ହଠାତ ଲୁଚି ରହିଥିବା ବିଷଧର ଚନ୍ଦନ ବୋଡା ସାପ ( Viper Snake ) ଦଂଶନ କଲା ଏହି ମହିଳାଙ୍କୁ, ଆଉ ତା ପରେ….

ବନ୍ଧୁଗଣ ସାପ ଦଂଶନ କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଏଭଳି ଅନେକ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ତେବେ ଆପଣ ମାନେ ଜାଣିଥିବେ ଯେ ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ଆମେ ସାପକୁ ବହୁତ୍ ଭୟ କରିଥାଉ। କାରଣ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ସମସ୍ତଙ୍କୁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।

କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଆପଣ ଦେଖିବାକୁ ପାଉଥିବେ।ସାପ କେତେବେଳେ କିପରି ଘର ଭିତରକୁ ପଶି ଆସିଥାଏ ଏବଂ ଏହା କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।ତେଣୁ ଏହିପରି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ତେବେ ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ସାପ ଗୁଡ଼ିକ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି।

ଖାଦ୍ୟ ସନ୍ଧାନରେ ସେମାନେ କେତେବେଳେ କାହା ଘର ଭିତରକୁ ପଶି ଆସି ପାରନ୍ତି।ତେଣୁ ଏଥିପ୍ରତି ସଚେତନ ନରହିଲେ କିମ୍ୱା ଘରର ଚାରି ପଟକୁ ଭଲଭାବରେ ସଫା ସୁତୁରା ନରଖିଲେ ତାହା ମଣିଷ ପାଇଁ ବିପଦ ସୃଷ୍ଟି କରିବ। ତେବେ ହଠାତ୍ ସାପ ଟିକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ଏହି ସାପ କାମୁଡ଼ାରେ ପୃଥିବୀରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଇଥାଏ। ତେବେ ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ରାତ୍ରୀ ସମୟରେ ଏକ ବିଷଧର ଚନ୍ଦନ ବୋଡ଼ା ସାପ ଏକ ମହିଳାଙ୍କୁ ଦଂଶନ କରିଛି।

ଆଉ ଏହାପରେ ଉକ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ତେବେ ସାପଟି ମହିଳାଙ୍କ ମୁଣ୍ଡରେ ଦଂଶନ କରିଥିବା ବେଳେ ଏହା ଗୁରୁତର ସ୍ଥିତି ସୃଷ୍ଟି କରିଛି।ଏହା ପରେ ସାପ ଧରାଳି ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ଏବଂ ସମସ୍ତଙ୍କୁ ବୁଝାଇଛନ୍ତି ଭାଙ୍ଗି ନପଡ଼ିବା ପାଇଁ। ମହିଳାଂକ ଘର ଲୋକେ ଏବଂ ତାଙ୍କ କୁନି ଝିଅଙ୍କୁ ଦେଖିଲେ ଆପଣ ବି ଦୁଃଖରେ ଭାଙ୍ଗି ପଡିବେ। ଆପଣ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଯେମିତି ସେ ସୁରକ୍ଷିତ ଭାବରେ ଭଲ ହୋଇ ଫେରି ଆସିବେ।ଏହି ଭିଡିଓ ରେ ଆପଣ ସଂପୂର୍ଣ୍ଣ ଘଟଣାକୁ ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment