ହଠାତ ଜାଲରେ ଫସିଗଲା ଏହି ଖତରନାକ ଚନ୍ଦ୍ର ନାଗ ( Thirsty Cobra ) ଦେଖିଲେ ଦିଲ ଦୋହଲେଇ ଯିବ… ଦେଖନ୍ତୁ Video

ବନ୍ଧୁଗଣ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣାର ଭିଡିଓ ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ନ ଦେଖିଲେ ବିଶ୍ୱାସ କରିହୁଏ ନାହିଁ ଏବଂ ବିଶ୍ୱାସ କରିବା ମଧ୍ଯ କଷ୍ଟକର ହୋଇଥାଏ। କିନ୍ତୁ ଆଶ୍ଚର୍ଯ୍ୟ ଲାଗିଲେ ବି ସେହି ଘଟଣା ସତ। ଯଦିଓ ଏପରି ଅନେକ ଘଟଣା ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଏସବୁ ଘଟଣା କିଛି ଏମିତି ଦିଗକୁ ଇଙ୍ଗିତ କରିଥାଏ ଯାହା ଦେଖିଲେ ହିଁ ଆଶ୍ଚର୍ଯ୍ୟ ଲାଗିଥାଏ। ଏହିସବୁ ଘଟଣା କ୍ୟାମେରା ରେ ରେକର୍ଡ ହେଲା ପରେ କିମ୍ୱା ଲୋକ ଲୋଚନକୁ ଆସିବା ପରେ ଆମେ ସେହି ବିଷୟରେ ଜାଣି ପାରୁ।

ଆଜି ଆମେ ଆପଣଙ୍କୁ କହୁଥିବା ଘଟଣାରେ ଆପଣ ସାପ ଉଦ୍ଧାରର ଏକ ସୁନ୍ଦର୍ ଦୃଶ୍ୟ ଦେଖିବାକୁ ପାଇବେ।ଅନେକ ସମୟରେ ବନ୍ୟ ପ୍ରାଣୀ ମାନଙ୍କର ଉଦ୍ଧାର ଜନିତ ଅନେକ ଭିଡିଓ ଦେଖିବାକୁ ପାଉଥିବେ। ସେମାନେ ଅସୁବିଧାର ସମ୍ମୁଖୀନ ହେଲେ କିମ୍ୱା ବିପଦରେ ରହିଥିଲେ, କିମ୍ୱା ମାନବ ସମାଜ ଭିତରକୁ ପ୍ରବେଶ କରି ଆସି ଭୟ ସୃଷ୍ଟି କରିବା ଭଳି ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉପଯୁକ୍ତ ତାଲିମ୍ ପ୍ରାପ୍ତ ବ୍ୟକ୍ତି ମାନଙ୍କର ଆବଶ୍ୟକ ପଡ଼ିଥାଏ। କିନ୍ତୁ ଏହି ସମୟରେ ସାମାନ୍ଯ ଅସାବଧାନତା ପାଇଁ ବେଳେବେଳେ ବଡ ବଡ଼ ଦୁର୍ଘଟଣା ସବୁ ଘଟି ଯିବାର ସମ୍ଭାବନା ରହିଥାଏ।

ଏହିଭଳି ଅନେକ ଦୃଶ୍ୟ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ।ତେବେ ବହୁତ୍ ଏହି ଭଳି ବନ୍ୟ ଜନ୍ତୁ ମାନଙ୍କର ଉଦ୍ଧାର ହେବାର ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଏକ ବିଷଧର ସାପ ଉଦ୍ଧାରର ଦୃଶ୍ୟ ଏଠାରେ ଆପଣ ଦେଖିବାକୁ ପାଇବେ। ଜାଲରେ ଫସି ରହିଥିବା ସାପକୁ ଉଦ୍ଧାର କରାଯିବା ପରେ କିପରି ଭାବରେ ତାକୁ ପାଣି ପିଇବା ପାଇଁ ଦିଆ ଯାଉଛି ଏବଂ ସେ ପାଣି ପିଉଛି ତାହା ଥରେ ଆପଣ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣଙ୍କ ମନରେ ବି ଦୟା ଆସିବ।

ହୁଏତ ଏହା ଦେଖିଲେ ଆପଣଙ୍କୁ ଡର ଲାଗିପାରେ କିନ୍ତୁ ଏକ ଭିନ୍ନ ଖୁସି ମିଳୁଛି ମଣିଷ ଏବଂ ସାପର ଏଭଳି ସଂପର୍କର ଦୃଶ୍ୟ ଦେଖି। ଜଣେ ବ୍ୟକ୍ତି ସାପଟି କୁ ଜାଲରେ ଫସି ରହିଥିବା ଦେଖିବାକୁ ପାଇ ଫରେଷ୍ଟ ବିଭାଗ ଏବଂ ସାପ ଧରାଳି କୁ ଜଣାଇ ଥିଲେ ଏବଂ ଏହାପରେ ଜାଲରେ ଫସି ରହିଥିବା ଏହି ସାପଟିକୁ ଜାଲରୁ କାଟି ବାହାର କରା ଯାଇଥିଲା। ସାପ ଧରାଳି ତାପରେ ଏହି ତୃଷାର୍ତ୍ତ ସାପଟିକୁ ପାଣି ପିଆଇ ଥିଲେ ଏବଂ ତାକୁ ଟିକେ ଚଳପ୍ରଚଳ କରିବାକୁ କିଛି ସମୟ ଛାଡ଼ିବା ପରେ ସେଠାରୁ ତାକୁ ଧରି ନେଇ ଯାଇଥିଲେ ଏକ ଜଙ୍ଗଲ ଭିତରେ ଛାଡ଼ିବା ପାଇଁ। ଆପଣଙ୍କୁ କହି ରଖୁଛୁ ଯେ ଏହି ସାପଟି ଚନ୍ଦ୍ରନାଗ ଅଟେ, ଯିଏକି ବହୁତ୍ ବିଷାକ୍ତ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment