ହ୍ୟୁମାନ ସାଗର ( Humane Sagar ) ଗାଇଲେ ଜବରଦସ୍ତ ମନଛୁଆଁ ଗୀତ ” ହାରିଗଲି ପ୍ରେମରେ ମୁଁ ଖାଇଗଲି ଧୋକା “… ମାତ୍ର 4 ଘଣ୍ଟାରେ 26 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ଵରରେ ସତେ ଯେମିତି ଏକ ଯାଦୁ ରହିଛି। ସଙ୍ଗୀତ ଶୁଣିବାକୁ ଆପଣ ନିଶ୍ଚିତ ଭଲ ପାଉଥିବେ। ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ଶାନ୍ତି ହୋଇଯାଏ। ସେହିପରି ଏକ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ସଙ୍ଗୀତ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ତେବେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କ କଣ୍ଠରୁ ଏହି ସୁନ୍ଦର୍ ଗୀତଟିଏ ରେକର୍ଡ କରା ଯାଇଛି। ଯାହାର ଷ୍ଟୁଡିଓ ଭର୍ସନ ଏବେ ସାମ୍ନାକୁ ଆସିଛି।

ଯାହାକୁ ଶୁଣି ବେଶ ମଜା ନେଉଛନ୍ତି ଏବଂ ଆନନ୍ଦିତ ହେଉଛନ୍ତି ଦର୍ଶକ। ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଗାୟକ ଓଡ଼ିଶାର ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର ଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ସେହିପରି ଏହି ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଶ୍ରୋତା ମାନେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି।ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ଏହିଭଳି ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମାନେ।

ତେବେ ତିଆରି ହେଉଥିବା ଏହିସବୁ ନୂଆ ନୂଆ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ସଙ୍ଗୀତ ରଚନା ବହୁତ୍ ସୁନ୍ଦର ହେଉଛି।ଏହାଛଡା ଏତେ ସୁନ୍ଦର୍ ଭାବରେ ସ୍ଵରରେ ଏସବୁ ଗୀତକୁ ସଜା ଯାଉଛି ଯେ ଏହାକୁ ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଦିନକୁ ଦିନ ଅନେକ ସୁନ୍ଦର୍ ସୁନ୍ଦର୍ ଗୀତ ସବୁ ଆସୁଛି ଯାହା ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଅଟେ।

ସେହିପରି ଏବେ ଯେଉଁ ଗୀତର ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଆପଣ ଏହି ଭାଇରାଲ ଗୀତକୁ ଶୁଣିଲେ ଜାଣି ପାରିବେ ଯେ କେତେ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।ଏହି ଗୀତଟିର ଟାଇଟଲ ହେଉଛି ହାରିଗଲି ପ୍ରେମରେ ମୁଁ ଖାଇଗଲି ଧୋକା।ଏହି ଗୀତଟି ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।ଏହି ଗୀତକୁ ହ୍ୟୁମାନ ସାଗର ଗାଇଥିବା ବେଳେ ଏହି ଗୀତର ଲିରିକ୍ସ ଦେଇଛନ୍ତି ପ୍ରବୀଣ ଭାଇ ଏବଂ ମ୍ୟୁଜିକ ଦେଇଛନ୍ତି ଚିନ୍ମୟ ଦାସ୍ ଓ ବିଭୁନ।୭୦ ଲକ୍ଷ ଲୋକ ଏହି ଗୀତଟିକୁ ୟୁ ଟ୍ୟୁବ୍ ରେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment