ହଠାତ ରୂପା ଙ୍କ ଘରକୁ ଫେରିଲେ ନୂଆ ଅତିଥି… କିଏ ସେଇ ନୂଆ ଅତିଥି ଦେଖନ୍ତୁ Video

ବନ୍ଧୁଗଣ ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ। ତେବେ ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି। ସେମାନେ ଏବେ ଏକ ସେଲିବ୍ରିଟି ଯୋଡି। ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି।

ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି।

ଏବେ ସେମାନେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରୁଛନ୍ତି। ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ପିଣ୍ଟୁ, ରୂପା ଙ୍କୁ ଏକ ସୁନ୍ଦର୍ ସରପ୍ରାଇଜ ଦେଇଛନ୍ତି।ଏହି ସରପ୍ରାଇଜ ଟି ହେଉଛି ଯେ ପିଣ୍ଟୁ ରୂପାଙ୍କ ପାଇଁ ଘରକୁ ଦୁଇଟି ଧଳା ପାରା ନେଇ ଆସିଛନ୍ତି।ଏହି ପାରା ଦୁଇଟି ବହୁତ୍ ସୁନ୍ଦର ହୋଇଛନ୍ତି। ପୂର୍ବରୁ ଟିକ ଟକ ଭିଡିଓ କରୁଥିବା ବେଳେ ରୂପା ଓ ପିଣ୍ଟୁ ଙ୍କ ଦୁଇଟି ଧଳା ପାରା ରହିଥିଲା। ସେହି ପାରା ଗୁଡ଼ିକୁ ଉଭୟ ବହୁତ୍ ଭଲ ପାଉଥିଲେ।

ଆଉ ସେହି ପାରା ମାନେ ସମୟକ୍ରମେ ବିଲେଇ ର ଆକ୍ରମଣରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଉଡ଼ି ଯାଇଥିଲା।ପରେ ରୂପା ଙ୍କ ମନ ବହୁତ୍ କଷ୍ଟ ହୋଇଥିଲା। ଆଉ ଏବେ ପୁଣି ପିଣ୍ଟୁ ଦୁଇଟି ପାରାକୁ ନେଇ ଆସିଛନ୍ତି। ଯାହାକୁ ଦେଖି ରୂପା ଙ୍କ ଖୁସି କହିଲେ ନସରେ।ସେ ବହୁତ୍ ଖୁସି ହେବା ସହିତ ଏହି ପାରା କୁ ହାତରେ ଧରିଛନ୍ତି। ସେମାନଙ୍କ ଏହି ଦୁଇଟି ପାରାର ନାମ କଣ ଦିଆଯିବ ଏହାକୁ ପିଣ୍ଟୁ କମେଣ୍ଟ ରେ ଲେଖିବା ପାଇଁ କହିଛନ୍ତି।ଏହି ସୁନ୍ଦର୍ ଦୃଶ୍ୟକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment