ଏବେ ପୁଣି ଏକ ଅଭାବନୀୟ ଘଟଣା ଏକ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହୋଇଛି। ଏମିତି କିଛି ଘଟଣା ଯାହା ସୋସିଆଲ ମିଡ଼ିଆରେ ଅନେକ ସମୟରେ ନଜରକୁ ଆସିଥାଏ। ଏବେ ଏହିଠାରେ ଆଉ ଏକ ଘଟଣା ଯେଉଁଠି ଜଣେ ବୟସ୍କ ଅବସ୍ଥାରେ ବ୍ୟକ୍ତି ତାର ନିଜ ବଡ଼ ଭାଇର ବଂଶର ସମସ୍ତଙ୍କୁ ହତ୍ୟା କରିଦେଇଥିବାର ଦୃଶ୍ୟ ଆପଣ ମାନେ ଦେଖିଥିବେ ଏବଂ ଏହିଠାରେ ତାଙ୍କର ଶବ ସତ୍କାର କରା ଯାଉଥିବାର ଭିଡ଼ିଓ ଭାଇରଲ ହୋଇଛି।
ବେଳେବେଳେ ଏମିତି କିଛି ଅଭାବନୀୟ ଘଟଣା ସାମ୍ନାକୁ ଆସିଥାଏ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ନଜରକୁ ଆସିଥାଏ। ଆଉ ଏବେ ଏକ ସେହିପରି ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଏକ ଦୁଃଖର ଛାୟା ଖେଳି ଯାଇଛି। ଏହି ସମୟରେ ଏହା ଏକ ହୃଦୟ ବିଦାରକ ଯାହା କୁ ସମାଜ ରେ ଅନେକ ଲୋକ ମଧ୍ୟ ପ୍ରଶ୍ନବାଚୀ କରିଛନ୍ତି ଯାହା କୁ ନେଇ ବିଭିନ୍ନ ମହଲ ରେ ଚର୍ଚ୍ଚାର ବିଷୟ। ଆଉ ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ପୁରୁଷ ଏମିତି କାଣ୍ଡ କରି ଦେଇଛନ୍ତି ଯାହା ଆପଣ ଏଠାରେ ଦେଖିଥିବେ। ଆଉ ସେହି ବୟସ୍କ ଅବସ୍ଥାରେ ଯାହା କରିଛନ୍ତି ତାହା ଏକ ଆଇନ ବିରୋଧୀ କାମ।
ଏହିଠାରେ ଦେଖିବାକୁ ମିଳିଛି ଯେ ସେହି ବୟସ୍କ ବ୍ୟକ୍ତି ଜଣଙ୍କ ଏକ ହତ୍ୟାକାଣ୍ଡ କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ଜୋର ଧରିଛି। ଆଉ ସେ ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ ଏହାକୁ ଭାଇରଲ ହୋଇଥିଲା ଯାହା ଜାଣିବା ପରେ ଏବେ ପ୍ରଶାସନ ଜୋର ର ଖୋଲତାଡ଼ ଚାଲିଛି। ଏହି ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଯାହା କୁ ଏବେ ଚର୍ଚ୍ଚା କରା ଯାଉଛି। ବର୍ତ୍ତମାନ ସମୟରେ ଏହି ଘଟଣା କୁ ନେଇ ପୋଲିସ ମଧ୍ୟ ତାର ତଦନ୍ତ ଚଲେଇଛି। ଏହି ଘଟଣା ଟିରେ ଜଣେ ବୃଦ୍ଧା ଗୋଟିଏ ପରିବାରର ୫ ଜଣ ଙ୍କୁ ହତ୍ୟା କରିଦେଲା ଯାହା ସୂଚନା ଯୋଗ୍ୟ। ଯେଉଁ ୫ ଜଣ ଙ୍କୁ ହତ୍ୟା କରିଲେ ଅଭିଯୁକ୍ତ ର ନିଜ ବଡ଼ ଭାଇ ଓ ଛୁଆ ପିଲା ମାନେ। ନିଜର ପରିବାର ଭିତରେ ଏମିତି ଉନ୍ମୁକ୍ତ କାଣ୍ଡ ଘଟିଛି। ସେହି ବୃଦ୍ଧା ଜଣଙ୍କ ଘର ର କିଛି ସମ୍ପତି ପାଇଁ ଏହିଭଳି ଭାବରେ ହତ୍ୟା ନିଜ ବଡ଼ ଭାଇଙ୍କୁ କରିଛି।
ଆଉ ଏହିଠାରେ ସେହି ବଡ଼ ଭାଇଙ୍କର ୫ ଜଣ ପରିବାର ବର୍ଗ ଙ୍କ ଶ୍ମଶାନ ରେ ସତ୍କାର କରା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ରି କଟକ ର ମାହାଙ୍ଗା ଅଂଚଳରେ ରେ ଦୃଶ୍ୟ ମାନ ହୋଇଛି।ଏବେ ତାଙ୍କର ଶବ କୁ ପୋଲିସ ଦେଖିବା ପରେ ତଦନ୍ତ ଚଲେଇଛି ଏବଂ ଏଠାରେ ତାଙ୍କର ପୋଡା ଯାଇଥିବା ର ଭିଡ଼ିଓ ଭାଇରଲ ହୋଇଛି। ଏହାରି ଭିତରେ ତାଙ୍କର ବନ୍ଧୁ ବର୍ଗ ମାନେ କାନ୍ଦି କାନ୍ଦି ଗଡି ଗଲେଣି ଯାହା ଏକ ଦୁଃଖଦ ଘଟଣାର ମୁହୂର୍ତ୍ତ।