ହଠାତ ଘରେ ଘେରା ହୋଇଥିବା ଜାଲରେ ଛନ୍ଦି ଗଲା ବିଷଧର Little Cobra, ଦିଶୁଛି ଯେମିତି ଗର୍ଜନ ତା’ ଠାରୁ ଆହୁରି ଭୟଙ୍କର… ଦେଖନ୍ତୁ Video

ବନ୍ଧୁଗଣ ପୁଣି ଏକ ସାପ ଉଦ୍ଧାରର ଏକ ସୁନ୍ଦର୍ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଠି ମଣିଷ ପଶୁ ମାନଙ୍କ ପ୍ରତି ରହିଥିବା ତାର କର୍ତ୍ତବ୍ୟକୁ କିପରି ତୁଲାଇଥାଏ ତାହା ଦେଖିବାକୁ ମିଳିଛି। ତେବେ ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି। ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ।

ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ। ତେଣୁ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।

ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। କିନ୍ତୁ ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇ ଯିବେ। କାରଣ ଏଠାରେ ଏକ ଛୋଟ ନାଗ ସାପ ଉଦ୍ଧାର ସମୟରେ ବୋତଲରୁ ପାଣି ପିଉଥିବାର ଦେଖିବାକୁ ମିଳିଛି।

ତେବେ ଏହି ସାପଟି ଏକ ଜାଲରେ ପଡି ଛନ୍ଦି ଯାଇଥିବା ବେଳେ ସାପ ଧରାଳି ଜଣଙ୍କ ଏହି ଭୟଙ୍କର ବିଷଧର ସାପକୁ ପ୍ରଥମେ ଧରି ତାକୁ ପାଣି ପିଆଇ,ସେ ଛନ୍ଦି ହୋଇଥିବା ଜାଲକୁ କଇଁଚିରେ କାଟି ରେସ୍କ୍ୟୁ କରିଛନ୍ତି। ତେବେ ଏପରି ଜାଲରେ ସାପଟି ଛନ୍ଦି ହୋଇ ରହିଥିବା ନେଇ ସାପ ଧରାଳି ଙ୍କୁ ଜଣାଇବା ପରେ ସାପ ଧରାଳି ଜଣଙ୍କ କୌଶଳ କ୍ରମେ ଏହି ନାଗସାପ ଟିକୁ ଉଦ୍ଧାର କରି ଏକ ଡବାରେ ଏହାକୁ ପୂରାଇ ନେଇ ଯାଉଥିବାର ଦେଖିବାକୁ ମିଳିଚି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment