ହଠାତ ସମୁଦ୍ର ମଝିରେ Overload Passenger କୁ ନେଇ ଯାଉଥିବା vessel on ରିସ୍କ…. ଭିଡ଼ିଓ ଦେଖିଲେ ହୋସ ଉଡିଯିବ….

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି କିଛି ଏପରି ଅଟେ ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ ଏବଂ ଆଶ୍ଚର୍ଯ୍ୟ ର ବିଷୟ। ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦିଓ ଏମିତି ଘଟଣା ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ଏବେ ପୁଣି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ କଥା।

ଏଭଳି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏହି ଘଟଣା କେତେ ଭୟାନକ ତାହା ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।

ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ଜାହାଜ ରେ ଯାତ୍ରୀ ମାନେ ଦରକାର ଠାରୁ ବି ଅଧିକ ଲୋଡ୍ ହୋଇ ଯାଉଛନ୍ତି।ଏତେ ମାତ୍ରାରେ ଯାତ୍ରୀ ଏହି ଜାହାଜ ରେ ଲୋଡ୍ ହୋଇ ଯାଉଛନ୍ତି ଯେ ଏହାକୁ ଦେଖିଲେ ଭୟ ଲାଗୁଛି। ଯେମିତି ଲାଗୁଛି ପାଣିରେ ଚାଲୁଥିବା ଏହି ଜାହାଜ ଟି ଓଲଟି ପଡ଼ିବ। ଜାହାଜର କୌଣସି ବି ଫ୍ଲୋର ରେ ଯାତ୍ରୀ ମାନଙ୍କ ସଂଖ୍ୟା କମ୍ ନାହିଁ।ଏତେ ସଂଖ୍ୟାରେ ଯାତ୍ରୀ ଏହି ଜାହାଜରେ ଅଭର୍ ଲୋଡ୍ ହୋଇ ଯାଉଛନ୍ତି ଯେ ଜାହାଜଟି ଏକ ଭୟଙ୍କର ଭାବରେ ସେଠାରେ ହଲୁଛି। ଆଉ ଏହାକୁ ଦେଖି ବିଚଳିତ ଲାଗୁଛି।

କିନ୍ତୁ ଯାତ୍ରୀ ମାନେ ଏତେ ସଂଖ୍ୟାରେ କିପରି ବିନା ଡରରେ ଯାତ୍ରା କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।ଏହି ଜାହାଜଟି କେବଳ ଗୋଟିଏ ନୁହଁ ବରଂ ଅନ୍ୟ ଏକ ଜାହାଜ ଟି ସେଠାରେ ଅନ୍ୟ ଏକ ପଟୁ ଯାତ୍ରୀ ପୂର୍ଣ୍ଣ କରି ଆବଶ୍ୟକ ଠାରୁ ଅଧିକ ଲୋଡ୍ କରି ଆଣି ଆସୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ଜାହାଜ ଗୁଡ଼ିକ ମେଘନା ନଦୀ ଉପରେ ଚାଲୁ ଥିବାର ଜଣା ପଡ଼ିଛି।ଏହି ଘଟଣାଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହି ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment