ହ୍ୟୁମାନ ସାଗର ଗାଇଥିବା ରୋମାଣ୍ଟିକ ଗୀତ ” Mun Bhuli Paruni Kahinki Tate ” ଏହି ନାୟିକା କଲେ ଜବରଦସ୍ତ ଆଲୁବମ ଭିଡ଼ିଓ…

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ସୁନ୍ଦର୍ ମ୍ୟୁଜିକ ଭିଡିଓ। ପ୍ରେମ କାହାଣୀ ଉପରେ ଆଧାରିତ ଏହି ଭିଡିଓ କୁ ଦେଖିଲେ ଆପଣ ବି ବହୁତ୍ ଖୁସି ହୋଇଯିବେ। ତେବେ ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି ତାହା ତ ଆପଣ ମାନେ ଜାଣି ପାରୁଥିବେ।ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ।

ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି। ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି। ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି।ଏହା ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି।

ଆଜିର ଡିଜିଟାଲ ଯୁଗରେ ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ଟେକ୍ନୋଲୋଜି ଏବଂ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି। ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ଯୁବପିଢି ମାନେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ସେହିପରି ଏବେ ଯେଉଁ ମ୍ୟୁଜିକ ଭିଡିଓ ଟି ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।

ଏଠାରେ ଏହି ଭିଡିଓ ରେ କାହାଣୀ ଅନୁସାରେ ଯୁବ ଆର୍ଟିଷ୍ଟ ମାନଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଛି।ଏହି ଗୀତଟିର ଟାଇଟଲ ହେଉଛି ମୁଁ ଭୁଲି ପାରୁନି କାହିଁକି ତୋତେ।ଏହି ଗୀତଟି ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହି ଭିଡିଓର ନିର୍ଦ୍ଦେଶନା ଚିତ୍ତ ପ୍ରଧାନ ଦେଇଥିବା ବେଳେ ଏହାର ଲିରିକ୍ସ ଏବଂ ମ୍ୟୁଜିକ ଦେଇଛନ୍ତି ପ୍ରେମ୍ ଦର୍ଶନ।ଏହି ଗୀତକୁ ଗାଇଛନ୍ତି ହ୍ୟୁମାନ ସାଗର। ଏହି ଗୀତଟି ବହୁତ୍ ଲୋକଙ୍କୁ ହୃହୟକୁ ଛୁଇଁଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment