Swastik Tv News Odisha

ହେ ଭଗବାନ ! ଶୋଇଥିବା ପିଲାର ଡ୍ରେସ ଭିତରେ ପଶି ରହିଥିଲା ବିଷଧର ଚିତି ସାପ ତାପରେ କ’ ଣ ହେଲା…ଦେଖନ୍ତୁ ଭୟଙ୍କର ଭିଡ଼ିଓ….

0

ବନ୍ଧୁଗଣ ସାପକୁ ନେଇ ଏମିତି ଏକ ଭିଡିଓ ସଂପର୍କରେ ଆମେ ଆଜି ଆପଣଙ୍କୁ କହିବୁ ଯାହାକୁ ଦେଖିଲେ ନିଶ୍ଚିତ ଭାବରେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହା ସତ ଯେ ଅନେକ ସ୍ଥାନରେ ଦେଖିବାକୁ ମିଳନ୍ତି। ତେବେ ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ନିଶ୍ଚିତ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି ଏବଂ ଲୋକଙ୍କୁ ଡରାଇବା ଭଳି ଜୀବ ଅଟନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ।

ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏକ ସାପ ରେସ୍କ୍ୟୁ ର ଭିଡିଓ ରହିଛି ଯେଉଁ ସାପ ଏକ ଶୋଇଥିବା ପିଲାର ଡ୍ରେସ୍ ଭିତରେ ପଶି ଯାଇଛି। ଏହାସହ ସାପଟି ସେଠାରେ ଡ୍ରେସ ଭିତରେ ସେମିତି ମୋଡ଼ି ହୋଇ ରହିଛି। ସାପ ଧରାଳି ଆସି କୌଶଳ କ୍ରମେ ଏକ ଝଟକା ରେ ହିଁ ସାପଟିକୁ ପିଲାଟିର ଡ୍ରେସ ଭିତରୁ ବାହାର କରୁଛନ୍ତି। ତେବେ ଏହି ସାପଟି ଚିତ୍ତି ସାପ ବୋଲି ଜଣା ପଡ଼ିଛି। ଅବଶ୍ୟ ଏହି ସାପଟି ବିଷଧର ନୁହେଁ ବୋଲି ସାପ ଧରାଳି ଜଣଙ୍କ କହିଛନ୍ତି।

ତଥାପି ସାପ କାମୁଡ଼ିଲେ ହାର୍ଟ ଆଟାକ୍ ହେବାର ସମ୍ଭାବନା ବହୁତ୍ ଅଧିକ ରହିଛି।ଏଠାରେ ସାପଟି ବେଙ୍ଗ କିମ୍ୱା ଝିଟିପିଟି ସନ୍ଧାନରେ ଘର ଭିତରକୁ ପଶି ଆସିବା ପରେ ବେଡ୍ ଉପରକୁ ଚଢ଼ି ଯାଇ ପିଲାଟିର ଡ୍ରେସ ଭିତରକୁ ପଶି ଯାଇ ଥାଇପାରେ ବୋଲି ଅନୁମାନ କରା ଯାଉଛି। କାରଣ ଘର ପାର୍ଶ୍ଵରେ ଜଙ୍ଗଲ ରହିଛି। ତେବେ ଯାହାବି ହେଉ ସାପଟି ପିଲାଟିକୁ ଦଂଶନ କରିନାହିଁ ଏବଂ ଉଭୟ ବାଳକ ଏବଂ ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଥିବାର ଭିଡିଓ ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.