ହଠାତ ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କର ହେଲା ମୃତ୍ୟୁ… ଝିଅର ମୃତ୍ୟୁ ଦେଖି ବାପାର ବି ହେଲା ଏମିତି… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଦୁଃଖଦ ଘଟଣା ଯାହା ସାଧାରଣରେ ସମସ୍ତଙ୍କୁ ଦୁଃଖିତ କରିଛି। ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣ ବି ଭାଙ୍ଗି ପଡ଼ିବେ। ଆମେ କହୁଛୁ ସାପ ଦଂଶନ କାରଣରୁ ହୋଇଥିବା ମହିଳାଙ୍କ ମୃତ୍ୟୁ ବିଷୟରେ। ଆପଣ ତ ଜାଣିଛନ୍ତି କିପରି ଭାବରେ ସାପ ଦଂଶନ କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଏଭଳି ଅନେକ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି।ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ସମସ୍ତଙ୍କୁ ଭୟ ଲାଗେ।

ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଆପଣ ଦେଖିବାକୁ ପାଉଥିବେ।ସାପ କେତେବେଳେ କିପରି ଘର ଭିତରକୁ ପଶି ଆସିଥାଏ ଏବଂ ଏହା କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।ତେଣୁ ଏହିପରି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ତେବେ ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ।

ସାପ ଗୁଡ଼ିକ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି।ସନ୍ଧାନରେ ସେମାନେ କେତେବେଳେ କାହା ଘର ଭିତରକୁ ପଶି ଆସିବେ ତାହା କହିହେବ ନାହିଁ।ତେଣୁ ଏଥିପ୍ରତି ସଚେତନ ନରହିଲେ କିମ୍ୱା ଘରର ଚାରି ପଟକୁ ଭଲଭାବରେ ସଫା ସୁତୁରା ନରଖିଲେ ତାହା ମଣିଷ ପାଇଁ ବିପଦ ସୃଷ୍ଟି କରିବ।ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ରାତ୍ରୀ ସମୟରେ ଏକ ବିଷଧର ଚନ୍ଦନ ବୋଡ଼ା ସାପ ଏକ ମହିଳାଙ୍କୁ ଦଂଶନ କରିବା ପରେ ଚିକିତ୍ସା ପରେ ବି ତାଙ୍କର ମୃତ୍ୟୁ ଘଟିଛି।ସାପ ମହିଳାଙ୍କ ମୁଣ୍ଡରେ ଦଂଶନ କରିବା ପରେ ଉକ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା।

ତେବେ ସାପଟି ମହିଳାଙ୍କ ମୁଣ୍ଡରେ ଦଂଶନ କରିଥିବା ବେଳେ ଏହା ଗୁରୁତର ସ୍ଥିତି ସୃଷ୍ଟି କରିଥିଲା।ଏହା ପରେ ସାପ ଧରାଳି ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ଏବଂ ପରିବାରର ସମସ୍ତଙ୍କୁ ବୁଝାଇ ଥିଲେ ଭାଙ୍ଗି ନପଡ଼ିବା ପାଇଁ। କିନ୍ତୁ ଏବେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାପରେ ମହିଳାଂକ ଘର ଲୋକେ ଏବଂ ତାଙ୍କ କୁନି ଝିଅଙ୍କ ଅବସ୍ଥା ଯେପରି ରହିଛି ତାଙ୍କ ମାଆ ଯେମିତି କାନ୍ଦୁ ଛନ୍ତି ଏବଂ କୁନି ଝିଅଟି ଯେମିତି ମାଆକୁ ଖୋଜୁଛି ସେହି ଦୃଶ୍ୟକୁ ଦେଖିଲେ ଆପଣ ବି ଦୁଃଖରେ ଭାଙ୍ଗି ପଡିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment