ହଠାତ ଚାଷୀ ବନିଲେ ଗାୟକ… ଷ୍ଟୁଡିଓ ରେ ଗାଇଲେ ଏମିତି ଗୀତ ସୋସିଆଲ ମିଡ଼ିଆରେ ନିଆଁ ଭଳି ଭିଡ଼ିଓ ଭାଇରାଲ….

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଜାଣିଥିବେ | ଆଉ ଅନେକ ପ୍ରକାରର ନୂଆ ନୂଆ ସ୍ୱର ର ଯାଦୁ ମଧ୍ୟ ଦେଖିବାକୁ ଆମେ ପାଇଥାଉ ସୋସିଆଲ ମିଡ଼ିଆ ଜରିଆରେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ଯାହା କୁ ଦେଖିଲେ ଆଉ ଶୁଣିଲେ ଆପଣ ଙ୍କ ମନ ଖୁସି ହେଇଯିବ ଆଉ ବୃଦ୍ଧ ଜଣଙ୍କର ସ୍ୱର ରେ ଏପରି ଯାଦୁ ରହିଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ପ୍ରସଂଶା ନ କରି ରହି ପାରିବେ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ବୃଦ୍ଧ ଜଣଙ୍କର ମୁହଁରୁ ଭାଇରାଲ ହେଉଥିବା ସେହି ସଂଗୀତ ବିଷୟରେ ଅଧିକ କିଛି ଜାଣିବା |

ତେବେ ଜଗତ ର ନାଥ ଆଉ ଜଗନ୍ନାଥ ଙ୍କର ନାଁ କୁ ନେଇକି ତାଙ୍କର ଭକ୍ତି ଭାବକୁ ମନରେ ରଖିକି ଜଗନ୍ନାଥ ପ୍ରେମି ଅନାମ ଭୋଇ ଏକ ସୁନ୍ଦର ଜଗନ୍ନାଥ ଙ୍କର ଭଜନ ଗାଇବାକୁ ଲାଗିଛନ୍ତି | ଆଉ ଜଗନ୍ନାଥ ଙ୍କୁ ଆଧାର କରିକି ଗାଇଥିବା ସେହି ଗୀତ ଟିର ନାଁ ହେଉଛି “କରିଦେ ଭିକାରୀ ମତେ ” ଆଉ ଯେଉଁ ଗୀତ ଟିକୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ଆଉ ନିଜର କଣ୍ଠ ପ୍ରଦାନ କରିକି ମନରେ ଥିବା ଭକ୍ତି ଭାବକୁ ଜଗନ୍ନାଥ ଙ୍କ ଉଦେଶ୍ୟ ରେ ପ୍ରଦାନ କରିଛନ୍ତି | ଆଉ ନିଜର ସ୍ବରର ଯାଦୁ ରେ ସମସ୍ତଙ୍କର ମନକୁ ମଧ୍ୟ ମୋହି ନେଇଛନ୍ତି ବୃଦ୍ଧ ଜଣଙ୍କ |

ତେବେ ଏହି ଗୀତ ଟିରେ ଲିରିକ୍ସ ଦେଇଛନ୍ତି ରବି କୁମାର, ଆଉ ମ୍ୟୁଜିକ ଦେଇଛନ୍ତି କୁମାର ଲୁଲୁ | ଆଉ ଏହି ଗୀତ ଟି ଏତେ ସୁନ୍ଦର ଭାବରେ ବୃଦ୍ଧ ଜଣଙ୍କ ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣିପାରିବେ ବି ଜଗନ୍ନାଥ ଙ୍କର ଭକ୍ତି ରେ ବୃଦ୍ଧ ଜଣଙ୍କ କେତେ ବାଇଆ ହେଇ ଯାଇଛନ୍ତି | ତେବେ ତାଙ୍କର ସ୍ୱର ଆଉ ତାଳ ଏତେ ସୁନ୍ଦର ଥିଲା କି ସତେ ଯେପରି ଭିକାରୀ ବଳ ତାଙ୍କର ଏହି ଗୀତ ଟିକୁ ଗାଉଛନ୍ତି | ଆଉ ନିଜର ସ୍ୱର ରେ ସାରା ଓଡ଼ିଶାର ଲୋକମାନଙ୍କୁ ଆଉ ଜଗନ୍ନାଥ ପ୍ରେମି ମାନଙ୍କୁ ତାଙ୍କ ପାଖକୁ ଆକୃଷ୍ଟ ମଧ୍ୟ କରି ପାରୁଛନ୍ତି |

ତେବେ ଆମେ ଜାଣିଛୁ କି ସାଧାରଣତଃ ଜଗନ୍ନାଥ ଙ୍କର ନାଁ ଶୁଣିଲେ ଆଉ ଜଗନ୍ନାଥ ଙ୍କର ଭଜନ ଶୁଣିଲେ ସମସ୍ତେ ଟିକିଏ ଭାବ ବିହ୍ଵଳ ହୋଇ ପଡନ୍ତି | ଆଉ ଏଠି ବୃଦ୍ଧ ଜଣଙ୍କର କଣ୍ଠ ରୁ କାଳିଆ ର ଭଜନ ଶୁଣିବା ପରେ ଜଗନ୍ନାଥ ପ୍ରେମି ମାନେ ମଧ୍ୟ ମନ ମୁଗ୍ଧ ହେଇ ଉଠିଛନ୍ତି | ଆଉ ବର୍ତ୍ତମାନ ” କରିଦିଅ ଭିକାରୀ ମତେ ” ଗୀତଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଲୋକ ମାନେ ଦେଖିବା ପରେ ବହୁତ ପ୍ରସଂଶା ମଧ୍ୟ କରୁଛନ୍ତି ବୃଦ୍ଧ ଜଣଙ୍କର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment