ହଠାତ ଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ପିଣ୍ଟୁ ( Pintu ) ଙ୍କ ଭଉଣୀ କାହାକୁ ଜୋତାରେ ପିଟିବେ କହିଲେ…. ସତରେ କଣ ଏମିତି…

ଏବେ ଏମିତି ଏକ ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ବି ବହୁତ୍ ଖୁସି ହୋଇଯିବେ।ଏହା ହେଉଛି ସମସ୍ତଙ୍କ ପ୍ରିୟର ଯୋଡ଼ି ରୂପା ଓ ପିଣ୍ଟୁ ଙ୍କ ବ୍ଲଗ୍ ଭିଡିଓ। ଯାହାକୁ ଦେଖିଲେ ଆପଣ ବି ଏହି ସୁନ୍ଦର୍ ମୁହୂର୍ତ୍ତକୁ ଉପଭୋଗ କରିବେ। ଆପଣ ମାନେ ଜାଣିଛନ୍ତି ଏହି ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ ସେମାନେ ନିଜର ଟାଲେଣ୍ଟ କୁ ଉପଯୋଗ କରି ଅନେକ ମାତ୍ରାରେ ସଫଳତାକୁ ହାସଲ କରିଛନ୍ତି। ବହୁତ୍ ସୁନ୍ଦର୍ ଭାବରେ ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇ ଥାନ୍ତି ଲୋକ ମାନଙ୍କୁ। ତେବେ ବ୍ଲଗ୍ ଭିଡିଓ ମାଧ୍ଯମରେ ମଧ୍ୟ ସେମାନେ ତାଙ୍କର ପ୍ରସଂଶକଙ୍କ ନିକଟତର ହୁଅନ୍ତି ଯାହା ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ।

ତେବେ ତାଙ୍କର ଅନେକ ବ୍ଲଗ୍ ଭିଡିଓ ରହିଛି ଯାହା ସେମାନେ ତାଙ୍କର ନିଜର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଛାଡ଼ି ଥାଆନ୍ତି।ଆଉ ନିଶ୍ଚିତ ଭାବରେ ଆପଣ ବି ସେସବୁକୁ ଦେଖିଥିବେ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ତେବେ ଆପଣ ତ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ରୂପା ଏବଂ ପିଣ୍ଟୁ ହେଉଛନ୍ତି ଦୁଇ ଜଣ ଏକ ଲୋକପ୍ରିୟ ଚେହେରା।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଅନେକ ଗୀତ ସବୁ କରିଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।

ଅଗଣିତ ଦର୍ଶକ ଏବଂ ପ୍ରସଂଶକ ମାନଙ୍କର ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟର ରୂପା ଏବଂ ପିଣ୍ଟୁ ବା ପସନ୍ଦର ଯୋଡ଼ି।ତେବେ ନିହାତି ଭାବରେ ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ୟୁ ଟ୍ୟୁବ୍ ରେ ଦେଖିବାକୁ ପାଉଥିବେ। ଯାହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ସେମାନଙ୍କ ଯୋଡି ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି। ତେଣୁ ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଂକୁ ସମ୍ମାନ କରନ୍ତି। କହିବାକୁ ଗଲେ ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ବହୁତ୍ ଅଧିକ ଅଟନ୍ତି। ଯଦିଓ ମ୍ୟୁଜିକ ଭିଡିଓ ରେ ଓଡ଼ିଶା ଇଣ୍ଡଷ୍ଟ୍ରିର ପାରଦର୍ଶିତା ବହୁତ୍ ଅଧିକ ରହିଛି। ତଥାପି ରୂପା ଓ ପିଣ୍ଟୁ ଦୁଇଜଣ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ସାରା ଓଡ଼ିଶାରେ।

ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି। ଆପଣ ଏ ଦୁହିଁଙ୍କର ଅନେକ ବ୍ଲଗ୍ ଭିଡିଓ ଦେଖି ସାରିଥିବେ।ତାଙ୍କର ପ୍ରତିଟି ଭିଡିଓ ଲୋକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ। ସେହିପରି ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଅନେକ ମଜା ମସ୍ତି ର ଦୃଶ୍ୟ। ପିଣ୍ଟୁ, ରୂପା, ଖୁସି ଏବଂ ପରିବାର ସହିତ ମିଶି ବହୁତ ମଜା କରୁଛନ୍ତି। ଏଠାରେ ଏହି ଭିଡିଓରେ ଆପଣ ଦେଖିବକୁ ପାଇବେ କିପରି ପିଣ୍ଟୁ ଙ୍କ ମା ତାଙ୍କୁ କହୁଛନ୍ତି ତୋତେ ଜୋତା ରେ ମାଡ଼ ଦରକାର। ଆଉ ଏହାକୁ ଶୁଣି ବହୁତ୍ ହସୁଛନ୍ତି ପରିବାରର ସମସ୍ତ ଲୋକ। ଆପଣ ଏହି ଭିଡିଓ ଦେଖିଲେ ପୂରା ଘଟଣାକୁ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

1 thought on “ହଠାତ ଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ପିଣ୍ଟୁ ( Pintu ) ଙ୍କ ଭଉଣୀ କାହାକୁ ଜୋତାରେ ପିଟିବେ କହିଲେ…. ସତରେ କଣ ଏମିତି…”

Leave a Comment