ତେବେ ଦର୍ଶକ ବନ୍ଧୁ ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ ପ୍ରକାରର ରୀତି ନୀତି ଆଉ ପରମ୍ପରା ରହିଛି | ଆଉ ତାହା ବ୍ୟତିତ ଆମେମାନେ ଅନେକ ସମୟରେ କେତେକ ସମାଜରେ ଘଟୁଥିବା ଘଟଣା କୁ ଦେଖିକି ଆମର ଭାଗ୍ୟଫଳ କୁ ନିର୍ଦ୍ଧାରିତ କରିଥାଉ | ଆଉ ସେହି ହାତ ର ରେଖାକୁ ମଧ୍ୟ ଆମେ ଦେଖିକି ବ୍ୟକ୍ତିର ସ୍ଵଭାଵ ବିଷୟରେ ଅନେକ ସମୟରେ ଜାଣିବାକୁ ପାଇଥାଉ | ତାହେଲେ ଆଜି ମୁଁ ସେହିଭଳି ଏକ କଥା ବିଷୟରେ ଆଲୋଚନା କରିବାକୁ ଯାଉଛି |ଯାହା ହେଉଛି ଆମ ହାତ ପାପୁଲିରେ ରେଖା | ତେବେ ଆମ ହାତ ପାପୁଲିରେ ଦେଖା ଯାଉଥିଲା ଏମ ଅକ୍ଷରର ରେଖା କୁ ଦେଖିକି ଆମେ ଆମର ଭାଗ୍ୟ ବିଷୟରେ ଜାଣି ପାରିବା | ତାହେଲେ ଆସନ୍ତୁ ସେହି ଭାଗ୍ୟ ଫଳ ବିଷୟରେ ଆଜି ଆମେ ଆଲୋଚନା କରିବା |
1-ତେବେ କୁହାଯାଏ କି ଯଦି ଆପଣ କର ହାତର ରେଖା ରେ ଏମ ଅକ୍ଷରର ରେଖା ଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି, ଆଉ ଯେଉଁ ମାନଙ୍କର ସାହିତ ପାର୍ଟନର୍ସିପ କରିଥାନ୍ତି ବହୁତ ଅଧିକ ଲାଭବାନ ହୋଇଥାନ୍ତି ସେମାନେ |
2-ତେବେ ଯଦି ଆପଣ ମାନେ କାହାକୁ ଭଲ ପାଇଥାନ୍ତି ଆଉ ଆପଣଙ୍କ ର ହାତରେ ଏହି ଏମ ଅକ୍ଷରର ଚି଼ହ୍ନ ଥାଏ, ତାହେଲେ ସେମାନେ ବହୁତ ଚତୁର ହୋଇଥାନ୍ତି | ତାହା ସାହିତ ସେମାନଙ୍କୁ ସେମାନଙ୍କ ପାର୍ଟନର କେବେବି ମିଛ କହି ପାରି ନ ଥାଏ | ଆଉ ସେମାନଙ୍କର ଶିକ୍ସ ସେନ୍ସ ଅଧିକ ଥିବାରୁ ସେମାନେ ମୁହଁ ଦେଖିକି ସତ କଥାକୁ ଜାଣି ପାରିଥାନ୍ତି |
3-ଯଦି ଆପଣଙ୍କର ହାତରେ ରହି M ଅକ୍ଷରର ଚି଼ହ୍ନ ରହିଥାଏ ତାହେଲେ ଆପଣ ବହୁତ ଭାଗ୍ୟବାନ ହୋଇଥାନ୍ତି, ଆଉ କେଉଁ କାମରେ ଆପଣ ହାରନ୍ତି ନାହିଁ ସଫଳତାର ସାହିତ ସବୁ କାର୍ଯ୍ୟକୁ କରିଥାନ୍ତି|
4-ଏମାନେ ବହୁତ ସାହସୀ ଆଉ ଭଲ ସ୍ଵଭାଵ ର ହୋଇଥାନ୍ତି |ସେଥିପାଇଁ ସମସ୍ତ ଙ୍କର ପାଖରେ ଏମାନେ ସଂମ୍ମାନ ଏ ପାତ୍ର ହେବାରୁ ପ୍ରସଂଶିତ ମଧ୍ୟ ହୋଇଥାନ୍ତି |
5-ଏହା ଛଡା m ଅକ୍ଷର ଥିବା ବ୍ୟକ୍ତି ମାନେ ଭଗବାନ ଙ୍କୁ ଅଧିକ ପୂଜା ଓ ଭକ୍ତି କରିଥାନ୍ତି, ସେଥିପାଇଁ ଭଗବାନ ମଧ୍ୟ ପ୍ରସନ୍ନ ହୋଇଥାନ୍ତି, ଏମାନେ ଯାହା ମାଗିଲେ ବି ସହଜରେ ଦେଇଥାନ୍ତି |
6-ତାହା ଛଡା ଏହି ରାଶିର ବ୍ୟକ୍ତି ମାନଙ୍କ ର ସାଙ୍ଗ ଯିଏ ହେବ ସେମାନେ ବି ଲାଭ ବାନ ହେବେ, କାରଣ ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ମଧ୍ୟ ଚମକି ପାରେ ଏହି ଏମ ଅକ୍ଷର ଥିବା ବ୍ୟକ୍ତିଙ୍କ ସାହିତ ମିତ୍ରତା କରିଲେ |
7 – ତେବେ କୁହାଯାଏ କିଏହି m ଅକ୍ଷର ଡାହାଣ ହାତରେ ରହିଲେ ସେତେ ଲାଭବାନ ହୋଇ ନ ଥାଏ |କିନ୍ତୁ ବାମ ହାତରେ ରହିଲେ ଏହା ଅଧିକ ଲାଭ ଦେଇଥାଏ |
ତେବେ ଏହା ଥିଲା ହାତରେ m ଅକ୍ଷର ଥିବା ବ୍ୟକ୍ତି ମାନେ କେମିତି ହୋଇଥାନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।