ହୀରାକୁଦ ଡ୍ୟାମ ରେ ବହୁତ ବଡ ଅଘଟଣ ହେଇଗଲା, ଆଉ ତା’ ପରେ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଆଉ ଯାହାକୁ ଆପଣ ମାନେ ଦେଖିବା ପରେ ଜାଣି ପାରିବେ ବି ଆଜି କାଲିର ପିଲା ମାନଙ୍କ ପାଖରେ କେତେ ପରିମାଣରେ ମୋବାଇଲ ନିଶା ଦେଖାଯାଉଛି | ତେବେ ଏହାର କାରଣ ବନ୍ୟା ପ୍ରକୋପ ଯୋଗୁଁ ଏବେ ଜନ ଜୀବନ ଅସ୍ତ ବ୍ୟସ୍ତ ହେଇପଡ଼ିଥିଲା ବେଳେ ଏବେ ହୀରାକୁଦ କୁ ଡ୍ୟାମ କୁ ବନ୍ୟା ପାଣି ଦେଖିବାକୁ ଯାଇଥିଲେ କିଛି ଯୁବକ | ତେବେ ଏହି ବନ୍ୟା ପାଣି ଦେଖିବାକୁ ଯାଇଥିବା ବେଳେ ସେମାନଙ୍କ ସହିତ ସେହି ଡ୍ୟାମ ରେ ଯାହା ଘଟିଥିଲା ତାହା ଦେଖିବା ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ହୀରାକୁଦ ଡ୍ୟାମର ବାମ ପାର୍ଶ୍ବରୁ ଓ ଦକ୍ଷିଣ ପାର୍ଶ୍ବରୁ ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି | ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି ତେବେ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି ହୀରାକୁଦ ଜଳଭଣ୍ଡାର ରବିବାର ଦିନ ଠାରୁ ଜଳମଗ୍ନ ହୋଇଛି, ମହାନଦୀ ନଦୀର ବନ୍ୟାଜଳ | ତେବେ ଏହି ବନ୍ୟା ଜଳ କୁ ଦେଖିବା ପାଇଁ ଯାଇଥିବା କିଛି ଯୁବକ ଡ୍ୟାମ ଉପରେ ରହି ବନ୍ୟା ଜଳ ର ଭିଡ଼ିଓ କରୁଥିଲେ ଓ ଠିକ ସେତିକି ବେଳେ ବନ୍ୟା ଜଳ ରେ ଖସି ପଡିଥିଲା ଯୁବକ ଙ୍କ ଦାମୀ ମୋବଇଲ |

ଆଉ ଯାହା ପାଇଁ ସେ ବନ୍ୟା ପ୍ରଖର ଶ୍ରତ କୁ ଖାତିର ନ କରି ଡ୍ୟାମ ର ଖମ୍ବ ର ସାହାଯ୍ୟ ନେଇ ସେ ଓଲ୍ହାଇ ପଡିଥିଲେ ସେହି ବନ୍ୟା ପାଣି କୁ | ତେବେ ସେ ପ୍ରଖର ଶ୍ରତ କୁ ଖାତିର ନ କରି ସେ ନିଜର ମୋବଇଲ ଖୋଜିବା ଆରମ୍ଭ କରିଥିଲେ | ତେବେ ବନ୍ୟା ପାଣିରେ ଖୋସିପଡ଼ିଥିବା ମୋବଇଲ କୁ ମାତ୍ର 3 ମିନିଟ ରେ ସେ ବନ୍ୟା ଖୋଜି ପାଇଥିଲେ | ଯାହାକୁ ଦେଖି କେହି କେହି ପ୍ରଶଂସା କରିଛନ୍ତି ତ ପୁଣି କେହି ଏହାକୁ ବିରୋଧ କରିଛନ୍ତି | ସୂଚନା ଅନୁଯାୟୀ ବନ୍ୟା ପାଣି ରେ ହଜିଯାଇଥିବା ମୋବଇଲ ଟି 3 ମିନଟ ପରେ ଖୋଜି ପାଇବା ପରେ ଏହା ସମ୍ପୂର୍ଣ୍ଣ ଭାବେ ଆଗ ପରି ଚାଲୁଥିବା ଦେଖାଯାଇଥିଲା | ତେବେ ଏହି ମୋବଇଲ ଟି ରେଡ଼ମୀ ନୋଟ 8 ପ୍ର ବୋଲି ଜଣାପଡିଛି |

ତେବେ ଏଠାରେ କୁହାଯାଇଛି ମୋବାଇଲ ପାଇଁ ନିଜ ଜୀବନ କୁ ବାଜି ଲଗାଇବା କିଛି ଆବଶ୍ୟକ ନଥିଲା ବେଳେ | ଯୁବକ ଜଣଙ୍କୁ ଏହା କରିବା ଠିକ ହେଇନାହିଁ ବୋଲି କିଛି ଲୋକମାନେ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିକୁ ଦେଖିସାରିବା ପରେ କହିଛନ୍ତି | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ବହୁତ ମାତ୍ରା ରେ ଭାଇରାଲ ହେବା ସହିତ କିଛି ଲୋକମାନେ ଏହାକୁ ଦେଖି ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ଏହାକୁ ମୂର୍ଖାମୀ ବୋଲି କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment