Swastik Tv News Odisha

ହଠାତ ଶ୍ରୀକ୍ଷେତ୍ର ପୁରୀରେ କଣପାଇଁ ଏମିତି କଲେ ଓଡ଼ିଶାର No 1 ରୂପା… ମାତ୍ର 2 ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି। ସେମାନେ ଏବେ ଓଡ଼ିଶାର ଏକ ସେଲିବ୍ରିଟି ଯୋଡି ଅଟନ୍ତି।ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ। ତାଙ୍କୁ ବହୁତ୍ ଜଣ ଭଲ ପାଆନ୍ତି।ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସେମାନଙ୍କ ଭିଡିଓ ଦେଖି ଜାଣି ପାରୁଥିବେ।

ଏବେ ସେମାନେ ସମସ୍ତଙ୍କର ପ୍ରିୟର ରୂପା ଏବଂ ପିଣ୍ଟୁ ଭାବରେ ଉଭା ହେଉଛନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି।ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି। ତାଙ୍କର ଏକ ବ୍ଲଗ୍ ଚ୍ୟାନେଲ ବି ରହିଛି ଯେଉଁ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ।

ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ।ତେବେ ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ। ସେହିପରି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ରୂପା ଙ୍କ ଏକ ସୁନ୍ଦର୍ କାର୍ଯ୍ୟର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଟି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଧାମ ପୁରୀର। ଏଠାରେ ରୂପା କିପରି ଭାବରେ ବଡ଼ଦାଣ୍ଡରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ସାମ୍ନାରେ ଝାଡୁ ମାରୁଛନ୍ତି ତାହା ଆପଣ ଦେଖିବାକୁ ପାଇବେ।

ମନ୍ଦିର ସାମ୍ନାର ରାସ୍ତାକୁ ଝାଡୁ ମାରି, ସଫା କରି, ଆଉ ବାହାରିଥିବା ଅଳିଆକୁ ଗୋଟାଇ ରୂପା ଏକ ପଲିଥିନ୍ ରେ ପୂରାଇ ତାକୁ ନେଇ ସେଠାରେ ଥିବା ଡଷ୍ଟବିନ ରେ ପକାଉଛନ୍ତି। ତେବେ ଏହି ସମୟରେ ରୂପା ଏବଂ ପିଣ୍ଟୁ ଙ୍କ ଅନେକ ପ୍ରସଂଶକ ତାଙ୍କ ସହ ଆସି ସେଲଫି ନେଉଥିବା ଦେଖିବାକୁ ମିଳୁଛି। ମନ୍ଦିର ସାମ୍ନାରେ ରୂପା ଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ଦେଖି ବେଶ୍ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.