Swastik Tv News Odisha

ହଠାତ ରାସ୍ତାରେ ଯାଉଥିବା ଏହି ବୟସ୍କ ବ୍ୟକ୍ତିଙ୍କୁ ହେଟାବାଘ (Hyena) ଝାମ୍ପି ନେଲା, ଆଉ ତା ପରେ ଦେଖନ୍ତୁ ଛାତି ଥରିଲା ଭଳି ଦୃଶ୍ୟ…ଛୋଟ ଛୁଆ ଦେଖନ୍ତୁ ନାହିଁ

0

ବନ୍ଧୁଗଣ ଆପଣ ଦେଖୁଥିବା କିଛି ଭାଇରାଲ ଭିଡ଼ିଓରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ, ସମସ୍ତଙ୍କୁ ଡରାଇବା ଭଳି ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ କାରଣ ଏମିତି ଘଟଣା ବେଶ୍ କମ୍ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ।

ଆଉ ଏବେ ସାମ୍ନାକୁ ଆସିଛି ସେହିପରି ଏକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ।ଏହି ଘଟଣା ରେ ଜଣେ ବ୍ୟକ୍ତି କିପରି ଭାବରେ ଅଚାନକ ଏକ ହେଟାବାଘ ର ଆକ୍ରମଣର ଶିକାର ହେଉଛନ୍ତି ତାହା ଦେଖିବାକୁ ମିଳିଛି। ବୃଦ୍ଧ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଜଙ୍ଗଲ ପାର୍ଶ୍ୱରୁ ଏକ ହେଟାବାଘ ଆସି ତାଙ୍କୁ ଆକ୍ରମଣ କରୁଛି। ଆଉ ଏହି ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ବ୍ୟକ୍ତି ଜଣଙ୍କ ଏହି ପରିସ୍ଥିତି ରେ ବିଚଳିତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ହାଇନା ଟି ତାଙ୍କୁ କିଛି ସମୟ ଧରି ଆକ୍ରମଣ କରିବାକୁ ଲାଗୁଛି।

ବୃଦ୍ଧ ଜଣଙ୍କ ନିଜକୁ ରକ୍ଷା କରିବା ପାଇଁ ଚାହିଁ ରକ୍ଷା କରି ପାରୁ ନାହାଁନ୍ତି।ତେବେ ଏଭଳକି ସ୍ଥିତିରେ ସେଠାରେ ଥିବା ଏକ କୁକୁର ପ୍ରତିକ୍ରିୟା ଶିଳ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସେ କିଛି କରି ପାରୁ ନାହିଁ। ଏହାପରେ ଦେଖିବାକୁ ମିଳୁଛି ଯେ ଏହି ହେଟାବାଘ ଟି କୁକୁର ଟିକୁ ଆକ୍ରମଣ କରୁଛି। କୁକୁର ସହ ଲଢେ଼ଇ କରି କରି ସେ ତାକୁ ନିକଟରେ ଥିବା ଏକ ଗଛ ମୂଳକୁ ନେଇ ଯାଉଛି ଏବଂ ପୁଣି ଆକ୍ରମଣ କରୁଛି। ତେବେ ଏହାର ଭିଡିଓ ଦୂରରେ ଥିବା ଜଣେ ବ୍ୟକ୍ତି ତାଙ୍କ କ୍ୟାମେରା ରେ ରେକର୍ଡ କରିବା ପରେ ଏହା ଏବେ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.