ ଭାଇରାଲ କରିଦେଲେ।ପରେ ବାଧ୍ୟ ହୋଇ ପୀଡ଼ିତା ମାନେ ପୋଲିସ୍ ପାଖରେ ଅଭିଯୋଗ ଆଣିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ପୋଲିସ ଅଭିଯୋଗକ୍ରମେ ଏହି ଭଣ୍ଡ ବାବାକୁ ଗିରଫ କରି ତଦନ୍ତ କରୁଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.