ହଠାତ କ୍ୟାମେରା ରେ କଏଦ ହେଲା ଅବିଶ୍ୱାସନୀୟ ଦୃଶ୍ୟ… ଏମିତି ଖତରନାକ ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ବନ୍ଧୁଗଣ ଆପଣ ଅନେକ ସମୟରେ ଜୀବଜନ୍ତୁ ମାନଙ୍କର ଉଦ୍ଧାର ଜନିତ ଅନେକ ଭିଡିଓ ଦେଖିବାକୁ ପାଉଥିବେ। ସେମାନେ ଅସୁବିଧାର ସମ୍ମୁଖୀନ ହେଲେ କିମ୍ୱା ବିପଦରେ ରହିଥିଲେ, କିମ୍ୱା ମାନବ ସମାଜ ଭିତରକୁ ପ୍ରବେଶ କରି ଆସି ଭୟ ସୃଷ୍ଟି କରିବା ଭଳି ପରିସ୍ଥିତି ହେଲେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉପଯୁକ୍ତ ତାଲିମ୍ ପ୍ରାପ୍ତ ବ୍ୟକ୍ତି ମାନଙ୍କର ଆବଶ୍ୟକ ପଡ଼ିଥାଏ। ସେମାନଙ୍କୁ ବିପଦରୁ ଉଦ୍ଧାର କରିବା ହେଉଛି ମଣିଷର କର୍ତ୍ତବ୍ୟ।କିନ୍ତୁ ଏହି ସମୟରେ ସାମାନ୍ଯ ଅସାବଧାନତା ପାଇଁ ବେଳେବେଳେ ବଡ ବଡ଼ ଦୁର୍ଘଟଣା ସବୁ ଘଟି ଯିବାର ସମ୍ଭାବନା ରହିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ତେବେ ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ପହଞ୍ଚାଇ ଥାଏ। ତେବେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ। ଅନେକ ସମୟରେ ଆପଣ ଅନେକ ଏପରି କିଛି ଘଟଣା ଦୁର୍ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ। ଅନେକ କିଛି ଏପରି ଘଟଣା ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।

ଏଠାରେ କିପରି ଭାବରେ ଏକ ଜମିରେ ଥିବା କୂଅ ଭିତରୁ ଜୀବ ମାନଙ୍କୁ ଉଦ୍ଧାର କରା ଯାଇଛି ତାହା ଥରେ ଦେଖନ୍ତୁ। ସେମାନଙ୍କୁ ବେଶ୍ ସୁନ୍ଦର୍ ଭାବରେ ମୁରଲୀ ବାଲା ହୋଶଲା ସେଠାରୁ କୌଶଳ କ୍ରମେ ଉଦ୍ଧାର କରିଛନ୍ତି।ସେହି କୂଅରେ ଏକ ଅଜଗର ଥିବା ବେଳେ ଆଉ ଏକ ବିଷଧର ସାପ ରହିଥିଲା ଏବଂ ଦୁଇଟି ବଡ ବଡ଼ ବିଛୁଆ ମଧ୍ୟ ରହିଥିଲେ। ଏହାଛଡା ସେହି କୂଅ ରେ ତିନିଟି କୁକୁର ବି ପଡି ଯାଇଥିଲେ। କୌଣସି କାରଣରୁ ଏହି ଜୀବ ମାନେ ବିଲ ମଝିରେ କୂଅ ଥିବାର ଜାଣି ନପାରି ସେଠାରେ ପଡ଼ି ଯାଇଥିଲେ। ଯାହାକୁ ଉକ୍ତ ରେସ୍କ୍ୟୁର ଜଣଙ୍କ ଗୋଟିଏ ପରେ ଗୋଟିଏ କରି ସେଠାରୁ କୂଅ ଭିତରୁ ଉଦ୍ଧାର କରିଥିଲେ।

ଏହି ଭିଡିଓ ଦେଖିଲେ ଆପଣ ଏହାକୁ ଜାଣି ପାରିବେ ଯେ କିପରି ଭାବରେ ଉକ୍ତ ବ୍ୟକ୍ତି ଜଣଙ୍କ ସେହି ଜୀବ ମାନଙ୍କୁ ଉକ୍ତ କୂଅ ରୁ ଉଦ୍ଧାର କରୁଛନ୍ତି। ସେଠାରେ ଅନେକ ସଂଖ୍ୟାରେ ଲୋକ ଏକଜୁଟ ହୋଇ ଏମାନଙ୍କ ଉଦ୍ଧାରକୁ ଦେଖୁଛନ୍ତି। ଯାହାକୁ ଦେଖି ସମସ୍ତେ ଖୁସି ହେବା ସହିତ ଉକ୍ତ ସାପ ଧରାଳି ଜଣଙ୍କ ର ଏପରି ଦୁଃସାହସିକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଆପଣ ବି ଏହି ଭିଡିଓ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment