Swastik Tv News Odisha

ହଠାତ Park ଭିତରକୁ ପଶି ଆସିଲା ସିଂହ, ବେଶ ଜନଗହଳିପୂର୍ଣ୍ଣ ଥିଲା ପାର୍କ, ଗୋଟିଏ ମୁହୂର୍ତ୍ତ ଲୋକେ ଡରିଗଲେ, ହେଲେ ତା’ ପରେ… ଦେଖନ୍ତୁ Viral ଭିଡ଼ିଓ

0

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଲାଗିଥାଏ। ଏଭଳି କିଛି ଲୋକ ମାନେ ଅଛନ୍ତି ଯିଏ କି ନିଜର ବୁଦ୍ଧି ବଳରେ ଛୋଟ ଛୋଟ ଜୀବ ଜନ୍ତୁ ପଶୁ ମାନଙ୍କୁ ନେଇ ଏଭଳି କିଛି କାର୍ଯ୍ୟ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି, ଯାହାକି ଲୋକ ମାନେ ଦେଖିଲେ ବଡ଼ ବଡ଼ ପଶୁ ବୋଲି ଭାବି ନେଇ ବିଶ୍ୱାସ କରି ଥାଆନ୍ତି। ଏଭଳି ଖବର ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଗୋଟିଏ ସିଂହ ପାର୍କ ଭିତରୁ ପଶି ଆସି ଥିବାର ଦେଖିବା ପାଇଁ ମିଳିଛି କିନ୍ତୁ ତାକୁ ଦେଖି କେହି ହେଲେ ଭୟ ଭୀତ ହେଉ ନାହାଁନ୍ତି। ତେବେ ଅସାନ୍ତୁ ପ୍ରକୃତ ରହସ୍ୟ କଣ ରହିଛି ଜାଣିବା;

ସୂଚନା ଅନୁସାରେ, ଗୋଟିଏ ସିଂହ ଏକ ପାର୍କ ଭିତରକୁ ପଶି ଆସି ଥିବାର ଦେଖିବା ପାଇଁ ମିଳିଛି। କିନ୍ତୁ ଏହି ସିଂହଟି ରଡି ନଛାଡି ଚୁପ ଚାପ ଭାବରେ ପାର୍କ ଭିତରକୁ ପ୍ରବେଶ କରୁ ଥିବାର ଦେଖିବା ପାଇଁ ମିଳିଛି। ସିଂହକୁ ଦେଖି ଲୋକ ମାନେ ଖୁବ ଜୋର ସୋର ଭାବରେ ହସୁଛନ୍ତି। ଏମିତିକି ଜଣେ ବ୍ୟକ୍ତି ମଧ୍ୟ ତା’ର ମୁଣ୍ଡକୁ ଆଉଁସୁଛନ୍ତି। କିନ୍ତୁ ସେହି ବ୍ୟକ୍ତିଙ୍କୁ ଭୟ ଲାଗି ନଥିଲା। କାରଣ କିନ୍ତୁ ପ୍ରକୃତ ଘଟଣାଟି ହେଉଛି ଜଣେ ବ୍ୟକ୍ତି ନିଜ ବୁଦ୍ଧି ଖଟାଇ ଏଭଳି କିଛି ଧରଣର କାର୍ଯ୍ୟ କରିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଗୋଟିଏ କୁକୁରକୁ ସିଂହ ବେଶରେ ସଜାଇ ପାର୍କ ଭିତରେ ଛାଡି ଦେଇଛନ୍ତି।

ସେହି ପାର୍କରେ ସେ ରାଜା ଭାବରେ ବୁଲି ଚାଲିଛି। କିନ୍ତୁ ଏହାକୁ ଅତି ନିକଟରେ ଦେଖିଲେ କୁକୁର ପରି ଜାଣି ପାରିବେ। କିନ୍ତୁ ସେହି ନକଲି ସିଂହକୁ ଦେଖି ସେଠାରେ ଥିବା ଲୋକ ମାନେ ଭୟ ଭୀତ ହୋଇ ନଥିଲେ ବରଂ ସ୍ନେହ କରିଥିଲେ। କେହି ବି ଦେଖିଲେ ପ୍ରକୃତରେ ସିଂହ ପରି ଲାଗିବ। କୁକୁରକୁ ଏଭଳି ସିଂହ ବେଶରେ ସଜାଇ ୧୨ ସେକେଣ୍ଡର ଭିଡ଼ିଓ କରିଥିଲେ।

ଏହି ଭିଡ଼ିଓଟି ଡେଲି ଗେମ ଅଫିସିଆଲ ନାମକ ପେପ୍ସ ଇନ୍ସଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ମାନେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି। ୟୁଜର ମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ବହୁତ ମଜା ନେଉଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ପ୍ରଥମେ ଏହି ଭିଡ଼ିଓଟିକୁ ଦେଖିଲେ ଆପଣ ମାନଙ୍କୁ ବି ସତ ପରି ଲାଗିବ, କିନ୍ତୁ ଆପଣ ମାନେ ଏହି ଭିଡ଼ିଓଟିକୁ ଭଲ ଭାବରେ ଦେଖି ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.