Swastik Tv News Odisha

ଅର୍ଦ୍ଧାଗିନୀଙ୍କ ପରକ୍ରିୟା ପ୍ରିତି ! ସ୍ୱାମୀ ନଥିଲା ବେଳେ ସ୍ତ୍ରୀ ନିଜର ପ୍ରେମିକ ସହ କରୁଥିଲେ ରାସଲୀଳା ହଠାତ ସ୍ୱାମୀ ପହଞ୍ଚିଗଲେ ଆଉ ତା’ପରେ…

0

ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ବିବାହ ସମୟରେ ସାତ ଜନ୍ମକୁ ସାଥି ହୋଇ ରହିବା ପାଇଁ ଉଭୟ ପତି ପତ୍ନୀ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥାନ୍ତି। ଆଜିକାଲି ସଭ୍ୟ ସମାଜରେ ସ୍ୱାମୀ ଓ ସ୍ତ୍ରୀ ବିବାହର ପବିତ୍ର ଭଳି ସମ୍ପର୍କକୁ ବୁଝି ପାରୁ ନାହାଁନ୍ତି। ପ୍ରତ୍ୟକ ଦିନ ଖବର କାଗଜ, ମିଡ଼ିଆ ଟିଭି ଓ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିବା ପାଇଁ ମିଳିଥାଏ। ଆଜିକାଲି ଲୋକ ମାନେ ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ ଦେଉଛନ୍ତି। ଏମିତିକି ସ୍ତ୍ରୀ ନିଜ ସ୍ୱାମୀକୁ ଛାଡି ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିଥାଏ, ଯାହା ବର୍ତ୍ତମାନ ସମୟରେ ସାଧାରଣ କଥା ହୋଇ ଗଲାଣି।

ତେବେ ଆମ ସମାଜରେ ଏଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ ଏଭଳି ଖବର ପ୍ରତ୍ୟକ ଦିନ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ସ୍ୱାମୀ ଘରେ ନଥିବା ସମୟରେ ସ୍ତ୍ରୀ ପ୍ରେମିକ ସହିତ ରାସଲୀଳା କରୁଥିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ବିଷୟରେ ଜାଣିବା। ସୂଚନା ଅନୁସାରେ, ଜଣେ ମହିଳାଙ୍କ ସ୍ୱାମୀ କାମ କରିବା ପାଇଁ ବହାରକି ଯାଇ ଥିଲେ। ଠିକ ସେହି ସମୟରେ ଏହାର ସୁଯୋଗ ନେଇ ସ୍ତ୍ରୀ ତା’ର ପ୍ରେମିକ ସହିତ ରୋମାନ୍ସ କରୁଥିଲା। ସେ ଦୁଇ ଜଣଙ୍କ ପ୍ରେମ ବହୁ ମାତ୍ରାରେ ବଢି ଯାଇ ଥିଲା ଯେ, ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ଘରେ ଆସି ପହଁଛି ଯାଇ ଥିଲେ।

ମହିଳାଙ୍କ ଏଭଳି ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ସ୍ୱାମୀ ଜାଣି ପାରିଥିଲେ। ତେବେ ମହିଳାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଯାଉ ଥିବା ବେଳେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଯିବା ପାଇଁ ଅଟକାଇ ଦେଉଥିଲେ। ତେବେ ପ୍ରେମିକ ଜଣଙ୍କ ନିଜ ପ୍ରେମିକାର ପାଖରୁ ଖସି ଯିବା ପାଇଁ ଏକ ଉପାୟ ମାନ ଚିନ୍ତା କରୁଥିଲେ। ପ୍ରେମିକ ଜଣଙ୍କ ବାଲକୁନି ଉପରେ ରହିଥିବା ବେଳେ ମହିଳାଙ୍କ ସ୍ୱାମୀ ତଳେ ଛିଡା ହୋଇଛନ୍ତି। ଠିକ ସେହି ସମୟରେ ମହିଳାଙ୍କ ସ୍ୱାମୀ ବାଲକୁନି ଉପରକୁ ଯାଉ ଥିବା ସମୟରେ ପ୍ରେମିକ ମହିଳାଙ୍କ ସ୍ୱାମୀରେ ଆଖିରେ ଧୂଳି ଦେଇ ଦୌଡା ମାରିଥିଲେ।

ପ୍ରେମିକ ଦୌଡ଼ି ପଳାଇ ଯାଉ ଥିବାର ଦେଖି ମହିଳାଙ୍କ ସ୍ୱାମୀ ତାଙ୍କ ପଛେ ପଛେ ଦୌଡ଼ିଲେ କିନ୍ତୁ ପ୍ରେମିକ ଖସି ପଳାଇ ଯାଇ ଥିଲେ ଓ ସେ ଧରି ପାରିଲେ ନାହିଁ। ତେବେ ନିଜ ସ୍ତ୍ରୀ ର ପରକ୍ରିୟା ପ୍ରୀତି ଯୋଗୁଁ ସ୍ୱାମୀ ବହୁତ ଜୋର କାନ୍ଦିଥିଲେ ଓ ନିଜକୁ ବହୁତ ଛୋଟ ମଧ୍ୟ ଭାବି ନେଇଥିଲେ। ମହିଳା ଜଣଙ୍କ ନିଜର ଭୁଲ ଜାଣି ପାରି ସ୍ୱାମୀର ଗୋଡ଼ ଓ ହାତ ଧରି ଭୁଲ ମାଗିଥିଲେ। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.