Swastik Tv News Odisha

ହଠାତ ଏହି ଗାଁରେ ଏକା ସାଥିରେ ବାହାରିଲେ ନାଗ-ନାଗୁଣୀ.. ଭୟଙ୍କର ଦୃଶ୍ୟ ଦେଖିଲେ ତାଯୁବ ହୋଇ ରହିଯିବେ… 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ନାଗ ସାପ, ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ। ନାଗ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ।

ତେଣୁ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ।

ତେବେ ସେହିପରି ଏକ ବିରଳ ସାପ ଉଦ୍ଧାର ର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯେଉଁଠି ଏକା ସାଙ୍ଗରେ ନାଗ ଓ ନାଗୁଣୀ ଙ୍କୁ ଉଦ୍ଧାର କରା ଯାଉଥିବାର ଦେଖିବାକୁ ମିଳୁଛି।ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ନାଗ ଏବଂ ନାଗୁଣୀ ଭଳି ଭୟଙ୍କର ବିଷଧର ସାପ ରେସ୍କ୍ୟୁ ର ଭିଡିଓ ରହିଛି।କିପରି ଭାବରେ ବିପଦପୂର୍ଣ୍ଣ ସ୍ଥିତିକୁ ବି ସାହସର ସହିତ ସାମ୍ନା କରି ଏହି ସାପ ଟିକୁ ଉଦ୍ଧାର କରା ଯାଉଛି ତାହା ଥରେ ଆପଣ ଦେଖନ୍ତୁ।ଯଦିଓ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।

ତଥାପି ସାପ ଧରାଳି ମାନେ ଉପଯୁକ୍ତ ତାଲିମ୍ ନେବାପରେ ଯାଇ ଏପରି କରିବାରେ ସଫଳ ହୋଇଥାନ୍ତି।ଏହି ସାପ ଧରାଳି ମୁରଲୀ ବାଲା ହୌଶଲା ଜଣେ ଦକ୍ଷ ସାପ ଧରାଳି।ସେ ଘଷି ଜାଳେଣି ରହୁଥିବା ଏକ ଘର ଭିତରୁ ଏକା ସାଙ୍ଗରେ ନାଗ ଓ ନାଗୁଣୀ କୁ ଉଦ୍ଧାର କରିଛନ୍ତି।ଏହା ଏକ ସୁନ୍ଦର୍ ବିରଳ ଦୃଶ୍ୟ ଏବଂ ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ। ଏଥିପାଇଁ ନିକଟସ୍ଥ ଅନେକ ଲୋକ ସେମାନଙ୍କୁ ସାଙ୍ଗରେ ଦେଖି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳୁଛି। ଯାହାବି ହେଉ ସାପ ଧରାଳି ଜଣଙ୍କ ଏହି ଦୁଇଟି ସାପକୁ ଉଦ୍ଧାର କରି ନାଲି ବ୍ୟାଗ୍ ରେ ପୂରାଇ ସେମାନଙ୍କୁ ନେଇ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.