ହଠାତ ଭୋ.. ଭୋ ହୋଇ କାନ୍ଦିଲେ ରୂପା…. କ’ଣ ପାଇଁ କାନ୍ଦୁଚୁ ମୁଁ ଅଛି…

ବନ୍ଧୁଗଣ ଲୋକପ୍ରିୟ ଯୋଡ଼ି ରୂପା ଏବଂ ପିଣ୍ଟୁ ଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ।ଏହି ଯୋଡି କୁ ଏବେ ଦର୍ଶକ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ତେବେ ଓଡ଼ିଶାରେ ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ହୋଇ ପାରିଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ସେମାନଙ୍କର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି। ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି କେତେ ଜବରଦସ୍ତ ଯୋଡି ଅଟନ୍ତି ତାହା ଆପଣ ଜାଣି ପାରୁଥିବେ।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।

ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ସାରା ଓଡ଼ିଶା ରେ।ତାଙ୍କର ପ୍ରତିଟି ଭିଡିଓ ଲୋକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ। ତେବେ ଅନ୍ୟ ମାନଙ୍କ ଭଳି ସେମାନଙ୍କ ଅଭିନୟର ଡାନ୍ସ ର ଚାହିଦା ବେଶ୍ ଅଧିକ ରହିଛି।ଆପଣ ମାନେ ଜାଣି ପାରୁଥିବେ ଯେ ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ସେହିପରି ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ରୂପା ଓ ପିଣ୍ଟୁ। ଆଉ ଏସବୁ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି।

ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁରେ ସବୁଠାରୁ ଆଗରେ ରହିଛନ୍ତି ରୂପା ଏବଂ ପିଣ୍ଟୁ।ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ସେମାନେ କରିଥାନ୍ତି। ସେମାନେ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି। ସେମାନେ ବ୍ଲଗ୍ ଭିଡିଓ ମାଧ୍ଯମରେ ମଧ୍ୟ ସେମାନେ ତାଙ୍କର ପ୍ରସଂଶକଙ୍କ ନିକଟତର ହୁଅନ୍ତି। ତାଙ୍କର ଅନେକ ବ୍ଲଗ୍ ଭିଡିଓ ଆପଣ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଦେଖିଥିବେ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଦେଖିଲେ ଆପଣ ସାମାନ୍ଯ ଦୁଃଖିତ ହେବେ।

କାରଣ ଏଠାରେ ଆପଣ ଦୁଃଖ ଅନୁଭବ କରିବା ଭଳି ଘଟଣା ଦେଖିବାକୁ ପାଇବେ। ଆପଣ ଏହି ଭିଡିଓ ରେ ଦେଖିବେ କି ରୂପା କିପରି ତାଙ୍କର ମୁଣ୍ତ ଯନ୍ତ୍ରଣା କାରଣରୁ କାନ୍ଦୁ ଅଛନ୍ତି। ତାଙ୍କର ମୁଣ୍ତ ବହୁତ୍ ଜୋର୍ ବିନ୍ଧୁଥିବା ବେଳେ ତାଙ୍କ ଶାଶୁ ଙ୍କୁ କୁଣ୍ଢେଇ ସେ କାନ୍ଦୁଛନ୍ତି। ତାଙ୍କ ଶାଶୁ ତାଙ୍କୁ ବୁଝେଇ କହୁଛନ୍ତି କାହିଁକି କାନ୍ଦୁଛୁ ମୁଁ ପରା ଅଛି। ଏହାପରେ ସେ ରୂପାଙ୍କ ମୁଣ୍ତ ଘସି ଦେଉଛନ୍ତି।ଏହି ମୁହୂର୍ତ୍ତ ର ଦୃଶ୍ୟ ଦେଖିଲେ ଆପଣ ନିଶ୍ଚିତ ଖୁସି ଅନୁଭବ କରିବେ। ଏହାଛଡା କୁନି ଝିଅ ଖୁସିର କିଛି ସୁନ୍ଦର୍ କାର୍ଯ୍ୟ କଳାପର ଦୃଶ୍ୟ ମଧ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment