ହ୍ୟାଣ୍ଡିକ୍ୟାପ School Love Story | ହାର୍ଟ ଟଚିଙ୍ଗ ଏହି ” Bewafa Alvida ” ଷ୍ଟୋରି ଦେଖିଲେ ଆଖିରୁ ଲୁହ ଆସିଯିବ… ମାତ୍ର 6 ଘଣ୍ଟାରେ 26 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ପ୍ରେମ ଏକ ଏମିତି ଜିନିଷ ଯାହା ମଣିଷକୁ ଏକ ଭଲପାଇବା ର ବନ୍ଧନରେ ବାନ୍ଧି ରଖିଥାଏ।ସେହି ପ୍ରେମ ମଣିଷକୁ ଆନନ୍ଦ ଦେଇଥାଏ ଏବଂ ମନ ଭିତରେ ଏକ ଭିନ୍ନ ପୁଲକ ସଞ୍ଚାର କରେ। କିନ୍ତୁ ପ୍ରେମକୁ ନେଇ ବେଳେବେଳେ ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହା ପ୍ରେମ ପ୍ରତି ଥିବା ଆମ ଧାରଣାକୁ ବଦଳାଇ ଦିଏ। ଏହିପରି ଅନେକ ଘଟଣାର ଉଦାହରଣ ଏବେ ଦେଖିବାକୁ ମିଳୁଛି। କୁହା ଯାଇଥାଏ ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ଏବଂ ପବିତ୍ର ସଂପର୍କ।ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ।

ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ। ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ। ଆଉ ଏମିତି ରେ ପ୍ରେମ ଆଗରେ ସବୁ ବାଧାବିଘ୍ନ ବି କୁଆଡେ ହାର ମାନିଥାଏ। ତେଣୁ ପ୍ରେମର ଏକ ଅଦୃଶ୍ୟ ଶକ୍ତି ରହିଚି ବୋଲି କୁହାଯାଏ। ପ୍ରେମ ଯାହା ମହାନ୍ ଏବଂ ଚିରନ୍ତନ ଅଟେ।ଯେଉଁଠି ନିଜର ପ୍ରେମକୁ ନିଜର କରିବା ପାଇଁ ପ୍ରେମିକ ପ୍ରେମିକା କିଛି ବି କରିବାକୁ ପଛାନ୍ତି ନାହିଁ। କିନ୍ତୁ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ତେବେ ପ୍ରେମକୁ ନେଇ ଅନେକ କାହାଣୀ ଅନେକ ଫିଲ୍ମ୍ ମଧ୍ୟ ପ୍ରସ୍ତୁତ ହୋଇଛି।

ସେହିପରି ଏବେ ଏକ ସୁନ୍ଦର୍ ମ୍ୟୁଜିକ ଭିଡିଓ ସାମ୍ନାକୁ ଆସିଛି ଯାହା ଏକ ସୁନ୍ଦର୍ ଏବଂ ହୃଦୟସ୍ପର୍ଶୀ ପ୍ରେମକାହାଣୀ ଅଟେ।ସ୍କୁଲ୍ ବେଳର ପ୍ରେମ ଏକ ନିଆରା ଅନୁଭବ ଦେଇଥାଏ। ମନ ଭିତରେ ଏକ ନୂତନ ରୋମାଞ୍ଚକ ଭାବନା ଉଦ୍ରେକ ହୋଇଥାଏ। ତେଣୁ ଏହି ଅନୁଭଵ ପ୍ରେମ କରୁଥିବା ଲୋକେ ହିଁ ଜାଣି ପାରିବେ। ଏହି ଭଳି ଏକ ସୁନ୍ଦର୍ କାହାଣୀ ଉପରେ ପର୍ଯ୍ୟବେଶିତ ଏହି ମ୍ୟୁଜିକ ଭିଡିଓ କୁ ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ କେତେ ସୁନ୍ଦର୍ ନିର୍ଦ୍ଦେଶନା ସାଙ୍ଗକୁ ଏହାର କାହାଣୀ କୁ ପ୍ରସ୍ତୁତ କରା ଯାଇଛି। ଯେଉଁଠି ଦୁଇ ସ୍କୁଲ୍ ପିଲାଙ୍କ ପ୍ରେମ କାହାଣୀ ପରେ କିପରି ଭାବରେ ଏକ ଅନ୍ତରେ ପହଞ୍ଚୁଛି ଏବଂ ଏହାର ଶେଷ ପରିଣାମ କଣ ହେଉଛି ତାହା ଆପଣ ଏଠାରେ ଦେଖିବାକୁ ପାଇବେ।

ଯେତେବେଳେ ଅନେକ ଦିନ ପରେ ପ୍ରେମିକ ପ୍ରେମିକାଙ୍କ ଦେଖା ହେଉଛି ଏକ ଫାଷ୍ଟ ଫୁଡ୍ ସେଣ୍ଟର୍ ରେ ସେତେବେଳେ ସେମାନେ କିଭଳି ଭାବରେ ସେହି ସ୍ଥିତି କୁ ସାମ୍ନା କରୁଛନ୍ତି ଏବଂ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଆପଣ ଦେଖିଲେ ଭାବ ବିହ୍ୱଳ ହୋଇ ପଡିବେ।ଏହି ମ୍ୟୁଜିକ ଭିଡିଓ କୁ ଏବେ ସୁଦ୍ଧା ୬କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment