Swastik Tv News Odisha

ହରି ହରି ଓଁ ଭଗବତେ ବାସୁଦେବାୟ, ଏମିତି ଭିଡ଼ିଓ ଥରେ ଦେଖିଲେ ୧୦ ଥର ଦେଖିବା ପାଇଁ ମନ ହେବ…

0

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଝୁଲରେ ନିତାଇ ଝୁଲ ଗୀତକୁ ଗାଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ମଞ୍ଚ କଳାକାର ପପୁ ବିଶ୍ଵାଳ। ତାଙ୍କର ଅନେକ ଲୋକପ୍ରିୟତା ଏବେ ବଢି ଯାଇଛି। ଏବେ ପୁଣି ତାଙ୍କର ଏକ ନୂଆ ଗୀତ ବେଶ୍ ଭାଇରାଲ ହେଉଛି।ତେବେ ଆପଣ ତ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ। ସମସ୍ତେ ଏହାକୁ ଦେଖି ଖୁସି ହୁଅନ୍ତି ଏବଂ ପ୍ରଶଂସା ବି କରନ୍ତି। ଏଭଳି ଭିଡିଓ ଦେଖୁଥିବା ଲୋକଙ୍କ ମନକୁ ଖୁସି କରିଦେଇ ଥାଏ।

ତେବେ ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେହିପରି ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ତ ପପୁ ଭାଇଙ୍କ ଅନେକ କିଛି ଭିଡିଓ ଦେଖିଥିବେ। ତାଙ୍କର ଅନେକ ମଞ୍ଚ କାର୍ଯ୍ୟକ୍ରମ ରେ ଅଭିନୟର ଦୃଶ୍ୟକୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

ସେହିପରି ଏବେ ଯେଉଁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଏହି ଭିଡିଓ ରେ ପପୁ ଏକ ନୂଆ ଗୀତ ଗାଇ ଚର୍ଚ୍ଚାକୁ ପୁଣି ଆସିଛନ୍ତି।ଏହା ହେଉଛି ଏକ ମନ୍ତ୍ର ସଙ୍ଗୀତ। ଏହାକୁ ଏତେ ସୁନ୍ଦର ଭାବରେ ସେ ଗାନ କରୁଛନ୍ତି ସ୍ୱର ଦେଇ ଯେ ଆପଣ ଏହାକୁ ଶୁଣିଲେ ଭାବ ବିହ୍ୱଳ ହୋଇ ପଡିବେ। ବହୁତ୍ ସୁନ୍ଦର୍ ଭାବରେ ହୃଦୟକୁ ଛୁଇଁଲା ଭଳି ତାଙ୍କର ଏହି ସ୍ୱର। ତେବେ ଏହି ଗୀତଟି ହେଉଛି ହରି ହରି ଓଁ ଭଗବତେ ବାସୁଦେବାୟ। ଆପଣ ଥରେ ଏହି ମନ୍ତ୍ର ସଂଗୀତ କୁ ପପୁ ଭାଇଙ୍କ କଣ୍ଠରୁ ଶୁଣନ୍ତୁ ଯାହା ଯେତିକି ଶକ୍ତିଶାଳୀ ସେତିକି ମନ ମୁଗ୍ଧକର ଅଟେ।ଏହା ଏବେ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି।

ପପୁ ଭାଇଙ୍କ କଣ୍ଠରେ ଏଭଳି ଏକ ସଂଗୀତ ପୁଣିଥରେ ଶୁଣିବାକୁ ପାଇ ସମସ୍ତେ ଏହାକୁ ବେଶ ସେୟାର କରୁଛନ୍ତି ଏବଂ ଖୁସି ହେଉଛନ୍ତି। ଦିନେ ଝୁଲରେ ନିତାଇ ଝୁଲ ଗୀତକୁ ମଞ୍ଚରେ ଗାଉ ଗାଉ ଗାଇ ଦେଇଥିଲେ ପପୁ ବିଶ୍ଵାଳ। ଆଉ ତାପରେ ଏହା ଏତେ ଲୋକପ୍ରିୟତା ଅର୍ଜନ କରିଥିଲା ଯେ କହିଲେ ନସରେ। ତାଙ୍କ ସ୍ୱରର ଯାଦୁ ଏବଂ ମିଠା ପଣ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥାଏ। ଯାହାକୁ ଥରେ ଶୁଣିଲେ ବାରମ୍ଵାର ଶୁଣିବାକୁ ଇଚ୍ଛା ହୁଏ। ଯାହାବି ହେଉ ପପୁ ଭାଇଙ୍କ ଏଭଳି ପ୍ରତିଭା ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି ଏବଂ ସେ ଏହିଭଳି ନାରଦ ବେଶରେ ଅଭିନୟ କରି ସମସ୍ତଙ୍କୁ ମନୋରଂଜନ ଏବଂ ଭକ୍ତିର ମାହଲ ଯୋଗାଉ ଥାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.